ଓଡିଶା

୭ ମାସର ଛୁଆକୁ କୋଳରେ ନେଇ କନ୍ୟା କଲେ ବିବାହ, ଗାଁ ସାରା ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ- କଣ ସମ୍ପୁର୍ଣ୍ଣ ଘଟଣା ଜାଣନ୍ତୁ

ତେବେ ଆପଣ ମଧ୍ୟ ନିଜ ଜୀବନ ରେ ବହୁତ ପ୍ରକାର ବିବାହ ଦେଖିବାକୁ ପାଇଥିବେ ସମସ୍ତେ ନିଜ ବିବାହ ସ୍ମୃତି ଭଲ କରିବା ପାଇଁ ବିବାହ ନୂଆ ନୂଆ ଯୋଜନା କରୁଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ବିବାହ ବିଷୟରେବ କହିବାକୁ ଯାଉଛୁ ତାହା ଭାଗ୍ୟ ଦ୍ଵାରା ହୋଇଛି । ପ୍ରାୟତଃ ଲୋକଙ୍କ ଏହି ଚିନ୍ତା ଧାରା ଥାଏ ଯେ ଆଗ ବିବାହ ହବ ଏହା ପରେ ଛୁଆ କରି ନିଜ ଜୀବନ ଆଗକୁ ବଢେଇବୁ କିନ୍ତୁ ମଧ୍ୟ ପ୍ରଦେଶ ଛତରପୁର ଜିଲା ରେ ଲୋକ ଏହି ବିବାହ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଲୋକଙ୍କ ଆଶ୍ଚର୍ଯ୍ୟ ହବା ସାମାନ୍ୟ ଅଟେ କାହିଁକିନା ବିବାହ ସମୟରେ ବର କନ୍ୟା ହାତରେ ଗୋଟେ ୭ ମାସର ଛୁଆ ଥିଲା ।

Image Courtesy: Google

ତେବେ ଏହି ଖବର ଜଙ୍ଗଲ ରେ ଲାଗିଥିବା ନିଆଁ ଭଳି ବହୁତ ଶୀଘ୍ର ବ୍ୟାପୀ ଗଲା, ଏହା ପରେ ମିଡିଆକୁ ମଧ୍ୟ ଏହି ଅଦ୍ଭୁତ ବିବାହ ବିଷୟରେ ଜଣା ପଡିଲା । ତେବେ ସବୁ ଛୁଆଙ୍କୁ ନିଜ ମା ବାପାଙ୍କ ବିବାହ ଦେଖିବାର ସୌଭାଗ୍ୟ ପ୍ରାପ୍ତ ହୋଇ ନଥାଏ କାହିଁକିନା ଛୁଆ ମା ବାପାଙ୍କ ବିବାହ ପରେ ଜନ୍ମ ହୁଅନ୍ତି କିନ୍ତୁ ଏହି ଛୁଆ ସୌଭାଗ୍ୟ ସେ ନିଜ ମା ବାପାଙ୍କ ବିବାହ ଦେଖିବାକୁ ପାଇଲା ।

ଛୁଆକୁ କୋଳରେ ନେଇ ମା ନେଲେ ୭ଟି ଫେରା :

ଏହି ଘଟଣା ମଧ୍ୟ ପ୍ରଦେଶ ଛତରପୁର ଜିଲ୍ଲା କୁମ୍ଭାର ସାହିର ଅଟେ । ତେବେ ଏଠାରେ କରଣ ଏବଂ ନେହା ନାମକ ବର କନ୍ୟାଙ୍କର ବିବାହ ହୋଇଥିଲା, ତେବେ ବିବାହ ସବୁ ରୀତି ନୀତି ସମୟରେ ତାଙ୍କ କୋଳରେ ଗୋଟେ ୭ ମାସର ଛୁଆ ଥିଲା । ଶିବାଂଶ ନାମକ ଏହି ଛୁଆ ବର କନ୍ୟାଙ୍କର ଅଟେ ଯାହା ତାଙ୍କ ବିବାହ ରେ ସମିଳିତ ହବାର ସୁଖ ପ୍ରାପ୍ତ କରିଥିଲା ।

ଏହା ଥିଲା ତାଙ୍କ ପ୍ରେମ କାହାଣୀ :

Image Courtesy: Google

କରଣ ନାମକ ଯୁବକ ଯାହା ଗାଁ ମଧ୍ୟ ପ୍ରଦେଶ ଛତରପୁର ଥିଲା ସେ ଦିଲ୍ଲୀ ରେ କାମ କରୁଥିଲା ଥରେ ସେ ଗାଁ କୁ ଆସିଲା ଓ ନିଜ ସାହିର ଝିଅକୁ ଭଲ ପାଇ ଗଲା ତେବେ ଅଲଗା ଅଲଗା ଜାତି ର ହବାରୁ ଦୁହିଁଙ୍କ ଘରେ ବିବାହ ପାଇଁ ମାନିଲେ ନାହିଁ ଏହା ପରେ କରଣ ନେହା ସହ ପଳେଇଲା ଓ ଦିଲ୍ଲୀ ରେ ନେଇ ମନ୍ଦିର ରେ ବିବାହ କଲା ଏହି ଘଟଣା ୧୭ ଫେବୃଆରୀ ୨୦୧୮ର ଅଟେ । ଏହା ପରେ ୨୨ ଜୁନ ୨୦୧୯ ରେ ତାଙ୍କର ଗୋଟେ ପୁଅ ହେଲା ଯାହା ନା ସେ ଶିବାଂଶ ରଖିଲେ ତେବେ ଏହା ପରେ ବାପା ମା ନିଜେ ତାଙ୍କୁ ଗାଁ ଡକାଇ ତାଙ୍କ ବିବାହ ଯଥା ବିଧି କରିବା ପାଇଁ ନିଶ୍ଚୟ କଲେ ଏବଂ ତାଙ୍କ ପୁଅକୁ ନିଜ ମା ବାପା ବିବାହ ଦେଖିବାର ସୁଖ ପ୍ରାପ୍ତ ହେଲା ।

Related Articles

Leave a Reply

Your email address will not be published. Required fields are marked *

Back to top button