ଭଗବାନ ରାମ ନିଜର ପ୍ରଥମ ଦୀପାବଳି କେଉଁ ସ୍ଥାନରେ ପାଳନ କରିଥିଲେ ? ଏହା ସହ ଆହୁରି 20+ GK Quiz

ଆଇଏଏସ ଓ ଆଇପିଏସ ଇଣ୍ଟରଭିୟୁରେ ବହୁତ ଥର ଏମିତି କିଛି ପ୍ରଶ୍ନ ପଚରା ଯାଏ ଯାହା ବିଷୟରେ କ୍ୟାଣ୍ଡିଡେଟମାନଙ୍କୁ ଅନୁମାନ କରିବା ପାଇଁ ବି ବହୁତ କଷ୍ଟ ହୋଇଯାଏ । କହିଦେଉଛୁ କି ଏହି ସବୁ ପ୍ରଶ୍ନ ପ୍ରାୟତଃ ଏକାଡେମିକ ସହିତ ସମ୍ପର୍କ ନ ଥାଏ । ସେମାନେ ଏହା ପରୀକ୍ଷା କରିଥାନ୍ତି କି କେଉଁ ପରିସ୍ଥିତିରେ କ୍ୟାଣ୍ଡିଡେଟ କେମିତି ତାହାର ସମାଧାନ କରୁଛି । ଏଥିରେ ସେମାନଙ୍କ ଉପସ୍ଥିତି ବୁଦ୍ଧି ପରୀକ୍ଷା କରାଯାଇଥାଏ । ଆଜି ଜାଣିବା ଆଇଏଏସ ଓ ଆଇପିଏସ ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ଅଜବ ଗଜବ ପ୍ରଶ୍ନ ଓ ତାହାର ଉତ୍ତର ।
ପ୍ରଶ୍ନ – ଯଦି ଭାରତରେ 5 G ଆସିଗଲା ତେବେ ମନୁଷ୍ୟର କଣ କ୍ଷତି ହେବ ?
ଉତ୍ତର – ରେଡିଏଶନ ବଢିଯିବ ଯେଉଁ କାରଣରୁ ସମସ୍ତେ ଅସୁସ୍ଥ ହୋଇ ପାରନ୍ତି
ପ୍ରଶ୍ନ – କୁସ୍ତି ଖେଳାଳିଙ୍କ କାନର ହାଡ କାହିଁକି ଭାଙ୍ଗି ଦିଆ ଯାଏ ?
ଉତ୍ତର – ଲଢିବା ସମୟରେ ଭାଙ୍ଗି ଯାଏ
ପ୍ରଶ୍ନ – ଭଗବାନ ରାମ ନିଜର ପ୍ରଥମ ଦୀପାବଳି କେଉଁ ସ୍ଥାନରେ ପାଳନ କରିଥିଲେ ?
ଉତ୍ତର – ସମୁଦ୍ରରେ
ପ୍ରଶ୍ନ – ମାଉଣ୍ଟ ଏବରେଷ୍ଟରକୁ ଖୋଜିବା ପୂର୍ବରୁ ସବୁଠୁ ଉଚ୍ଚ ମାଉଣ୍ଟେନ କିଏ ଥିଲା ?
ଉତ୍ତର – ମାଉଣ୍ଟ ଆବୁ
ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକ ପୌଷ୍ଟିକ କ୍ଷୀର କାହାକୁ କୁହାଯାଏ ?
ଉତ୍ତର – ଗାଈର କ୍ଷୀର
ପ୍ରଶ୍ନ – ଭଗତ ସିଂହଙ୍କୁ ଫାସୀର ଦଣ୍ଡ ଦେଇଥିବା ନ୍ୟାୟଧୀଶ କିଏ ଥିଲେ ?
ଉତ୍ତର – ଜି. ସି . ହିଲଟନ
ପ୍ରଶ୍ନ – କେଉଁ ଦେଶରେ ବ୍ୟକ୍ତିକୁ ଗାଳି ଦେଉଛନ୍ତି ତେବେ ଆପଣଙ୍କୁ ଦଣ୍ଡ ମିଳିପାରେ ?
