ଯଦି ଆପଣ ଖୋଜି ବାହାର କରି ପାରିବେ ଏହି ଫଟୋରେ ଲୁଚିଥିବା ଜୀବ, ତେବେ ଆପଣ ସତରେ ଅଟନ୍ତି ‘ଜିନିୟସ’

କେତେ ଥର ଏମିତି କିଛି ହେଇଥାଏ ଯାହା ବିଷୟରେ ଜାଣିଲା ପରେ ମନ ବହୁତ ଖୁସି ହୋଇଥାଏ, ବା ଏମିତି ଲାଗିଥାଏ ଯେମିତିକି ଆମେ ଆଉଥରେ ଛୁଆବେଳ ରେ ପହଞ୍ଚି ଯାଉ । ଛୁଆଙ୍କ ସମୟ ସମସ୍ତଙ୍କ ଜୀବନ ସବୁଠାରୁ ଖୁସି ସମୟ ହୋଇଥାଏ ସେତେବେଳେ ମା ବାପା ଗେଲହା ଓ ସବୁ କାମ ପାଇଁ ସମସ୍ତଙ୍କ ସ୍ନେହ ମିଳି ଥାଏ । ଆମେ ସମସ୍ତେ ଛୁଆବେଳେ ପ୍ରାୟତଃ ପ୍ରହେଳିକା ସମାଧାନ କରିଥାଉ, ସମସ୍ତେ ସାଙ୍ଗ ସାଙ୍ଗ ଭିତରେ କେତେ ପ୍ରକାର ପ୍ରଶ୍ନ ପଚାରି ଥାଉ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଫଟୋ ଦେଖେଇବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ କିଛି ଜଣା ପଡିବ ନାହିଁ ସାମାନ୍ୟ ଦେଖା ଜୀବ କିନ୍ତୁ ଏହି ଫଟୋ ରେ ଏମିତି କିଛି ଅଛି ଯାହା ପାଇଁ ଆପଣଙ୍କୁ ବୁଦ୍ଧି ଖର୍ଚ କରିବାକୁ ପଡିବ ।

ଏହି ଫଟୋକୁ ଏପର୍ଜନ୍ତ ବହୁତ କମ ଲୋକ ସମାଧାନ କରି ପାରିଛନ୍ତି ତେବେ ଆପଣ ମଧ୍ୟ ଥରେ ଚେଷ୍ଟା କରି ଦେଖି ଦିଅନ୍ତୁ । ତେବେ ଆପଣ ଏହି ଫଟୋକୁ ଧ୍ୟାନ ସହ ଦେଖିଲେ ଗୋଟେ ବେଙ୍ଗ ଦେଖିବାକୁ ପାଇବେ ଯାହା ପତ୍ର ରଙ୍ଗର ଅଟେ ସେଥିପାଇଁ ଲୋକଙ୍କୁ ଜାଣିବା କଷ୍ଟ ହେଉଛି, ଯଦି ଆପଣ ବିନା ସାହାଜ୍ଯ ରେ ଓ ଆମ ଉତ୍ତର ପଢିବା ଆଗରୁ ଏହା ଜାଣି ପାରିଲେ ତେବେ ଆପଣ ସତରେ ବହୁତ ବଡ ଜିନିୟସ ଅଟନ୍ତି ।

କିନ୍ତୁ ଯଦି ଆପଣ ଉତ୍ତର ଜାଣି ପାଇଲେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ କାହିଁକିନା କେବଳ ୨ % ଲୋକ ଜାଣିପାରିଛନ୍ତି ଓ ସଠିକ ଉତ୍ତର ଦେଇ ପାରିଛନ୍ତି । ତେବେ ପ୍ରହେଳିକା ମସ୍ତିସ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ଏହା ଦ୍ଵାରା ଆମ ମୁଣ୍ଡ ନିଜ କ୍ଷମତା ଠାରୁ ଅଧିକ ବୁଝିବା ପାଇଁ ଚେଷ୍ଟା କରିଥାଏ ଓ ଏହା ଦ୍ଵାରା ଆମ ମସ୍ତିସ୍କ ଏକ୍ସରସାଇଜ ହୋଇଥାଏ ଯାହା ଆମ ଶରୀର ପାଇଁ ମଧ୍ୟ ଭଲ ଅଟେ । ଆଶା ଅକରୁଛୁ ଆପଣଙ୍କୁ ଆମର ଏହି ପୋସ୍ଟ ଗୁଡିକ ପସନଦ ଆସୁଥିବା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।



