ଏମିତି କଣ ଅଛି ଯାହାକୁ ଆପଣ ଭୁଲ ପଢିଲେ ଠିକ ହେବ ଓ ଠିକ ପଢିଲେ ଭୁଲ ହେବ, କୁହ ତାହା କଣ ? ଏହା ସହ ଆହୁରି 20+ GK Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- କେଉଁ ଜୀବ କିଛି ନ ଖାଇ ପିଇ ୧୦ ବର୍ଷ ଯାଏଁ ବଞ୍ଚିପାରେ ?
ଉତ୍ତର- ବୁଢିଆଣୀ
୨- ଦୁନିଆର କେଉଁ ଦେଶର ପାଣି ସବୁଠାରୁ ସୁଧ ଅଟେ ?
ଉତ୍ତର- ଡେନ୍ମାର୍କ
୩- ଖାଇବା ମୁହଁରୁ ପେଟ ଯାଏଁ ପହଞ୍ଚିବାରେ କେତେ ସମୟ ଲାଗିଥାଏ ?
ଉତ୍ତର- ୭ରୁ ୮ ସେକେଣ୍ଡ
୪- କେଉଁ ଜୀବର ହୃଦୟ ହାତୀର ଓଜନ ସହ ସମାନ ହୋଇଥାଏ ?
ଉତ୍ତର- ମାଛ
୫- କେଉଁ ଦେଶରେ ୪୦ ମିନିଟ ପାଇଁ ରାତି ହୋଇଥାଏ ?
ଉତ୍ତର- ନର୍ବେ
୬- କେଉଁ ଜୀବ କୁଲହାର କିଲ୍ଲାକୁ ପଚନ କରିପାରେ ?
ଉତ୍ତର- ମଗରମଛ
୭- କେଉଁ ଜୀବ ଗୋଟିଏ ମିନିଟ ଆରାମ କରେ ନାହି ?
ଉତ୍ତର- ପିମ୍ପୁଡି
୮- ଜଣେ ବ୍ୟକ୍ତିଙ୍କୁ ଚାନ୍ଦ ଯାଏଁ ପହଞ୍ଚିବାକୁ କେତେ ସମୟ ଲାଗିଥାଏ ?
ଉତ୍ତର- ପ୍ରାୟ ୬୦ରୁ ୭୦ ବର୍ଷ
୯- ବିଲେଇ ନିଜ ଜୀବନର କେତେ ପ୍ରତିଶତ ଶୋଇବାରେ ବିତାଇଥାନ୍ତି ?
ଉତ୍ତର- ପ୍ରାୟ ୬୦ରୁ ୭୦%
୧୦- ଯେବେ ପ୍ରଥମ ଥର କୋକାକୋଲା ତିଆରି ହୋଇଥିଲା ଠାର ରଙ୍ଗ କେମିତି ଥିଲା ?
ଉତ୍ତର- ନୀଳ
୧୧- ଯଦି ଶରୀରର କେଉଁ ଅଙ୍ଗରେ କ୍ଷତ ହୁଏ ତ ଏମିତି କେଉଁ ଅଙ୍ଗ ଅଛି ଯାହା ବହୁ ଜଲ୍ଦି ଠିକ ହୋଇଯାଏ ?
ଉତ୍ତର- ଜିଭ
୧୨- ପୃଥିବୀର କେଉଁ ପଶୁ ମଣିଷ ମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ ?
ଉତ୍ତର- ଚିପାଞ୍ଜି
୧୩- କେଉଁ ଗ୍ଯାସ ଯେ କୌଣସି ରଙ୍ଗକୁ ଉଡାଇ ଦେଇଥାଏ ?
ଉତ୍ତର- କ୍ଳୋରିନ
୧୪- ଭାରତରେ କେଉଁ ଜାଗା ଅଛି ଯାହାକୁ ଭୂତକିଲା ନାମରେ ଜଣାଜାଏ ?
ଉତ୍ତର- ଭାନଦଡା କିଲ୍ଲା
୧୫- ଦୁନିଆରେ କେଉଁ ଦେଶ ୫୦ ହଜାର ନୋଟ ପ୍ରଚଳିତ କରିଥାଏ ?
ଉତ୍ତର- ଦକ୍ଷିଣ କୋରିୟା
୧୬- ଦୁନିଆର ସବୁଠାରୁ ବଡ ନେହରର ନାମ କଣ ?
ଉତ୍ତର- ସ୍ଵେଜ ନେହର
୧୭- ସବୁଠାରୁ ଜଲ୍ଦି କେଉଁ ଫସଲ ତିଆରି ହୋଇଥାଏ ?
ଉତ୍ତର- ମକା
୧୮- ନିଆଁ ବର୍ଷଣ କରୁଥିବା ଗଛ କେଉଁଠାରେ ଅଛି ?
ଉତ୍ତର- ମ୍ୟାଲେସିୟା
୧୯- ଜଣେ ମଣିଷ ଖୋଲା ଆଖିରେ କେତେ ଦୂର ଦେଖିପାରେ ?
ଉତ୍ତର- ୨୦ କିମି ଯାଏଁ
୨୦- କଣ ଆପଣ ଜାଣିଛନ୍ତି କୈଳାସ ପର୍ବତ କେଉଁଠାରେ ଅଛି ?
ଉତ୍ତର- ତିବବତ
୨୧- ଇଜରାଇଲ ଦେଶରେ କଣ ପାକିସ୍ତାନ ଦେଶର ଲୋକେ ଯାଇ ପାରିବେ ?
ଉତ୍ତର- ନାଁ
୨୨- ନରେନ୍ଦ୍ର ମୋଦୀଙ୍କୁ ଖାଇବାରେ କଣ ପସନ୍ଦ ଆସିଥାଏ ?
ଉତ୍ତର- ଢୋକଲା
୨୩- କେଉଁ କୋର୍ଟ ଅଛି ଯାହା ଆମେ ପିନ୍ଧି ପାରିବା ନାହି ?
ଉତ୍ତର- ପଠାନକୋର୍ଟ
୨୪- ଏମିତି କଣ ଯାହାକୁ ଯଦି ତମେ ଭୁଲ ପଢିବ ତ ଠିକ ହେବ ଓ ଠିକ ପଢିଲେ ଭୁଲ ହେବ କୁହ ତାହା କଣ ?
ଉତ୍ତର- ଭୁଲ ଶବ୍ଦ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।