ଉତ୍ତର – ତାଇୱାନ
ପ୍ରଶ୍ନ – ଭାରତରେ ସବୁଠୁ ଅଧିକ କେଉଁ ମାଂସର ସେବନ କରାଯାଏ ?
ଉତ୍ତର – କୁକୁଡା ଓ ଛେଲି
ପ୍ରଶ୍ନ – ରକ୍ତଦାନ କରିବା ଦ୍ଵାରା କଣ କଣ ଲାଭ ମିଳିଥାଏ ?
ଉତ୍ତର – ଶରୀରରେ ଜଲ୍ଦି ନୂଆ ରକ୍ତ ତିଆରି ହୋଇଥାଏ
ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ କେଉଁ କମ୍ପାନୀ ଇଣ୍ଟର୍ନେଟ ନେଇ ଆସିଥିଲା ?
ଉତ୍ତର – BSNL
ପ୍ରଶ୍ନ – ଭାରତର ଦ୍ଵିତୀୟ ସବୁଠୁ ଧନୀ ବ୍ୟକ୍ତି କିଏ ?
ଉତ୍ତର – ହିନ୍ଦୁଜା ବ୍ରଦର
ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ କିଏ ବିସ୍କୁଟ ତିଆରି କରିଥିଲେ ?
ଉତ୍ତର – ପାରଲେ ଜି
ପ୍ରଶ୍ନ – ଏସିଆର ସବୁଠୁ ବଡ ଓ ନମ୍ବର ୧ ୟୁଟ୍ୟୁବର କିଏ ?
ଉତ୍ତର – Carryminati
ପ୍ରଶ୍ନ – ପେଟ୍ରୋଲ ପମ୍ପରେ ମୋବାଇଲ ୟୁଜ କରିବା କାହିଁକି ମନା ହୋଇଥାଏ ?
ଉତ୍ତର – ନିଆଁ ଲାଗିବାର ଭୟ ଥାଏ
ପ୍ରଶ୍ନ – କେଉଁ ବ୍ୟକ୍ତି ମାଉଣ୍ଟ ଏବରେଷ୍ଟର ଉଚ୍ଚତା ମାପି ଥିଲେ ?
ଉତ୍ତର – ରାଧାନାଥ ସିକନ୍ଦର
ପ୍ରଶ୍ନ – ମିସାଇଲ ମ୍ୟାନ ଅଫ ଇଣ୍ଡିଆ କାହାକୁ କୁହାଯାଏ ?
ଉତ୍ତର – ଏପିଜେ ଅବଦୁଲ କଲାମଙ୍କୁ
ପ୍ରଶ୍ନ – ଲୁହା ଉପରେ ଜଙ୍କ ଲାଗିବା ଦ୍ଵାରା ଲୁହାର ଓଜନ ବଢିଥାଏ ନା କମ ହୋଇଥାଏ ?
ଉତ୍ତର – ବଢିଥାଏ
ପ୍ରଶ୍ନ – ଆମର ଶରୀରରେ ଗୋଟିଏ ଦିନରେ କେତେ ୟୁରିନ ପ୍ରସ୍ତୁତ ହୁଏ ?
ଉତ୍ତର – ୧ ରୁ ୨ ଲିଟର
ପ୍ରଶ୍ନ – ସୁନ୍ଦରତାର ଦେଶ କେଉଁ ଦେଶକୁ କୁହାଯାଏ ?
ଉତ୍ତର – ଫ୍ରାନ୍ସ
ପ୍ରଶ୍ନ – ଝିଅ ବଞ୍ଛାଓ ଝିଅ ପଢାଓ ଏହି ଯୋଜନା କିଏ ଆରମ୍ଭ କରିଥିଲେ ?
ଉତ୍ତର – ପାନିପତ
ପ୍ରଶ୍ନ – ଦୁନିଆର ସବୁଠୁ ବଡ ଡାକଘର କେଉଁ ଦେଶରେ ଅଛି ?
ଉତ୍ତର – ଭାରତରେ
ପ୍ରଶ୍ନ – ଭାରତର ସବୁଠୁ ଗରିବ ରାଜ୍ୟ କଣ ଅଟେ ?
ଉତ୍ତର – ଛତ୍ତିସଗଢ