ଜୀବନଶୈଳୀ

ରବିବାର ଦିନର ଏହି ଉପାୟ ଗୁଡିକ କରିବା ଦ୍ଵାରା ମିଳିବ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ, ସୁଖ ସମୃଦ୍ଧିରେ ଭରିବ ଜୀବନ

ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କ ପୂଜା କରି ତାଙ୍କ ଆଶୀର୍ବାଦ ନବା ଶୁଭ ବୋଲି ମାନ୍ୟତା ଅଟେ କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ଓ ଉପାୟ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ କରେଇଥାଏ । ମାନ୍ୟତା ଅନୁଯାଇ ଯଦି ସୂର୍ଯ୍ୟ ଦେବଙ୍କ କିଛି ଉପାୟ କରା ଯାଏ ତେବେ ଏହା ଦ୍ଵାରା ଲାଭ ପ୍ରାପ୍ତ ହୋଇଥାଏ, ସୂର୍ଯ୍ୟ ଦେବ ଚାକିରିରେ ଉଚ୍ଚ ପଦ ଓ ପ୍ରତିଷ୍ଠା ପ୍ରାପ୍ତ କରିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ।

ଆଜି ଆମେ ଆପଣଙ୍କୁ ରବିବାର ଦିନ କରା ଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ।

– ରବିବାର ରାତିକୁ ଶୋଇବା ସମୟରେ ଗୋଟେ ଗ୍ଳାସ କ୍ଷୀର ନିଜ ତକିଆ ପାଖରେ ରଖିକି ସୁଅନ୍ତୁ ଏହା ପରେ ସୋମବାର ସୂର୍ଯ୍ୟଉଦୟ ଆଗରୁ ଉଠି ସ୍ନାନ ଆଦି ସମାପ୍ତ କରନ୍ତୁ ଓ କ୍ଷୀର ବବୁଲ ଗଛ ମୂଳରେ ଅର୍ପଣ କରନ୍ତୁ, ୭ଟି ବା ୧୧ଟି ରବିବାର ଏହି ଉପାୟ କରନ୍ତୁ ଧନ ଧାନ୍ୟ ରେ ବୃଦ୍ଧି ହବ ରବିବାର ଦିନ ତମ୍ବା ବାସନ ବା ଘିଅ ଦାନ କରିବା ଉଚିତ ।

– ରବିବାର ଦିନ ଆଦିତ୍ୟ ହୃଦୟ ସ୍ରୋତ ପାଠ କରିବା ଭଲ ଅଟେ, ଏହା ସହ ନେଟରୋପନିଷ୍ଦ ପାଠ କଲେ ଆଖି ଭଲ ରହିଥାଏ ।

– ତାମ୍ବା ବାସନ ରେ ଜଳ ନେଇ ଟିକେ ଫୁଲ ପକେଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦବା ଉଚିତ ଅଟେ, ଏହି ଉପାୟ ସ୍ୱାସ୍ଥ୍ୟ ଓ ଚାକିରି ବ୍ୟବସାଇକ ଠିକ ରଖିବା ପାଇଁ ସାହାଜୟକ ଅଟେ ।

– କୌଣସି ସୂର୍ଯ୍ୟ ମନ୍ତ୍ର ୨୧ ଥର ଜାପ କରନ୍ତୁ ।

– ରବିବାର ଦିନ ନାଲି ବସ୍ତୁ ଅଧିକ ଠାରୁ ଅଧିକ ଦାନ କରନ୍ତୁ ।

– ଏହା ଛଡା ମାଣିକ, ଗୁଡ, ପଦ୍ମ ଫୁଲ, ନାଲି ବସ୍ତ୍ର, ନାଲି ଚନ୍ଦନ, ଇତ୍ୟାଦି ଜିନିଷ ଦାନ କରିବା ଉଚିତ ଅଟେ ।

– ମନ୍ତ୍ର “ॐ ଘୃଣି ସୂର୍ଯାଯ ନମ:” ଜାପ କରନ୍ତୁ, ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ଜାପ ଦ୍ଵାରା ସମସ୍ତ ଅସୁବିଧା ଦୂର ହୋଇଯିବ ।

ତେବେ ଆପଣ ବି ଯଦି ନିଜ ଜୀବନରେ ମାନ, ସମ୍ମାନ, ପ୍ରତିଷ୍ଠା, ଧନ ଆଦି ଚାହାନ୍ତି ତାହେଲେ ନିଶ୍ଚୟ ଏହି ଉପାୟ ଗୁଡିକ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଏହି ସବୁର କେବେବି ଅଭାବ ଦେଖା ଦେବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button