ମନୋରଞ୍ଜନ

ହେ ଭଗବାନ! ମିସ ୱାଲ୍ଡ ମାନୁଷି ଛିଲ୍ଲରଙ୍କ କଥାରେ ଏବେ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି କରିନା କାପୁର, ଆଉ ତା ପରେ…

ଏହି ଦୁନିଆରେ ବଲିଉଡ ଯାହାର ସବୁ ଖବର ନିଜ ଭିତରେ ଅସାଧାରଣ ହୋଇଥାଏ ଯାହା ବିଷୟରେ ଜାଣିବା ପାଇଁ ଦର୍ଶକମାନେ ଚାହିଁରହିଥାନ୍ତି । ଆମର ବଲିଉଡର ସବୁ ତରକା ସେ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ତାଙ୍କର ଛୋଟରୁ ଛୋଟ କଥା ବି ସୋସିଆଲ ମିଡିଆରେ ଲୁଚି ରହିନଥାଏ ,ଆମେ କଥା ହେଉଚୁକୀ ଆମର ବଲିଉଡ ଅଭିନେତ୍ରୀ କରିନା କାପୁର ଙ୍କ ବିଷୟରେ ଜିଏକି ଅଭିନେତା ଶେଫ ଅଲ୍ଲି ଖାଁ ଙ୍କୁ ବିବାହ କରିସାରିଛନ୍ତି କିନ୍ତୁ ଶୁଣିବାକୁ ମିଳିଛି କି ସେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ଏମିତି କେମିତି ହେଇପାରିବ ଆସନ୍ତୁ ଜାଣିବା ପୁରା ଘଟନା କଣ ।

Image Courtesy: Google

ଆପଣଙ୍କୁ କହି ରଖୁଚୁକୀ ଏହି କଥା ମାନୁଷି ଓ କରିନା କାପୁରଙ୍କ ନୂଆ ବିଜ୍ଞାପନ ର ଅଟେ । ବିଶ୍ଵ ସୁନ୍ଦରୀ ହେଇସାରିବା ପରେ ମାନୁଷି ଜୁଏଲାରି ବ୍ରାଣ୍ଡ ମାଲାବାର ଗୋଲ୍ଡ ସହିତ ନିଜର ପ୍ରଥମ ବିଜ୍ଞାପନ ପାଇଁ ସାଇନ କରିଛନ୍ତି । ମାଲାବାର ଗୋଲ୍ଡ ପାଇଁ କରିନା କାପୁର ବିଜ୍ଞାପନ କରିଆସୁଛନ୍ତି । ଏବେ ନୂଆ ବିଜ୍ଞାପନରେ କରିନା ଓ ମାନସୀଙ୍କୁ ଏକା ସହିତ ଦେଖିବାକୁ ମିଳିଛି । କରିନା କାପୁର ଅଭିନେତା ଶେଫଅଲ୍ଲି ଖାଁ ଙ୍କ ସହିତ ବିବାହ କରିସାରିଛନ୍ତି ଏବଂ ୨୦୧୬ ରେ ମାଆ ହୋଇଥିବା କରିନା କାପୁର ଏବେ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ଏହା ନିଜେ କରିନା କାପୁର କହିଛନ୍ତି ,ତାହା ବି ମାନୁଷି ଙ୍କ କଥା ଶୁଣି ।

Image Courtesy: Google

ଏହି ବିଜ୍ଞାନପନରେ ଯେତବେଳେ କରିନା ,ମାନୁଷି ଙ୍କୁ ପଚାରିଲେ ତୁମେ କେମିତି ବିବାହ ଚାହୁଁଛ ,ସେତବେଳେ ମାନୁଷି ବହୁତ ସୁନ୍ଦର ବିବରଣୀ ଦେଲେ । ମାନୁଷି ଙ୍କ କଥା ଶୁଣି କରିନା ଙ୍କର ପୁଣି ଥରେ ବିବାହ କରିବାକୁ ଇଚ୍ଛା ହେଲା । କରିନା ମାନୁଷି ଙ୍କର ଏହି ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ବହୁତ ପ୍ରଚଳିତ କରୁଛି । କରିନା କାପୁର ଶେଫ ଅଲ୍ଲୀ ଖାଁ ଙ୍କ ସହିତ ବହୁତ ଗୁପ୍ତ ତରିକାରେ ବିବାହ କରିଥିଲେ । କରିନା ଏବଂ ମାନୁଷି ଏକ ବିବାହ ଉସବରେ ନିଜ ପାଇ ଖାଇବା ବାଢୁଥିବାର ଏକ ଭିଡିୟରେ ଦେଖାଯାଇ ଥିଲା ।

Image Courtesy: Google

ସେହି ସମୟରେ ମାନୁଷି କରିନା ଙ୍କୁ କହିଲେ ‘ଖାନ ବହୁତ ଭଲ ଲାଗୁଛନ୍ତି’। ସେଟାବଲେ କରିନା କହିଲେ ଜେତାବେଳେ ବିବାହ ବୋରିଙ୍ଗ ହୋଇଥାଏ ସମସ୍ତେ ଏମିତି କହିଥାନ୍ତି । କରିନା ମାନୁଷି ଙ୍କୁ କହିଲେ କି ତୁମେ ଏମିତି ବିବାହ କରବ ନାହିଁ । ମାନୁଷି କହିଲେ ମୋର ବିବାହ ବହୁତ ବଡ ଧୁମ ଧାମରେ ହେବ ,ନାଚ,ଗୀତ,ଖୁସି,ଭାରି ରହିବ । ଭରଷା ଓ ପ୍ରେମରେ ଭାରି ହୋଇଥିବ ।

Image Courtesy: Google

ଏମିତି ହେବ ମୋର ବିବାହ । ମାନୁଷି ଙ୍କର ଏହି ଉତର ଶୁଣି କରିନା ବହୁତ ଇମ୍ପ୍ରେସ ହେଇଗଲେ । ସେତବେଳେ କରିନା କହିବାକୁ ଲାଗିଲେ ‘ମତେ ବି ବିବାହ କରିବାକୁ ହେବ’ । ସେତବେଳେ ମାନୁଷି କରିନାଙ୍କୁ କହିଲେ କିନ୍ତୁ ଆପଣଙ୍କର ବିବାହ ତ ହେଇସାରିଛି । ଆପଣଙ୍କୁ କହିବାକୁ ଚାହୁଁଛୁ କି ଦେଶରେ ୧୭ ବର୍ଷ ପରେ ବିଶ୍ଵ ସୁନ୍ଦରୀ ହୋଇଥିବା ମାନୁଷି ଏହି ବ୍ରାଣ୍ଡ ରେ ଯୋଡିହେବା ପରେ ନିଜ ବୟାନରେ କହିଛନ୍ତି ମୁ ଭାରତୀୟ ବୋଲି ବହୁତ ଗର୍ବ କରୁଛି ,ଭାରତ ସବୁ ଭାବନା ମନେଇବାର ଦେଶ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button