ଜୀବନଶୈଳୀ

ମହିଳାମାନଙ୍କୁ ଏହି ସବୁ ସ୍ଥାନ ଗୁଡିକକୁ ଯିବା ମନା ଅଟେ, ତେବେ କଣ ପାଇଁ ? ଜାଣନ୍ତୁ ଏହି ଆଶ୍ଚର୍ଯ୍ୟ କଲାଭଳି କାରଣ

ହିନ୍ଦୁ ଶାସ୍ତ୍ର ଅନୁଯାଇ ବହୁତ ନିୟମ କରା ଯାଇଛି ତେବେ କିଛି ନିୟମ ଅନୁଯାଇ ମହିଳାମାନଙ୍କୁ କିଛି କାମ ମନା ଅଟେ ଯେମିତିକି ନଡିଆ କେବେ ମହିଳାମାନେ ଭାଙ୍ଗନ୍ତି ନାହିଁ, ନଡିଆ ସବୁବେଳେ ପୁରୁଷ ଭାଙ୍ଗିଥାଏ, ତେବେ ଏହି କଥା ମଧ୍ୟ ଆପଣ ଶୁଣିଥିବେ ଏବଂ ଦେଖିବାକୁ ମଧ୍ୟ ପାଇଥିବେ ଯେ ମହିଳାମାନଙ୍କୁ ମସାଣିରେ ଯିବା ମନା ଅଟେ, ଆପଣଙ୍କୁ ଆଜି ଆମେ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ ଯେ ମହିଳାଙ୍କୁ ଏହି ଜାଗା ଗୁଡିକରେ ଜୀବ କଣ ପାଇଁ ମନା ଅଟେ ।

Image Courtesy: Google

ତେବେ ଆସନ୍ତୁ ଜାଣିବା କଣ ପାଇଁ ମହିଳା ମାନଙ୍କୁ ମସାଣିକୁ ଯିବା ମନା ଅଟେ ? ଏବଂ ପୁରୁଷଙ୍କୁ ଯିବା ଉଚିତ । ପ୍ରଥମ କଥା ଏହା ଅଟେ ଯେ ମହିଳାମାନଙ୍କ ହୃଦୟ ବହୁତ କୋମଲ ଅଟେ ଏହା ସମ୍ଭବ ନୁହ ଯେ କାହାକୁ ତାଙ୍କ ଆଖି ସାମ୍ନାରେ ପୋଡିଦିଆ ଯାଉ ଓ ସେ କାନ୍ଦିବେ ନାହିଁ, ତେବେ ଏହା କୁହାଯାଇଥାଏ ଯେ ମସାଣିରେ ଅନ୍ତିମ ଦର୍ଶନ ବେଳେ ଯଦି କେହି କାନ୍ଦି ଥାଏ ।

Image Courtesy: Google

ତେବେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରି ପାରେ ନାହିଁ, ତେବେ ଏହି କଥା ସମସ୍ତେ ଜାଣିଛନ୍ତି ଯେ କାହାକୁ ସାମାନ୍ୟ ଆଘାତ ହେଲେ ମଧ୍ୟ ମହିଳାମାନେ କାନ୍ଦି ଥାନ୍ତି ଓ ଏହି କାନ୍ଦ ଦ୍ଵାରା ସେ ନିଜ ଦୁଃଖ ପ୍ରକଟ କରିଥାନ୍ତି, ଦୁତୀୟ କଥା ହେଲେ ମସାଣିକୁ ଯାଇଥିବା ଲୋକକୁ ନଣ୍ଡା ହବାକୁ ପଡିଥାଏ, ଓ ଏହା ଶାସ୍ତ୍ରରେ ମଧ୍ୟ ଉଲେଖ ଅଟେ ଯେ ସ୍ତ୍ରୀର ବାଳ କେବଳ ସୁନ୍ଦରତା ପାଇଁ ନୁହ ତାଙ୍କ ସମ୍ମାନ ହୋଇଥାଏ ଯାହା କାଟିବା ଉଚିତ ନୁହ ସେଥିପାଇଁ ମହିଳାମାନେ ମସାଣିକୁ ଯାନ୍ତି ନାହିଁ ।

Image Courtesy: Google

ତେବେ କାହା ଦାହ ସଂସ୍କାର ଦେଖି ଯଦି କେହି ଡଋ ଯାଇଥାଏ ତେବେ ଏହା ଶୁଭ ସଂକେତ ନୁହ, ଓ ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମହିଳାମାନେ କେତେ କୋମଳ ହୋଇଥାନ୍ତି ତେବେ ଏହା ବହୁତ ମାତ୍ରାରେ ସମ୍ଭବ ଯେ ସେ ଜୁଇ ଦେଖି ଦରିଯିବେ ଏବଂ କିଛି ଅଶୁଭ ହୋଇବ ସେଥିପାଇଁ ମଧ୍ୟ ମହିଳାଙ୍କୁ ମସାଣିରେ ନିଆ ଯାଏ ନାହିଁ, ଏହାଛଡା ମସାଣିରୁ ଫେରିଲା ପରେ ପୁରୁଷ ମାନଙ୍କୁ ଘର ଭିତରେ ବିନା ସ୍ନାନ ଆସିବା ମନା ହୋଇଥାଏ ଏବଂ ବିନା ସ୍ନାନ କିଛି ଛୁଇଁବା ମଧ୍ୟ ମନା ହୋଇଥାଏ ତେବେ ଏହି ସବୁ କାର୍ଯ୍ୟ ପାଇଁ ମହିଳାଙ୍କୁ ଘରେ ରହିବା ଉଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button