ବିଚାର

ବାସ୍ତୁଶାସ୍ତ୍ର ଓ ରୋଷେଇଘର, କଣ ଥିଲେ ଅସୁବିଧା ଓ ଖରାପ, କେମିତି କରିବେ ପ୍ରତିକାର- Kitchen Vaastu

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ରୋଷେଇ ଘର କେମିତି, କେଉଁଠି ଓ କିପରି ହେବା ଉଚିତ । ରୋଷେଇ ଘରର ଘରର କେଉଁ କୋଣରେ ହେଲେ ବାସ୍ତୁ ଅନୁଯାଇ ଠିକ ହେବ, ଘରେ ସୁଖ ଶାନ୍ତିର ବାତାବାରଣ ଜାରି ରହିବ । ମଣିଷର ଖାଦ୍ଯର ଆବଶ୍ୟକତାକୁ ନେଇ ରୋଷେଇ ଘରର ପରିକଳ୍ପନା । ଯଦି ରୋଷେଇ ଘର ଠିକ ନ ରୁହେ ତେବେ ଖାଦ୍ୟ ଜନିତ ସମସ୍ଯା ଦେଖାଯାଏ । ଘରେ ଝଗଡା ହେବାର ମୁଖ୍ୟ କାରଣ ବାସ୍ତୁ ଅନୁଯାୟୀ ରୋଷେଇ ଘର ଠିକେ ଭାବେ ହୋଇ ନାହି ।

ଘରର ଦକ୍ଷିଣ-ପୁର କୋଣରେ ରୋଷେଇ ଘରେ ହେବା ଉଚିତ । ଯେଉଁ ସ୍ଥାନରେ ହଳଦିଆ ରଙ୍ଗ ଲଗାଯାଇ ରୋଷେଇ ଘର ଲେଖା ଯାଇଥାଏ ସେହି ସ୍ଥାନରେ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କଣରେ ରୋଷେଇ ଘର ହେବା ଉଚିତ । ରୋଷେଇ ଘରର କବାଟ କେଉଁ କୋଣରେ ହେବା ଉଚିତ । ରୋଷେଇ ଘରର କବାଟ ଉତ୍ତର ବା ପୂର୍ବ ଦିଗରେ ହେବା ଶୁଭ । ରୋଷେଇ ଘରେ ଝରକା ବା ଆଡଯଷ୍ଟ ଫ୍ୟାନ ରହୁଛି ତେବେ ଏହା ପୂର୍ବ ଦିଗରେ ହେବା ଉଚିତ ।

ଯଦି ରୋଷେଇ ଘରେ ଚୁଲି ବା ରୋଷେଇ ଘରର କବାଟର ଠିକ ଆଗରେ ଚୁଲି ରଖିବା ଅନୁଚିତ । ରୋଷେଇ ଘରର କାନ୍ତର ରଙ୍ଗ ହଳଦିଆ, କମଳା, ଗୋଲାପି, ଚକଲେଟ ରଙ୍ଗ ହେବା ଉଚିତ । କୌଣସି ସ୍ଥିତିରେ କଳା ବା ଧଳା ରଙ୍ଗ କରନ୍ତୁ ନାହି । ରୋଷେଇ ଘରେ ଓଭନ, ଅଟା, ଚାଉଳ ରଖୁଛନ୍ତି ଏହି ଜିନିଷକୁ ରୋଷେଇ ଘରର ଦକ୍ଷିଣ କାନ୍ଥରେ ରଖନ୍ତୁ । ଗ୍ଯାସରେ ରଖୁଥିଲେ ରୋଷେଇ ଘରର ଦକ୍ଷିଣ-ପୂର୍ବ ଦିଗରେ ରହିବା ଉଚିତ ।

ରୋଷେଇ ଘରେ ସଫା ରଖିବା କୁଣ୍ଡ, ପାଣି ଜାଗା ରହୁଛନ୍ତି ତେବେ ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ରଖାଯାଇ ପାରେ । ରୋଷେଇ ଘରେ ଅଲଗା ଜିନିଷ ଯଥା ମସଲା ଡବା, ବାସନ ହେଉ ସେସବୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖାଯାଇପାରେ । ରୋଷେଇ ଘରେ ଫ୍ରିଜ ରଖୁଥିଲେ ଦକ୍ଷିଣ-ପଶ୍ଚିମ କୋଣରେ ରଖିବା ଉଚିତ । ଯଦି ଫ୍ରିଜ ରଖିବାକୁ ଏଠାରେ ସ୍ଥାନ ନାହି ତେବେ ଉତ୍ତର- ପୂର୍ବ ଦିଗରେ ଏହାକୁ ରଖିପାରେ । ରୋଷେଇ ଘରେ ଆପଣ ଖାଇବା ଟେବଲ ରଖୁଛନ୍ତି ଏହା ଉତ୍ତର-ପଶ୍ଚିମ ବା ପଶ୍ଚିମ ଦିଗରେ ପକାଇବା ଉଚିତ ।

ଖାଇବା ସମୟରେ ଉତ୍ତର ବା ପୂର୍ବ ଦିଗରେ ମୁହଁ କରି ଖାଇବା ଉଚିତ । ରୋଷେଇ ସରଞ୍ଜାମ ଦକ୍ଷିଣ ଦିଗରେ ରହିବା ଉଚିତ । ପାଣି ବେଶିନ ଉତ୍ତର-ପୂର୍ବ ରେ ରହିବା ଉଚିତ । ଏହି ସବୁ କଥା ପ୍ରତି ଧ୍ୟାନ ଦେବେ ରୋଷେଇ ଘର ବାସ୍ତୁ ଅନୁଯାୟୀ ସଠିକ ହୋଇଥାଏ ।

ଯେଉଁ ମାନେ ନୂଆ ଘର ତିଆରି କରୁଛନ୍ତି ସେମାନେ ଏ ସବୁ ଦିଗ ପାର୍ଟି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button