ଜୀବନଶୈଳୀ

ଯେଉଁଠି ୫ ଜଣ ମିଶି ଉତାରନ୍ତି ଝିଅଙ୍କ କପଡା, ଜାଣନ୍ତୁ କଣ ଅଟେ ରହସ୍ୟ

ଆଜି ବି ଦୁନିଆରେ ଏମିତିକା ପ୍ରଥା ଅଛି ଯାହା ଦ୍ଵାରା ନାରି ପ୍ରତାଡିତ ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଲାଗିବ ଲୋକଙ୍କ ଭିତରେ ମଣିଷତ୍ଵ ଅଛି ବା ନାହିଁ, ଏମିତି ବହୁତ ଜାଗା ଅଛି ଯେଉଁଠି କିଛି ମହିଳା ମନ୍ଦିରରେ ବାସ କରନ୍ତି ଏବଂ ଏହି ମହିଳାଙ୍କୁ ଦେବଦାଶି କୁହା ଯାଏ କଣ ଆପଣ ଜାଣିଛନ୍ତି ଏହି ମହିଳାମାନେ ଦେବଦାଶି କଣ ପାଇଁ ହୁଅନ୍ତି ? ଏବଂ ଏହା କଣ କରନ୍ତି ବା ଆଣକ ସହ କଣ ହୋଇଥାଏ ? ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଥା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

ଏହି ପ୍ରଥାରେ ଗୋଟେ ଝିଅର 5 ଲୋକ ମିଶି କପଡା ଉତାରନ୍ତି । ଯଦି ଝିଅ ଟିର କେଶ ଅସଜଡା ହୋଇଥାଏ ବା ଯିଏ ଗରିବ ପରିବାର ହେଇଥିବାରୁ ସାବୁନରେ ନ ଗାଧାନ୍ତି ଓ ଅପରିଷ୍କାର ରହିବା କାରଣରୁ ହୋଇଥାଏ, ତ ସେମାନେ କହିଛନ୍ତି କି ଏବେ ସେ ଝିଅକୁ ଦେବେତାଙ୍କୁ ସମର୍ପିତ କରିବାକୁ ହୋଇଥାଏ ।

5 ଲୋକ ମିଶି ଉତାରନ୍ତି ଝିଅଙ୍କ କପଡା

ଏକ ଆୟୋଜନରେ ଝିଅଟିକୁ ମନ୍ଦିର କୁ ସମର୍ପିତ କରାଯାଏ,ଯେଉଁଠି 5 ଲୋକ ମିଶି ତାର କପଡା ଉତ୍ତାରନ୍ତି । ତାପରେ ଝିଅଟିର ଜୀବନ ସାରା ବିବାହ ହୋଇନଥାଏ । ସେ ମନ୍ଦିରରେ ରହିଥାଏ । ତାକୁ ସାର୍ବଜନୀକ ସମ୍ପତି କୁହାଯାଏ । ସେଠାରେ କଣ ହୁଏ ଆପଣ ଜାଣିଛନ୍ତି । ବଡ଼ ସଂଖ୍ୟାରେ ଦେବଦାସୀ ଶେଷରେ ବେଶ୍ୟାଳୟ ରେ ପହଞ୍ଚିଯାନ୍ତି ।

କଣ କହେ ଅଙ୍କ

କର୍ଣ୍ଣାଟକ ମନ୍ଦିରରେ ରାଜ୍ୟସରକାରଙ୍କ ଅନୁଯାୟୀ 9773 ଦେବଦାସୀ ଅଛନ୍ତି । ମୁମ୍ବାଇରେ ସେମାନେ ନିଜ କପଡ଼ା ଉତାରି ପଦର୍ଶନ କରିଥିଲେ । ଏହି ପ୍ରଥା କୌଣସି ନା କୌଣସି ପ୍ରକାରରେ ଦେଶ ବିଭିନ୍ନ ଅଂଶ ରେ ଜାରି କରାଯାଇଛି । ତେବେ ଗରିବ ହବା ଏହି ଜାଗାରେ କେତେ ବଡ ପାପ ଏହା ଆପଣ ଅନୁଭବ କରି ପାରନ୍ତି, କେବଳ ଚୁଟିରେ ଜଟ ହେଲେ ଝିଅ ଅଶୁଦ୍ଧ ହୋଇଯାଏ ଏବଂ ଭଗବାନ ପାଖରେ ସମର୍ପିତ ନାରେ ଲୋକ ତା ସହ ଦୁଷ୍କର୍ମ କରିଥାନ୍ତି ଏହା କେମିତିକା ପ୍ରଥା ଅଟେ ଆପଣ ନିଜେ ଅନୁଭବ କରନ୍ତୁ, ଗୋଟେ ଝିଅ ପାଇଁ ଏତେ ବଡ ନିସ୍ପତି କରିବା ଆଗରୁ କେହି ତା ଭବିଷ୍ୟ ବିଷୟରେ ଚିନ୍ତା କରନ୍ତି ନାହିଁ ଏବଂ ବିନା ଦୋଷରେ ସେ ଦୋଷୀ ହୋଇ ଜୀବନ ସାରା ବେଶ୍ୟା ଭଳି ନର୍କ ଜୀବନ ବ୍ଯତୀତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button