ସ୍ୱାସ୍ଥ୍ୟ

ଯଦି କମାଇବାକୁ ଚାହୁଁଛନ୍ତି ଓଜନ ତ ପ୍ରତ୍ୟକ ଦିନ କରନ୍ତୁ ଏହି ଜୁସର ସେବନ, ଦେଖିବେ ଆଶ୍ଚର୍ଯ୍ୟ କଲା ଭଳି ଫାଇଦା

ଆପଣମାନେ ସମସ୍ତେ ଏହି କଥା ଭଲ ଭାବରେ ଜାଣିଛନ୍ତି ଯେ ଆମେ ନିଜେ ସୁସ୍ଥ ରହିଲେ ନିଜ କାମ ଓ ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ରଖି ପାରିବୁ । ଦିନ ଆରମ୍ଭ ଯଦି ଗୋଟେ ଗ୍ଳାସ ଅଁଳା ଯୁସ ସହ କରା ଯାଏ ତେବେ ପୁରା ଦିନ ଭଲ ଯାଇଥାଏ । ସକାଳେ ଖାଲି ପେଟରେ ଅଁଳା ଯୁସ ପିଇଲେ ଶରୀର ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଁଳା ଗୁଣକାରୀ ଲାଭ ବିଷୟରେ ଏବଂ କେମିତି ଏହା ଓଜନ କମେଇବା ପାଇଁ ସଠିକ ଉପାୟ ।

୧. ଆଜିକା ସମୟରେ ଲୋକ ପ୍ରାୟତଃ ବାହାର ଖାଦ୍ୟ ଖାଉଛନ୍ତି ଯାହା ଦ୍ଵାରା ତାଙ୍କୁ ଗ୍ୟାସ ସମସ୍ୟା ଅଧିକ ହେଉଛି ।

ତେବେ ଆଜିକା ଲୋକଙ୍କୁ ଫାଷ୍ଟଫୁଡ, ମସଲା ଜିନିଷ ଏହି ଭଳି ଖାଦ୍ଯ ପସନ୍ଦ ଅଟେ ଓ ଏହି ସବୁ ଖାଦ୍ଯ ଦ୍ଵାରା ପେଟ ଖରାପ ହୋଇଥାଏ ଏବଂ ପେଟରେ ଗ୍ୟାସ ମଧ୍ୟ ହୋଇଥାଏ । ଅଁଳା ଯୁସ ଦ୍ଵାରା ଏହି ଭଳି ସମସ୍ୟା ଠାରୁ ମୁକ୍ତି ମିଳି ପାରିବ, ଅଁଳାରେ କେତେ ପ୍ରକାର ଆଣ୍ଟି ଇଁଫ୍ଲେମେଟ୍ରି ଏବଂ ଏନ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ ଏହା ସହ ଅଁଳା ପେଟରେ ଟକସିକ ଲେବଲକୁ ମଧ୍ୟ କମ କରିଥାଏ ଯାହା ପେଟ ଦରଜ ଏବଂ ଅନ୍ୟ ପେଟ ସମସ୍ୟା କାରଣ ହୋଇଥାଏ ।

୨. ଅଁଳା ରେ ବହୁତ ପ୍ରକାର ଔଷଧୀୟ ଗୁଣ ହୋଇଥାଏ ଯାହା ଥଣ୍ଡା ଜରରେ ବହୁତ କାମ କରିଥାଏ, ତେବେ ପ୍ରତିଦିନ ଅଁଳା ଯୁସ ପିଇଲେ ଥଣ୍ଡା ଜର ଭଳି ରୋଗ ପାଖକୁ ଆସିନଥାଏ । ଅଁଳା ଯୁସ ଚୁଟି ପାଇଁ ମଧ୍ୟ ବହୁତ ଗୁଣକାରୀ ହୋଇଥାଏ, କୁହାଯାଏ ପ୍ରତିଦିନ ଅଁଳା ଯୁସ ଚୁଟି ପାଇଁ ବରଦାନ ଅଟେ ଅଁଳା ଦ୍ଵାରା ଚୁଟି ଗହବା ହବା ସହ ଶୀଘ୍ର ଲମ୍ବା ମଧ୍ୟ ହୋଇଥାଏ ।

୩. ଡାଇବେଟିଜ ଭଳି ରୋଗକୁ ମଧ୍ୟ ଅଁଳା ନିୟନ୍ତ୍ରିତ କରିଥାଏ, ଅଁଳା ରେ ଗେଲିକ ଏସିଡ, ଗେଲୋଟେନିନ, ଏଲେଜିକ ଏସିଡ ଏବଂ କୋଋଲେଗିନ ଯାହା ବ୍ଲୋଦ ଗ୍ଲୁକୋଜ ଲେବଲ କମ କରିଥାଏ ଏବଂ ଡାଇବେଟିଜକୁ ନିୟନ୍ତ୍ରିତ କରିଥାଏ ସେଥିପାଇଁ ଡାଇବେଟିଜ ଲୋକଙ୍କୁ ପ୍ରତିଦିନ ଅଁଳା ଯୁସ ପିଇବା ଉଚିତ ଅଟେ । ଅଁଳା ଦ୍ଵାରା ଶରୀର କ୍ୟାସ୍ତ୍ରାଲ ମଧ୍ୟ କମ କରିଥାଏ ତେବେ ଅଁଳା ଯୁସ ସେବନ ଦ୍ଵାରା ଶରୀରରେ ଖରାପ କ୍ୟାସ୍ତ୍ରାଲ ମାତ୍ରା କମିଠାଏ ଏବଂ ଭଲ କ୍ୟାସ୍ତ୍ରାଲ ମାତ୍ରା ବଢେଇ ଥାଏ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପସନ୍ଦ ଆସୁଥିବ ଓ କାମରେ ଲାଗୁଥିବ । ଯଦି ଆପଣ ମଧ୍ୟ ସୁସ୍ଥ ରହିବାକୁ ଚାହୁଞ୍ଚନ୍ତି ତେବେ ଏହି ସବୁ ଟିପ୍ସ ନିଜ ଜୀବନରେ ନିଶ୍ଚୟ ସାମିଲ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button