ମୁଁ ମହୀଶୂରର ଝିଅ ..Ajitଙ୍କୁ ଦିଲ୍ଲୀରେ ଭଲ ପାଇଲି ..ବହୁତ କଷ୍ଟରେ ଘରେ ବୁଝେଇ…. ଦେଖନ୍ତୁ ନିଜ ଲଭ ଲାଇଫ ବିଷୟରେ କଣ କହୁଛନ୍ତି Maya Das

ଦର୍ଶକ ବନ୍ଧୁ ସ୍ବ-ର୍ଗ-ତଃ ଅଜିତ ଦାସ ଯିଏ କି ଅନୁଷ୍ଠାନ ଯାହାଙ୍କର ପରିଚୟ ଦେବାର ଜରୁରତ ନାହି । ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ଅଭିନୟ ଆଇ ବି ଘରେ ଦର୍ଶକ ମାନେ ମନେ ରଖିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ସାରା ଓଡିଆ ଫିଲ୍ମ ରେ ଅଭିନୟ କରି ବେସ ଲୋକପ୍ରିୟ ହୋଇ ପାରିଥିଲେ ।
ତାଙ୍କ ସ୍ତ୍ରୀ ମାୟା ଦାସ ଏକ ସାକ୍ଷାତକାର ରେ ଅଜିତ ଦାସ ଓ ତାଙ୍କର ପ୍ରେମ ସମ୍ପର୍କ କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ମାୟା ଦାସ କହିଛନ୍ତି ଯେ “ଦେଖା ହେଇଥିଲା ଆମେ ପାଠ ପଢୁଥିଲୁ । ସେ ପଢୁଥିଲେ NHD ଦିଲ୍ଲୀ ରେ । ମୁଁ ପ୍ରିଲାନ୍ସିଙ୍ଗ କରୁଥିଲୁ ।
ସେଠାରେ ଭାରତୀୟ କଳା କେନ୍ଦ୍ର ର ଅନୁଷ୍ଠାନ ରହିଥିଲା । ସାର ଆମ ହଷ୍ଟେଲ ପାଖା ପାଖି ରହୁଥିଲେ । ଆମେ ଅଡିଟୋରିଓ ରେ ସୋ ଦେଖିବାକୁ ଯାଉ । ସେଠାରେ ବହୁତ ବଡ ବଡ ସୋ ହୁଏ । ସେଠାକୁ ଆମେ ପ୍ରାୟ ଏକାଠି ଯାଉ । ଏଟା ଗୋଟେ ଆର୍ଟିଷ୍ଟ ଲାଇଫ । ସେହି ସମୟ ବହୁତ କଷ୍ଟ ଥିଲା ଯେବେ ମୋ ଓଡିଶାରେ ବାହା ହେବାକୁ ମୋ ମା କୁ କହିଥିଲି ।
ମୋ ମା ଯେବେ ମ୍ୟାପ ରେ ଖୋଜିଲା କରଞ୍ଜା ଗାଁ ତାର ନାଁ ସୋ କରିଲା ନାହି । ଯେ ହେତୁ ମୁଁ ମହିଶୂର ଝିଅ ଥିଲି । ମୋ ମା ପଚାରିଲା ପିଲା କଣ କରୁଛି ?? ମୁଁ କହିଲି ଆକଟିଙ୍ଗ କରୁଛି । ମା କହିଲା ଓଡିଶାରେ ଆକଟିଙ୍ଗ କରୁଛି ସାଉଥ ରେ କରୁଥିଲେ ଅଲଗା କଥା ହୋଇଥାନ୍ତା । ସେତେବେଳେ ସାଉଥ ରେ ଭଲ ଫିଲ୍ମ ଚାଲିଥିଲା । ପଇସା ବି ପାଉଥିଲେ । ଓଡିଶାରେ ସେମିତି କିଛି ନ ଥିଲା ।
ଘରେ ମୋତେ କହିଲେ ଉପାସରେ ଗଛ ମୂଳରେ ରହିବୁ । ମୁଁ କହିଲି ମୁଁ ଜାଣି ନାହି । ସେତେବେଳେ ମୋତେ ମାତ୍ର 20 ବର୍ଷ ହୋଇଥିଲା । ସାରା ଙ୍କ ଘର ହେଉଛି ଯୌଥ ପରିବାର । ଯାହାକୁ ଦେଖି ମା କହିଲା ଖାଇବା ପିଇବାରେ ଅସୁବିଧା ହେବ ନାହି । କିନ୍ତୁ ମୁଁ ସାର ଙ୍କୁ ବାହା ହେବାକୁ ଜିଦି କରିଥିଲି । ଯେ ହେତୁ ଆମେ ବ୍ରାମ୍ହଣ ଥିଲୁ ଆଉ ମୁଁ ନନ ଭେଜ ଖାଏନି । ଆଜି ଯାଏଁ ବି ଖାଏନି । ତଥାପି ବହୁତ କଷ୍ଟରେ ଆମର ବାହାଘର ହେଲା । ବହୁତ କଷ୍ଟରେ ମୁଁ ଓଡିଆ ଶିଖିଲି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।