ସ୍ୱାସ୍ଥ୍ୟ

ପ୍ରୋସେଷ୍ଦ ମିଟ ଖାଇବା ଆଗରୁ ଏହି କଥା ଅବଶ୍ୟ ଜାଣି ରଖନ୍ତୁ, ହୃଦୟ ସହ ଅଟେ ସିଧା କନେକସନ

ହାର୍ଟ ଅଟେକ ସେତେବେଳେ ହୋଇଥାଏ ଯେତେବେଳେ ହଟାତ ହାର୍ଟକୁ ରକ୍ତ ସପ୍ଲାଇ ହୋଇ ନଥାଏ, ହୃଦୟରେ ରକ୍ତ କମ ହବାରୁ ହାର୍ଟ ମଶଲକୁ ହାନି ହୋଇଥାଏ ଏବଂ ଏହା ଗୋଟେ ବଡ ବିପଦ ହୋଇଥାଏ, ତେବେ ସୁସ୍ଥ ଡାଏଟ ଯେଉଁଥିରେ ଫଳ ଏବଂ ପନି ପାରିବା ସାମିଲ ଅଟେ ହାର୍ଟକୁ ସଠିକ ରକ୍ଷା ଯାଇ ପାରିବ କିନ୍ତୁ କିଛି ଖାଦ୍ୟ ଏମିତି ଅଟେ ଯାହା ଖାଇଲେ ଆପଣଙ୍କ ହୃଦୟ ଉପରେ ବହୁତ ହାନି ହୋଇଥାଏ, ସେଥିପାଇଁ ସ୍ଵସ୍ଥ ରହିବା ପାଇଁ ଏହି ଖାଦ୍ୟ ସେବନ କରନ୍ତୁ ନାହିଁ ।

ଯେତେବେଳେ ହାର୍ଟ ଅଟେକ ହୋଇଥାଏ ସେତେବେଳେ ହାର୍ଟ ରେଟ କମି ଯାଇଥାଏ ଏବଂ ହଟାତ ବନ୍ଦ ହୋଇଯାଇ ଥାଏ, ଏହା ପରେ ହାର୍ଟରେ ରକ୍ତ ସପ୍ଲାଇ ବନ୍ଦ ହୋଇଯାଏ ତେବେ କେତେକ ଟିଶୂମାରି ଯାଇଥାନ୍ତି, ଏହା ହାର୍ଟକୁ ଦୁର୍ବଳ କରିଥାଏ ଏବଂ ସେହି ବ୍ୟକ୍ତି ମୃତ୍ୟୁ ହୋଇଥାଏ ।

ଘୁଷୁରି ମାଂସ ଖାନ୍ତୁ ନାହିଁ :

ଗୋଟେ ରିପୋର୍ଟ ଅନୁଯାଇ ହାର୍ଟ ସ୍ଵସ୍ଥ ରଖିବା ପାଇଁ ଶରୀରକୁ ସୁସ୍ଥ ଏବଂ ଏକ୍ଟିଭ ରଖିବା ଆବଶ୍ୟକ ଅଟେ, ଶରୀରକୁ ସ୍ଵସ୍ଥ ରଖିବା ପାଇଁ ଏବଂ ହାର୍ଟ ଅଟେକ ବିପଦ କମ କରିବା ପାଇଁ ଘୁଷୁରି ମାଂସ ଖାଇବା ଉଚିତ ନୁହଁ । ଏହାକୁ ବେକନ କୁହାଯାଏ ବେକନ ଅଧା ଠାରୁ ଅଧିକ କେଲୋରି ସେଚୁରେଟେଡ ଫ୍ୟାଟ ଦ୍ଵାରା ଆସିଥାଏ, ସେଚୁରେଟେଡ ଫ୍ୟାଟ ଶରୀରରେ ଲୋ ଡେସିଟି ଲିପୋପ୍ରୋଟିନ ବା ବେଡ କୋଲେଷ୍ଟ୍ରୋଲ କୁ ବଢେଇଥାଏ ଏବଂ ଏହା ଦ୍ଵାରା ହାର୍ଟ ଏଟେକ ବିପଦ ବଢିଥାଏ ।

ରେଡ ମିଟ ଏବଂ ପ୍ରୋସେଷ୍ଦ ମିଟ :

୩୦ ହଜାର ଠାରୁ ଅଧିକ ଲୋକଙ୍କ ଉପରେ କରା ଯାଇଥିବା ଅଧ୍ୟୟନ ଦ୍ଵାରା ଏହା ସାମ୍ନାକୁ ଆସିଛି ଯେ ଲୋକ ନିୟମୀତ ଭାବରେ ପ୍ରୋସେଷ୍ଦ ମିଟ ବା ବେକନ ଖାଆନ୍ତି ତେବେ ତାଙ୍କ ମୃତ୍ୟୁ ବହୁତ ଶୀଘ୍ର ହୋଇଥାଏ, ପ୍ରତି ୭ ଦିନରେ ଥରେ ରେଡ ମିଟ ବା ପ୍ରୋସେଷ୍ଦ ମିଟ ଖାଇଲେ ହାର୍ଟ ଅଟେକ ବିପଦ ୩ ରୁ ୭% ବଢିଥାଏ । ଶିକାଗୋ ନର୍ଥ ୱେଷ୍ଟର୍ନ ୟୁନିଭରସିଟି ପ୍ରୋଫେସର ନୋରିନା ଏଲେନ କହିବା ଅନୁଯାଇ ଏହି ୭% ବହୁତ କମ ଅଟେ କିନ୍ତୁ ରେଡ ମିଟ ଏବଂ ପ୍ରୋସେଷ୍ଦ ମିଟ ଖାଇବା ଉଚିତ ନୁହଁ ।

ପ୍ରୋସେଷ୍ଦ ମିଟ ଖାଇଲେ ଶରୀରରେ ପ୍ରୋଟିନ ମାତ୍ରା ଅଧିକ ବଢିଥାଏ :

ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁଛୁ ଯେ ରେଡ ମିଟରେ ବିଫ, ଲେମ୍ବ, ପର୍କ, ୱିଲ ଏବଂ ବେନିସନ ହୋଇଥାଏ, ତେବେ ପ୍ରୋସେଷ୍ଦ ମିଟରେ ବେକନ,ସୋସେଜେସ, ହଟଡଗ୍ସ, ସଲାମୀ ଏବଂ କର୍ନ ବିଫ ହୋଇଥାଏ । ଗତ ବର୍ଷ ୫୩ବର୍ଷ ୨୯,୬୮୨ ପୁରୁଷଙ୍କ ଉପରେ ପ୍ରୋସେଷ୍ଦ ମିଟ ଉପରେ ଅଧ୍ୟୟନ କରା ଯାଇଥିଲା । ଡକ୍ଟର କହିବା ଅନୁଯାଇ ଏହି ସମସ୍ତ ଲୋକଙ୍କ ପ୍ରୋସେଷ୍ଦ ମିଟ ଖାଇ ଶରୀରରେ ପ୍ରୋଟିନ ମାତ୍ରା ବଢିଥାଏ । National Heart, Lung and Blood Institute ରିପୋର୍ଟ କରିଛି ଯେ ହୃଦଘାତର କାରଣ ମଧ୍ୟରେ ଧୂମପାନ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ଅଧିକ ଓଜନ ଏବଂ ମୋଟାପଣ ଅନ୍ୟତମ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button