ଜୀବନଶୈଳୀ

ଏହି ପୁରୁଷ ସ୍ତ୍ରୀମାନଙ୍କ ଭଳି ଶାଢୀ ପିନ୍ଧି ବଞ୍ଚିବା ପାଇଁ କରନ୍ତି ପସନ୍ଦ, କାରଣ ଜାଣି ଆପଣ ବି କରିବେ ତାରିଫ

ଆପଣମାନେ ଆଜିକା ସମୟରେ ଝିଅମାନଙ୍କୁ ପୁଅ ଭଳି କପଡା ପିନ୍ଧିବାର ଦେଖିଥିବେ କାହିଁକିନା ଏହା ଆଜିକା ଫ୍ୟାସନ ଅଟେ କିନ୍ତୁ କଣ ଆପଣ କେବେ ଏମିତିକା ପୁରୁଷ ଦେଖିଛନ୍ତି ଯିଏ ଝିଅ ଭଳି ସଲବାର ସୁଟ ବା ଶାଢୀ ପିନ୍ଧି ଥାନ୍ତି, ତେବେ ଆପଣ ଏବେ ଭାବୁଥିବେ ଯେ ପୁଅ କଣ ପାଇଁ ସଲବାର ସୁଟ ପିନ୍ଧିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଲୋକ ବିଷୟରେ କହିବାକୁ ଯାଉଛୁ ଯିଏ ୧୨ ବର୍ଷ ଧରି କେବଳ ଶାଢୀ ପିନ୍ଧୁଅଛି । ରାଜଧାନୀ ଦିଲ୍ଲୀ ରେ ଏମିତି ଗୋଟେ ଲୋକ ଅଛି ଯିଏ ୧୨ ବର୍ଷ ଧରି କେବଳ ଶାଢୀ ପିନ୍ଧୁଛନ୍ତି ।

ଏହି ଲୋକ ଶାଢୀ ପିନ୍ଧିବା କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ, ଶାଢୀ ପିନ୍ଧୁଥିବା ଏହି ଲୋକ ନାମ ହିମାଂଶୁ ବର୍ମା ଅଟେ । ପୁରା ରାଜଧାନୀ ଦିଲ୍ଲୀ ରେ ହିମାଂଶୁଙ୍କୁ ଶାଢୀ ମେନ କହିକି କୁହା ଯାଏ, ଶାଢୀ ପିନ୍ଧୁଥିବା ହିମାଂଶୁ କହିବା ଅନୁଯାଇ ଶାଢୀ ଆମ ସଂସ୍କୃତି ଅଟେ ଏବଂ ଏହାକୁ ପୁରୁଷ ମଧ୍ୟ ଧାରଣ କରି ପାରନ୍ତି । ତାଙ୍କ କହିବା ଅନୁଯାଇ ତାଙ୍କୁ ଶାଢୀ ପିନ୍ଧିବା ପସନ୍ଦ ଏବଂ ଏହା ପାଇଁ ଅନ୍ୟ ଲୋକ ଯାହା ବୁଝିଲେ ମଧ୍ୟ ତାଙ୍କୁ କିଛି ଫରକ ପଡେ ନାହିଁ । ସେ ନାରୀମାନଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।

ତାଙ୍କ କହିବା ଅନୁଯାଇ ସେ ଶାଢୀ ପିନ୍ଧି ପୁରା ଭାରତ ସୁନ୍ଦରତା ଚିହ୍ନ ଅଟେ ଏହାକୁ ସେ ସାରା ସଂସାର ରେ ବ୍ୟାପ୍ତ କରିବା ପାଇଁ ଚାହାଁନ୍ତି । ଆପଣଙ୍କୁ ଆମେ ଏହା ମଧ୍ୟ କହିବା ପାଇଁ ଚାହୁଁଛୁ ଯେ ହିମାଂଶୁ ପ୍ରତି ବର୍ଷ ଲୋକଙ୍କୁ ଜାଗରୁକ କରିବା ପାଇଁ ଶାଢୀ ଫେଷ୍ଟିଭଲ ଆୟୋଜିତ କରନ୍ତି, ହିମାଂଶୁ କହିବା କଥା ସେ ଏମିତି ଲୋକଙ୍କ ମାନସିକ ଧାରଣା ବଦଳିବା ପାଇଁ ଚାହାଁନ୍ତି ଯିଏ ଏହା ଭାବନ୍ତି ଯେ ଶାଢୀ ମହିଳାଙ୍କ ଜିନିଷ ଅଟେ, ତେବେ ହିମାଂଶୁ ଅନୁଯାଇ ସେ ଏମିତି ଲୋକଙ୍କ ମାନସିକ ସ୍ଥିତି ବଦଳିବା ପାଇଁ ଚାହାଁନ୍ତି । ତାଙ୍କ ଜୀବନର ଏହା ହିଁ ମୁଖ୍ୟ ଲକ୍ଷ ଅଟେ ବୋଲି ସିଏ କୁହନ୍ତି ଓ ତାଙ୍କୁ ଶାଢୀ ପିନ୍ଧିବା ବି ବହୁତ ପସନ୍ଦ । ସେ ସବୁ ପ୍ରକାରର ଶାଢୀ ନିଜ ଘର ରଖିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ପୋଷ୍ଟ ପସନଦ ଆସିଲେ ଗୋଟେ ଲାଇକ କରିବେ ଓ ଶେୟାର କରିବେ । ଆପଣାକୁ ହିମାଂଶୁଙ୍କ ଚିନ୍ତାଧାରା କେତେ ଠିକ ଓ କେତେ ଭୁଲ ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button