ନାରୀମାନେ ଋତୁସ୍ରାବ ହେବାର କେତେ ଦିନ ପରେ ସହବାସ କରିଲେ ପୁତ୍ର ସନ୍ତାନ ଜାତ ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟାରେ କହିବାକୁ ଯାଉଛୁ । ଯାହା ଅତି ସରଳ, ସହଜ ଅଟେ । ଯାହା ଆପଣଙ୍କର ନୀତିଦିନିଆ ଜୀବନରେ କାମରେ ଆସିବ । ୧- ଯେଉଁ ଲୋକ ନିଜ ସ୍ତ୍ରୀ ଓ ପର ସ୍ତ୍ରୀ ପ୍ରତି ଅତ୍ୟାଚାର କରନ୍ତି ସେହି ବ୍ଯକ୍ତିର ପୁରୁଷତ୍ଵ ନଷ୍ଟ ହୋଇଥାଏ । ଯେଉଁ ପୁରୁଷ ଅନ୍ୟ ଠାରେ ନିଜ ସ୍ତ୍ରୀର ନିନ୍ଦା କରେ ସେ ଅର୍ଥହାନି ହୋଇ ନାନା ବିଧ କଷ୍ଟ ପାଏ ।
୨- ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରି କାର୍ଯ୍ୟ କରେ ସେ ସମସ୍ତଙ୍କ ଆଶୀର୍ବାଦ ପାଇଥାଏ । ପୂର୍ବପୁରୁଷ ତାଙ୍କୁ ଆଶୀର୍ବାଦ କରିଥାନ୍ତି ।
୩- ଯେଉଁ ପୁରୁଷ ବାରମ୍ବାର ସ୍ତ୍ରୀ ସଙ୍ଗ କରେ ତାହାର ଓଜ ଓ ବଳ କ୍ଷତି ହୁଏ । ଯେଉଁ ପୁରୁଷ ବିନା କାରଣରେ ସନ୍ତାନ ବା ସ୍ତ୍ରୀ ଙ୍କୁ ହଇରାଣ କରିଥାନ୍ତି ସେ ପାପୀ ହୋଇଥାଏ ।
୪- ନାରୀ ଯଦି ଗୃହ କଥାକୁ ବା ଭଲ ମନ୍ଦକୁ ବାହାରେ କୁହେ ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅସାନ୍ତୁ ବୃଦ୍ଧି ପାଇଥାଏ । ଯେଉଁ ସ୍ତ୍ରୀ ସ୍ଵାମିକୁ କାଟୁ କଥା କୁହେ ଓ ଅନ୍ୟ ପୁରୁଷକୁ ଦେଖି ଖୁସି ହୁଏ ଏମାନଙ୍କ ପରିବାର ଅଶାନ୍ତିରେ କଟିଥାଏ ।
୫- ଯେଉଁ ସ୍ତ୍ରୀ ସ୍ବାମୀର ନିନ୍ଦା କରେ ତେବେ ସେହି ସ୍ତ୍ରୀ ନର୍କବାସ ଭୋଗ ହୋଇଥାଏ । ଯେଉଁ ସ୍ତ୍ରୀ ନିଜ ସ୍ଵାମିକୁ ଦେବତା ଭଳି ମାନ୍ୟ ପ୍ରଦାନ କରିଥାଏ ସେହି ପରିବାରକୁ ସବୁ ଦେବତା ସହାୟ ହୁଅନ୍ତି ।
୬- ଯେଉଁ ନାରୀ ଅନ୍ୟର ସନ୍ତାନ ଙ୍କୁ ପର ବୋଲି ଭାବି ଅନିଷ୍ଟ କରନ୍ତି ତା ନିଜ ସନ୍ତାନର କ୍ଷତି ହୁଏ । ଯେଉଁ ନାରୀ ବିନା ଶଯ୍ୟାତ୍ୟାଗ ପରେ ପ୍ରଥମେ ସ୍ଵାମୀ ଦେବତାଙ୍କୁ ପ୍ରଣାମ କରେ ସେ ସୁଲକ୍ଷଣୀ ହୋଇଥାଏ ।
୭- ଯେଉଁ ନାରୀ ବିନା କାରଣରେ ସର୍ବା ରାଉ ରାଉ ହୁଏ ସେ ପର ଜନ୍ମରେ କୁକୁର ଜନ୍ମ ହୋଇଥାଏ । ଯେଉଁ ସ୍ତ୍ରୀ ବିପଥଗାମୀ ଓ ପର ପୁରୁଷର ଲାଭ ପାଇଁ ଚିନ୍ତା ଆସକ୍ତ ହୁଏ, ପର ପୁରୁଷ ସହ ଗୋପନ ପ୍ରୀତି କରିଥାନ୍ତି ସେହି ସ୍ତ୍ରୀ ମୃତ୍ୟୁ ପରେ ପେଚା ଶୁଣି ହୁଏ ଏବଂ ସାତ ଜନ୍ମ ଯାଏଁ ଦରିଦ୍ର କୂଳରେ ଜନ୍ମ ନେଇଥାଏ ।
୮- ନାରୀ ଋତୁସ୍ରାବ ର ଚତୁର୍ଥ, ଏକାଦଶ, ତ୍ରୟୋଦଶ, ପୂର୍ଣ୍ଣିମା, ଅମାବାସ୍ୟା ଦିନ ମାନଙ୍କରେ ସହବାସ କରିବା ନିଷେଧ ଅଟେ । ଏହାକୁ ନ ମାନି ସହବାସ କରିଲେ ବିକଳାଙ୍ଗ ସନ୍ତାନ ଜାତ ହୁଏ ।
୯- ରାତିରେ ଦହି ଖାଇଲେ, ଅତ୍ୟଧିକ ପରିଶ୍ରମ କରିଲେ ଦିନ ସମୟରେ ମଇଥୁନ କରିଲେ ଆୟୁଷ ହାନି ହୁଏ । ଯେଉଁ ନାରୀ ଶାଶୁ ଶ୍ଵଶୁର ଙ୍କୁ ଅବମାନନା କରିଥାଏ ସେହି ନାରୀର ସ୍ଵାମୀ ସକଳ ବିପଦରେ ପଡିଥାନ୍ତି ।
୧୦- ନାରୀ ଋତୁସ୍ରାବ ହେବାର ପଞ୍ଚମ, ସପ୍ତମ, ନବମ, ଏକାଦଶ ଦିବସରେ ସହବାସ କରିଲେ କନ୍ୟା ସନ୍ତାନ ଜାତ ହୁଏ । ଋତୁସ୍ରାବର ଅଷ୍ଟମ, ଦଶମ, ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ ଦିନ ସହବାସ କରିଲେ ପୁତ୍ର ସନ୍ତାନ ଜାତ ହୁଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।