ବିଚାର

ଆପଣଙ୍କ ଉପରେ କେଉଁ ଶକ୍ତିର ହାତ ରହିଛି ? ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କୁ କେଉଁ ଖୁସି ମିଳିବ ? Tarot card

ବନ୍ଧୁଗଣ ଆମେ ଏହି ଦୁନିଆରେ ରହିଛୁ । ଆମ ଜୀବନ କାଳ ମଧ୍ୟରେ ଅନେକ ସୁଖ ପ ଦୁଃଖ ଭରି ରହିଛି । ତେବେ ବନ୍ଧୁଗଣ ଜୀବନରେ ସମସ୍ଯା ରହିଛି, ତେବେ ତାହାର ସମାଧାନ ମଧ୍ୟ ରହିଛି । ଆଜି ଆପଣ ଜାଣିବାକୁ ପାଇବେ । ଆପଣଙ୍କ ଜୀବନରେ ଆଗାମୀ ସମୟରେ କେଉଁ ଖୁସି ଖବର ଆସିବା ପାଇଁ ଯାଉଛି । ଆପଣଙ୍କ ଉପରେ କେଉଁ ଶକ୍ତିର ପ୍ରଭାବ ରହିଛି । ତେବେ ଏଠାରେ ଆପଣଙ୍କୁ 2 ଟି ଫୁଲ ଦିଆଯାଇଛି । ପ୍ରଥମ ଓ ଦିତୀୟ ଫୁଲ ମଧ୍ୟରୁ କୌଣସି ଏକ ଫୁଲକୁ ନିଜ ପାଇଁ ବାଛିନିଅନ୍ତୁ ।

ପ୍ରଥମ ଫୁଲ;- ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଛି । ଏଥିସହ ଆପଣଙ୍କ ଉପରେ ପ୍ରଭୁ ସୂର୍ଯ୍ୟଦେବ ଓ ଶନିଦେବଙ୍କର ମଧ୍ୟ ଆଶ୍ରୀବାଦ ରହିଛି । ତେଣୁ ଆପଣ ଏମାନଙ୍କର ପୂଜା ଆରାଧନା କରି ନିଜର କୌଣସି ମଧ୍ୟ କାର୍ଯ୍ୟ ଆରମ୍ଭ କରନ୍ତୁ । ଆପଣଙ୍କୁ ବହୁତ ଶୀଘ୍ର ସେହି କାର୍ଯ୍ୟ ସଫଳତା ମିଳିବ । ଆପଣ କିଛି ଦିନ ଧରି କିଛି କଥାକୁ ନେଇ ବହୁତ ଦ୍ଵନ୍ଦରେ ରହୁଛନ୍ତି । ହେଲେ ଆପଣ ବହୁତ ଶୀଘ୍ର ନିଜ ଦ୍ଵନ୍ଦକୁ ଦୂର କରି କୌଣସି ଥିରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣ ନିଜର ଲାଇନ ବାଛିସାରି ସେହି ଥିରେ ନିଜର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ତେବେ ଆପଣଙ୍କୁ ବହୁତ ଶୀଘ୍ର ସେଥିରୁ ଫାଇଦା ମିଳିବାକୁ ଯାଉଛି । ପ୍ରତ୍ଯେକଦିନ ସୂର୍ଯ୍ୟଙ୍କ ରଶ୍ମିରେ ସକାଳ ସମୟ କିଛି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ପାଇଁ ଏହା ବହୁତ ଭଲ ରହିବ ।

ଦିତୀୟ ଫୁଲ;-ଆପଣ ଯେଉଁ ଭଗବାନଙ୍କୁ ବହୁତ ବିଶ୍ବାସ କରନ୍ତି । ଆପଣ ତାଙ୍କର ପୂଜା, ଉପାସନା କରିପାରନ୍ତି । ନଚେତ ଆପଣଙ୍କ ଘରେ ଯେଉଁ ଦେବତାଙ୍କୁ କୁଳଦେବତା ଭାବେ ବହୁତ ବିଶ୍ବାସ କରାଯାଇ ପୂଜା କରାଯାଇଆସୁଛି । ତାହାଙ୍କୁ ମଧ୍ୟ ନିଜ ଜୀବନର ସବୁ କିଛି ପରିସ୍ଥିତି ବିଷୟରେ ପ୍ରାଥନା ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ଜୀବନରେ ଅନେକ କିଛି ଏପରି ପରିସ୍ଥିତି ଆସିକି ଯାଇସାରିଛି । ଆପଣଙ୍କ ହୃଦୟ ସେହି ସବୁ କାରଣ ପାଇଁ ଅନେକ ଥର ଭାଙ୍ଗିଛି । ଯେଉଁ କାରଣରୁ ଆପଣ ସେହିସବୁଥିରୁ ବହୁତ କଷ୍ଟ ପାଇଛନ୍ତି । ହେଲେ ଏବେ ସେସବୁ ପଛ କଥାକୁ ଭୁଲି ନିଜର ଏକ ନୂଆ ଆରମ୍ଭ କରିବାକୁ ଆଗେଇଛନ୍ତି ।

ଆପଣଙ୍କର ବାକି ରହିଥିବା କିଛି ଅଧୁରା କାର୍ଯ୍ୟକୁ ପୁଣି ଥରେ ନୂଆ କରି ଆରମ୍ଭ କରି ସେହିଥିରେ ଆଗକୁ ବଢିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି । ଆପଣ ଯେଉଁ କାର୍ଯ୍ୟ କରନ୍ତୁ । ସେଥିରେ ନିଷ୍ଠାର ସହ ପରିଶ୍ରମ କରିଚାଲନ୍ତୁ । ସେଥିରେ ବହୁତ ଶୀଘ୍ର ଭଗବାନଙ୍କ କୃପାରୁ ଆପଣଙ୍କୁ ସଫଳତା ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button