ବିଚାର

କେଉଁଠି ବି ଦେଖିଲେ ଏହି ଗଛ, ତୁରନ୍ତ ଘରକୁ ନେଇ ଅସନତୁ ଏହାର ମୂଳ… ଆପଣଙ୍କ ଇସାରରେ ନାଚିବେ ସମସ୍ତେ, ସବୁଥିରେ ହେବେ 100% ସଫଳ

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । କିଛି ବ୍ୟକ୍ତିଙ୍କର ବ୍ୟବସାୟକୁ ନେଇ ତ ଆଉ କିଛି ଚାକିରି କ୍ଷେତ୍ରକୁ ନେଇ ତ ଆଉ କିଛି ଧନ ସହ ଜଡିତ କିଛି ସମସ୍ଯା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାହାର ବ୍ୟବହାର କରିବା ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହେବା ସହ ଜଣେ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇ ପାରିବ । ଯଦି ଆପଣ ଜଣେ ବ୍ୟବସାୟୀ ଓ ନିଜର ବେପାର ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏହି ଗଛର ମୂଳ ବ୍ୟବହାର କରନ୍ତି । ଏହା ଦ୍ଵାରା ଆପଣଙ୍କର ରୋଜଗାରରେ ବୃଦ୍ଧି ହେବ ।

ଯଦି ଆପଣ ରାଜନୀତି କ୍ଷେତ୍ରରେ ଅଛନ୍ତି ତେବେ ଏହି ଗଛର ମୂଳ ବ୍ୟବହାର କରନ୍ତି । ଏହା ଦ୍ଵାରା ଆପଣଙ୍କ ରାଜନୈତିକ କ୍ଷେତ୍ରରେ ମଜବୁତ ରହିବ । ଯଦି ଆପଣ ଛାତ୍ର ଓ ଚାକିରି ଖୋଜୁଛନ୍ତି ତେବେ ଏହି ଗଛର ମୂଳ ବ୍ୟବହାର କରନ୍ତୁ । ଏହା ଛଡା ଚାକିରିରେ ପଦ ଉନ୍ନତି ପାଇଁ ଏହି ଗଛର ମୂଳ ବ୍ୟବହାର କରନ୍ତୁ ।

ଯେଉଁ ମାନଙ୍କର ବିବାହ ହେଉ ନାହି ବା ଦାଂପତ୍ଯ ଜୀବନରେ କୌଣସି ସମସ୍ଯା ଲାଗି ରହିଛି ତେବେ ଏହି ଗଛର ବ୍ୟବହାର କରନ୍ତୁ । ଗୃହରେ ସୁଖ ସମୃଦ୍ଧି ଆଣିବା ସହ ସବୁ ରୋଗ ଦୂର କରିବା ପାଇଁ ଏହି ଗଛର ବ୍ୟବହାର କରନ୍ତୁ । ଏହି ସବୁ ସମସ୍ୟାର ନିବାରଣ ପାଇଁ ଯେଉଁ ଗଛର ବ୍ୟବହାର କରିବେ ତାହା ହେଉଛି ହଳଦୀ ଗଛ ।

ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଆପଣ ହଳଦୀ ଗଛ ପାଖକୁ ଯାଇ ଏହାର ନିମନ୍ତ୍ରଣ କରନ୍ତି । ଅର୍ଥାତ ହଳଦୀ ଗଛ ମୂଳେ ଆପଣ ନିଜର ମନର କଥା ହାତ ଯୋଡି ଜଣାନ୍ତୁ । ଏହା ପରେ ଶୁକ୍ରବାର ଦିନ ସକାଳେ ଯାଇ ହଳଦିଆ ଗଛର ମୂଳ ପୂର୍ବ ପଟେ ଆଣନ୍ତୁ । ଏହା ପରେ ଏକ ହଳଦିଆ କପଡା ଯାହା ନୂଆ ହୋଇଥିବ ସେଥିରେ ହଳଦିଆ ଗଛର ମୂଳ ବାନ୍ଧି ନିଜ ତକିଆ ତଳେ ରଖନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଏହା ସହ ଆପଣ ସ୍ନାନ କରିବା ସମୟରେ ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ହଳଦୀ ମିଶାଇ କରନ୍ତୁ । ବ୍ୟବସାୟୀ ମାନେ ନିଜର ବେପାରରେ ଉନ୍ନତି କରିବା ପାଇଁ ୧୦ ଟଙ୍କିଆ ମୁଦ୍ରାରେ କିଛି ହଳଦୀ ଲଗାଇ ଏକ ହଳଦିଆ କପଡାରେ ବାନ୍ଧି ନିଜର କ୍ଯାସ ବ୍ୟାଗରେ ରଖନ୍ତୁ ।

ଯଦି ଆପଣଙ୍କ ଘରେ ଆପଣ କୟାସ ରହୁଥିବା ଜାଗାରେ ଏହି ହଳଦୀ ବନ୍ଧା କପଡା ରଖନ୍ତି ତେବେ ଦେଖିବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ । ଏହା ଛଡା ଯେଉଁ ମାନଙ୍କର ପ୍ରେମ ସମ୍ବଧିତ କୌଣସି ସମସ୍ଯା ଲାଗି ରହିଥାଏ ତେବେ ସେମାନେ ମଧ୍ୟ ହଳଦୀ ଗଛର ମୂଳର ଏହିପରି ଭାବେ ପ୍ରୟୋଗ କରି ପାରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button