ରାଶିଫଳ

ଆଜିଠାରୁ 21 ବର୍ଷ ଯାଏ ଶନିଦେବଙ୍କ କୃପା ରହିବ ଏହି ରାଶି ଉପରେ, ହେବେ ମାଲାମାଲ

ଏହି କଥା ଆମେ ସମସ୍ତେ ଜାଣିଛୁକି ଶନିଦେବ ସବୁ ଦେବତାଙ୍କ ଠାରୁ କ୍ରୋଧି ସେ ଯାହା ଉପରେ ରାଗନ୍ତି ତାର ରକ୍ଷା ନାହିଁ ଶନିଦେବଙ୍କର ଏହି କ୍ରୋଧ ଲାଗି ଦେବତା ମାନେ ମଧ୍ୟ ତାଙ୍କୁ ଡରନ୍ତି । ଶନିଦେବ ଙ୍କ ନାମ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହୋଇଯାଏ । ସମସ୍ତେ ଶନିଦେବ ଙ୍କ ଠାରୁ ବଞ୍ଚିବା ପାଇଁ ବିଭିନ୍ନ ପୂଜା ଅର୍ଚ୍ଚନା କରିଥାନ୍ତି ଯାହା ସମସ୍ତଙ୍କ ପାଇଁ ବହୁତ ଭୟ ସୃଷ୍ଟି କରୁଥାଏ ଏହାର ରକ୍ଷା ପାଇଁ ପୂଜା ଅର୍ଚନା ଦ୍ୱାରା ଶନିଦେବ ଙ୍କ କୃପା ମିଳିଥାଏ ଓ ଏହି କୃପା ପାଇଲେ ମିଳେ ବହୁତ ବହୁତ ଖୁସି । ଏହା ସହ ଶନିଦେବ ଙ୍କୁ ନାୟର ଦେବ ବୋଲି ମଧ୍ୟ କୁହାଯାଏ ।

Image Courtesy: Google

ଜୌତିଷଶାସ୍ତ୍ର ଅନୁସାରେ 70 ବର୍ଷ ପରେ ଗ୍ରହର ପରିବର୍ତ୍ତନ ଯୋଗୁ ଶୁଭ ଛାୟା କିଛି ରାଶି ଉପରେ ପଡିଛି । ଯାହା ଦ୍ବାର ଏମାନଙ୍କ ଭାଗ୍ଯ ବଦଳିଯିବ । ଚାଲନ୍ତୁ ଜାଣିବା ସେହି ରାଶିର ବିଷୟରେ । ପ୍ରଥମ ମେଷ ରାଶି ଏମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ । ଶନିଦେବ ଙ୍କ କୃପାରୁ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଦରମାରେ ବୃଦ୍ଧି ହେବ । ଆପଣ ଯାହା ଚାହିଁବେ ତାହା ମିଳିବ । ତୁଳା ରାଶି ଏମାନଙ୍କ ଉପରେ ଶନିଦେବ ଙ୍କ କୃପା ଏବେଠାରୁ ବର୍ଷିବ । ଯାହା କାରଣରୁ ବେପାରରେ ସଫଳ ମିଳିବ ।

Image Courtesy: Google

କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କୁମ୍ଭ ରାଶି ହୋଇଥିବା ଏହି ପରିବର୍ତ୍ତନ ରେ କୁମ୍ଭ ରାଶି ଲୋକଙ୍କ ଭାଗ୍ଯ ବଦଳିଯିବ । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ମୀନ ରାଶି ଶନିଦେବ ଙ୍କ କୃପା ପୂଣ୍ଣ ରୂପେ ଆପଣଙ୍କ ଉପରେ ରହିବ । ଭଲ ଚାକିରି ପାଇବେ । କୈଣସି କାର୍ଯ୍ୟରେ ବି ସଫଳ ପାଇପାରିବେ । ଏହି ଚାରୋଟି ରାଶିର ଲୋକଙ୍କ ଉପରେ ଶନିଦେବ ଙ୍କ କୃପାଦୃଷ୍ଟି ରହିବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button