ବିଚାର

ମହାଦେବଙ୍କର ଅତି ପ୍ରିୟ ହୋଇଥାଆନ୍ତି ଏହି ୫ଟି ଲକ୍ଷଣ ଥିବା ବ୍ୟକ୍ତି ,ଭଗବାନ ସର୍ବଦା ଏମାନଙ୍କ ପାଖେ ପାଖେ ତ୍ୟାଗ କରନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯେଉଁ ଲକ୍ଷଣ କେବେଲ ସେହି ଲୋକଙ୍କ ପାଖା ଦେଇଥାଏ ଯେଉଁ ମାନଙ୍କ ଉପରେ ମହାଦେବଙ୍କ କୃପା ବର୍ଷା ହୋଇଥାଏ ତାହେଲେ ଆସନ୍ତୁ ଜାଣିବ ସେହି ଲକ୍ଷଣ ଗୁଡ଼ିକ କଣ କଣ ।ଦର୍ଶକ ବନ୍ଧୁ ମହାପ୍ରଭୁଙ୍କ କୃପା ଦୃଷ୍ଟିରେ ଥିବା ବ୍ୟକ୍ତି ସର୍ବଦା ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରିଥାନ୍ତି

ଏହି ପରି ବ୍ୟକ୍ତି କେବେ ହେଲେ ଅନ୍ୟ ଲୋକମାନଙ୍କୁ ନିଚା ଦେଖାଇବାକୁ ପ୍ରୟାସ କରି ନଥାନ୍ତି କାହାକୁ କଟୁ ଶବ୍ଦ ବ୍ୟବହାର କରି କଥା ବାର୍ତ୍ତା କରି ନଥାଏ ଏବଂ କେବେ ହେଲେ ବି କାହାର ଜାଣି ଶୁଣି ଅପମାନ କରିନଥାଏ ମହା ଦେବଙ୍କ କୃପାରୁ କୃପା ପ୍ରାପ୍ତ କରିଥିବା ବ୍ୟକ୍ତି ପଶୁ ପ୍ରେମୀ ହୋଇଥାନ୍ତି କେବେ ହେଲେ କୌଣସି ପଶୁକୁ ଆଘାତ ଦେଇନଥାଏ ।

ଯେଉଁ ବ୍ୟକ୍ତି ଅଧିକ ଧନ ସମ୍ପତ୍ତି ଏବଂ ଜ୍ଞାନ ଐଶ୍ୱର୍ଯ୍ୟ ଇତ୍ୟାଦି ତ୍ୟାଗ କରି କେବେ ହେଲେ ଅହଙ୍କାର କରିନଥାଏ ସର୍ବଦା ଅନ୍ୟ ମାନଙ୍କ ସହିତ ବିନମ୍ରତର ସହିତ ଚଳି ଥାଏ ଏହି ପରି ବ୍ୟକ୍ତିଙ୍କ ଉପରେ ହିଁ ମହା ଦେବଙ୍କ କୃପା ପଡ଼ିବାର ସମ୍ଭାବନା ସର୍ବାଧିକ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button