ଜୀବନଶୈଳୀ

ହଠାତ ମୃତ୍ୟୁ କାହିଁକି ହୋଇଥାଏ ? ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ… Garuda Purana

ନମସ୍କାର ବନ୍ଧୁଗଣ, ମୃ-ତ୍ୟୁ ନିଜର ଆଗମନ ସମ୍ପର୍କରେ କୌଣସି ସୂଚନା ଦେଇ ଆସିନଥାଏ । ଜନ୍ମ ମାନେ ମୃ-ତ୍ୟୁ ତ ସୁନିଶ୍ଚିନ୍ତ । କିନ୍ତୁ ମୃ-ତ୍ୟୁ ପାଇଁ ବୟସର ଶେଷ ସୀମାକୁ ହିଁ ଲୋକମାନେ ଭାବିଥାନ୍ତି ଏହା ମଧ୍ୟ ସଂସାରର ନିୟମ ଅଟେ । କିନ୍ତୁ ଅଚାନକ ବା ହଠାତ କିଛି ଲୋକଙ୍କର ମୃ-ତ୍ୟୁ ହୋଇଯାଇଥାଏ କୌଣସି ଦୁର୍ଘଟଣା ଫଳରେ । ଯାହାର ହବାର କୌଣସି ଆଶଙ୍କା ମଧ୍ୟ ମଣିଷକୁ ମିଳିନଥାଏ । ତେଣୁ ଏହି ହଠାତ ହେଉଥିବା ମୃ-ତ୍ୟୁ ପଛର ରହସ୍ୟମୟ କାରଣ ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ହଠାତ ମୃ-ତ୍ୟୁ ଆସିବା ପରେ ତାଙ୍କ ପ୍ରିୟଜନ ମାନେ ଭବିଥାନ୍ତି ଯଦି ସେ ଆଜି ଘରେ ଥାନ୍ତେ ତେବେ ଏହା ହୋଇନଥାନ୍ତା । ଯଦି ସେ ଆଜି ସେହି କାମ କରୁନଥାନ୍ତା ତେବେ ତାହାର ମୃ-ତ୍ୟୁ ହୋଇନଥାନ୍ତା । ଆପଣଙ୍କୁ ଏହି କଥାର ଅର୍ଥକୁ ବୁଝାଇ ଦେବା ପାଇଁ ଆମେ ଆପଣ ମାନଙ୍କୁ ଏକ ପୌରାଣିକ କାହାଣୀ ସମ୍ପର୍କରେ ଜଣାଇବାକୁ ଯାଉଛୁ ।

ପ୍ରତାପ ଭାନୁ ନାମକ ଜଣେ ରାଜା ତାଙ୍କ ରାଜ ଉଆସକୁ ବହୁତ ସନ୍ଥ ଏବଂ ବ୍ରହ୍ମଣ ମାନଙ୍କୁ ଭୋଜନ ନିମନ୍ତେ ଆମନ୍ତ୍ରଣ କରିଥିଲେ । କିନ୍ତୁ ଯେଉଁ ରୋଷେଇଆ ବ୍ରାହ୍ମଣ ମାନଙ୍କ ପାଇ ଖାଇବା ପ୍ରସ୍ତୁତ କରୁଥିଲା ସେ ଏକ ମୟାବୀ ରାକ୍ଷସ ଥିଲା । ସେହି ମାୟାବୀ ରାକ୍ଷସ ସବୁ ସନ୍ଥ ଏବଂ ବ୍ରାହ୍ମଣ ମାନଙ୍କ ଥାଳିରେ ମାଂସ ପରସି ଦେଇଥିଲା ।

ସନ୍ଥ ଏବଂ ବ୍ରାହ୍ମଣ ମାନେ ତାଙ୍କ ଥାଳିରେ ମାଂସ ଦେଖି କ୍ରୋଧିତ ହୋଇ ଉଠିଲେ । ଏବଂ ରାଜା ପ୍ରତାପ ଭାନୁଙ୍କୁ ସବୁଦିନ ପାଇଁ ରାକ୍ଷସ ହେବାର ଅଭିଶାପ ଦେଲେ । ଏହା ପରେ ରାଜା ପ୍ରତାପ ଭାନୁ ମନରେ ବିଚାର କରିବା ପାଇଁ ଲାଗିଲେ ଯଦି ସେ ଆଜି ବ୍ରାହ୍ମଣ ମାନଙ୍କୁ ଭୋଜନ ନିମନ୍ତେ ଆମନ୍ତ୍ରଣ କରି ନଥାନ୍ତେ ତେବେ ତାଙ୍କୁ ଏହି ଅଭିଶାପ ମିଳିନଥାନ୍ତା । ସେହି ରାଜା ଶେଷରେ ରାବଣ ରୂପରେ ତ୍ରେତୟା ଯୁଗରେ ଜନ୍ମ ନେଲେ ।

ରାମଚରିତ ମାନସରେ ଏହା ଉଲ୍ଲେଖ ରହିଛି ଯାହା ଘଟିବାକୁ ଥାଏ ତାହା ନିଶ୍ଚୟ ଘଟିଥାଏ । ଆପଣଙ୍କ ସହ ଯାହା ହେବାର ଥାଏ ତାହା ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ସହ ଘଟିଥାଏ । ଆପଣ ଘରେ ଥାନ୍ତୁ କିମ୍ବା ବାହାରେ । ଯାହାର ମୃ-ତ୍ୟୁ ଯେଉଁ ସମୟରେ ଏବଂ ଯେଉଁ ଭାବରେ ହେବାର ଲେଖାଥାଏ ସେହିଭଳି ଭାବରେ ହିଁ ହୋଇଥାଏ ।

ଧର୍ମ ଏବଂ ସତ ମାର୍ଗରେ ଗତି କରୁଥିବା ଲୋକଙ୍କ ଆକାଳ ମୃ-ତ୍ୟୁ ମଧ୍ୟ ହୋଇଥାଏ । କିନ୍ତୁ ଏମାନେ ନିଜର ବିୟୋଗ ପରେ ଭଗବାନଙ୍କ ଧାମକୁ ଯାଇଥାନ୍ତି । ଯଦି ଗୋଟିଏ ପାପୀ ମଣିଷର ଅକାଳ ମୃ-ତ୍ୟୁ ହୋଇଥାଏ ତେବେ ସେହି ମଣିଷ ନର୍କ ଭୋଗ କରିଥାଏ । ଏବଂ ମୃ-ତ୍ୟୁ ପରେ ସେମାନେ ଆତ୍ମା ହୋଇ ଘୁରି ବୁଲିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button