ସ୍ୱାସ୍ଥ୍ୟ

ଲୁଣର ଅଧିକ ମାତ୍ରା ରେ ସେବନ ଆପଣଙ୍କୁ ପଡି ପାରେ ମହଙ୍ଗା- ଏହି ସବୁ ଗମ୍ଭୀର ରୋଗ

ନମସ୍କାର ବନ୍ଧୁଗଣ, ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ । ବର୍ତ୍ତମାନ ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ଟିପ୍ସ ଦେବାକୁ ଯାଉଛୁ । ତେବେ ଆପଣ ଜାଣିଥିବେ ଲୁଣ ଆମ ଖାଦ୍ଯ ପାଇଁ ଆବଶ୍ୟକ କାହିଁକି ନା ବିନା ଲୁଣରେ କୌଣସି ବି ଖାଦ୍ୟର ସ୍ଵାଦ ନ ଥାଏ । ତେବେ କିଛି ଲୋକ କମ ଲୁଣ ଖାଆନ୍ତି ତ କିଛି ଲୋକ ଅଧିକା ଲୁଣ ଖାଆନ୍ତି । ଯେଉଁ ମାନେ କମ ଖାଆନ୍ତି ତାହା ଠିକ, କିନ୍ତୁ ଯେଉଁମାନେ ଅଧିକା ଖାଆନ୍ତି ସେମାନଙ୍କ ପାଇଁ ଆଜି ଆମେ କିଛି କହିବାକୁ ଯାଉଛୁ । ଅଧିକା ଲୁଣ ଖାଇବା ଦ୍ଵାରା କଣ ସବୁ ଖ୍ଯାତି ହୋଇଥାଏ ।

# ଲୁଣ୍ଡ ଅଧିକ ମାତ୍ରା ରେ ସେବନ ଆପଣଙ୍କ ବ୍ଲଡପ୍ରେସର ହାଇ କରି ପାରେ, ଏହା ଛଡା ଆପଣଙ୍କୁ ହୃଦୟ ରୋଗ ମଧ୍ୟ ହୋଇପାରେ ।

# ଅଧିକ ମାତ୍ରା ରେ ଲୁଣ ସେବନ ଦ୍ଵାରା କିଡନି ରେ କେଲସିଅମ ମାତ୍ରା ବଢିଥାଏ, ଯାହା ଦ୍ଵାରା କିଡନି ଷ୍ଟୋନ ହୋଇଥାଏ ।

# ଯଦି ଆପଣଙ୍କୁ କିଡନି ଷ୍ଟୋନ ଭଳି ସମସ୍ଯା ଠାରୁ ବଞ୍ଚିବାକୁ ଅଛି ତେବେ ଆପଣଙ୍କୁ ଲୁଣ ସେବନ କମ କରିବା ଉଚିତ ।

# ଶରୀର ରେ ଲୁଣ ମାତ୍ରା ଅଧିକ ହବାରୁ ଡିହାଇଡ୍ରେସନ ସମସ୍ୟା ହୋଇଥାଏ, ଏହି ସମସ୍ୟା ଠାରୁ ବଞ୍ଚିବା ପାଇଁ ଭରପୁର ମାତ୍ରା ରେ ପାଣି ସେବନ କରିବା ଉଚିତ ।

# ଲୁଣ ରେ ଥିବା ସୋଡିଅମ ଇନସୁଲିନ ନଉଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା କାରଣରୁ ଟାଇପ -୨ ଡାଇବେଟିଜ ହବାର ବିପଦ ହୋଇଥାଏ ।

# ଶରୀରରେ ଲୁଣ ଅଧିକ ମାତ୍ରା ରେ ରହିଲେ ଏହା ଦ୍ଵାରା ଡିହାଇଡ୍ରେସନ ସମସ୍ୟା ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ ଏହା ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ଭରପୁର ମାତ୍ରା ରେ ପାଣି ସେବନ କରିବା ଉଚିତ ଅଟେ ।

# ଲୁଣ ରେ ସୋଡିଅମ ଅଧିକ ମାତ୍ରା ରେ ଥାଏ ଯାହା ଫଳରେ ଶରୀରରେ ରକ୍ତ ପ୍ରବାହ ସଠିକ ଭାବରେ ହୋଇ ପାରେ ନାହିଁ ଓ କେତେକ ସମସ୍ୟା ଉତ୍ପନ ହୋଇଥାଏ ।

# ଲୁଣ ଅଧିକ ମାତ୍ରା ରେ ସେବନ ପାଇଁ ହାଇ ବ୍ଲଡ ପ୍ରେସର ଭଳି ସମସ୍ୟା ହୋଇଥାଏ ।

# ଏହା ଛଡା ଅଧିକ ମାତ୍ରା ରେ ଲୁଣ ସେବନ ଆପଣଙ୍କ ହୃଦୟ ରୋଗ ମଧ୍ୟ ବଢେଇ ପାରେ ।

ତେଣୁ ସାବଧାନ ରୁହନ୍ତୁ ଓ ଯେତେ ସମ୍ଭବ ଲୁଣ ସ୍ଵାଦ ଅନୁସାରେ ହଲ୍କା ଖାଆନ୍ତୁ, ଅତ୍ୟଧିକ ଲୁଣର ସେବନ କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button