ମନୋରଞ୍ଜନ

ଓଡିଆ ଫିଲ୍ମ ହିରୋଇନ ମାନଙ୍କ ମା ମାନଙ୍କୁ ଆଗରୁ କେବେ ଦେଖିନଥିବେ

ତେବେ ଆପଣ ମାନେ ଓଡ଼ିଆ ଫିଲ୍ମ ତ ଯାହା ହେଲେ ଦେଖୁଥିବେ ତେବେ ଆପଣ ଏହି ଫିଲ୍ମ ଗୁଡିକରେ ଅଭିନୟ କରୁଥିବା ହିରୋଇନ ମାନଙ୍କୁ ମଧ୍ୟ ପସନ୍ଦ କରୁଥିବେ, ତେବେ ଏହି ହିରୋଇନ ମାନଙ୍କ ମାଆ ମାନଙ୍କ ବିଷୟରେ ଆଜି ଆମେ କିଛି ଜାଣିବା ତେବେ ଏହି ହିରୋଇନ ମାନେ ନିଜ ମାଆ ସପୋର୍ଟରେ ଏତେ ଭଲ ଅଭିନୟ କରି ପାରିଛନ୍ତି ଓ ନିଜ ଜୀବନରେ ସଫଳ ହୋଇ ପାରିଛନ୍ତି । ତେବେ ଆଜି ଆମେ କିଛି ସୁପର ଡୁପର ହିଟ ହିରୋଇନ ମାନଙ୍କ ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

୧. ବର୍ଷାଙ୍କ ମା :

ବର୍ତମାନ ସମୟରେ ବର୍ଷା ବହୁତ ନାମୀ ଦାମୀ ହିରୋଇନ ଅଟନ୍ତି କିନ୍ତୁ ଛୋଟ ବେଳୁ ବର୍ଷାଙ୍କ ମା ତାଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରନ୍ତି, ଏବଂ ନିଜ ମା ସପୋର୍ଟ ଦ୍ଵାରା ସେ ଏତେ ଆଗକୁ ବଢି ପାରିଛନ୍ତି ।

୨. ଅର୍ଚିତାଙ୍କ ମା :

ତେବେ ଅର୍ଚିତା ମଧ୍ୟ ଛୋଟ ବେଳୁ ଅଭିନୟ କରିବା ପାଇଁ ପ୍ରୟାସ କରୁଥିଲେ ଓ ତାଙ୍କ ମାଆ ତାଙ୍କୁ ସାହାଜ୍ଯ କରୁଥିଲେ, ଏହା ଛଡା ତାଙ୍କ ହିରୋଇନ ହବା ସଂଘର୍ଷରେ ତାଙ୍କ ମା ସବୁବେଳେ ତାଙ୍କୁ ସାହାଜ୍ଯ କରିଥିଲେ କେବେ ବି ତାଙ୍କୁ ଭାଙ୍ଗିବାକୁ ଦେଇ ନଥିଲେ ।

Image Courtesy: Google

୩. ପୁନମଙ୍କ ମା :

ତେବେ ଯେ ହେଉଛନ୍ତି ପୁନମଙ୍କ ମା ଯିଏ ତାଙ୍କୁ ଛୋଟରୁ ବଡ କରିଛନ୍ତି ଏବଂ ବର୍ତମାନ ପୁନମ ବହୁତ ବଡ ଅଭିନେତ୍ରୀ ଅଟନ୍ତି ତେବେ ପୁନମ ମଧ୍ୟ ବର୍ତମାନ ବିବାହିତ ଅଟନ୍ତି ଓ ନିଜ ପରିବାର ସହ ଖୁସିରେ ଅଛନ୍ତି ।

 

Image Courtesy: Google

୪. ଶୀତଲଙ୍କ ମା :

ତେବେ ଶିତଲଙ୍କୁ ଆପଣ ବର୍ତମାନ ବାବୁସାନଙ୍କ ଗୋଟେ ସୁପର ଡୁପର ହିଟରେ ହିରୋଇନ ହୋଇଥିବାର ଦେଖିଥିବେ ତେବେ ଶିତଲ ମଧ୍ୟ ବହୁତ ସଂଘର୍ଷ ଦ୍ଵାରା ଏହି ଜାଗାରେ ଆସି ପହଞ୍ଚିଛନ୍ତି । ତେବେ ଶିତଲଙ୍କ ମା ତାଙ୍କ ପାଇଁ ବହୁତ କଷ୍ଟ କରିଛନ୍ତି ଏବଂ ତାଙ୍କୁ ଅଭିନୟ ପ୍ରତି ଆଗ୍ରହ କରେଇଛନ୍ତି, ଶିତଲ ନିଜ ମାଙ୍କୁ ବହୁତ ମାନନ୍ତି ଏବଂ ବହୁତ ଭଲ ମଧ୍ୟ ପାନ୍ତି ।

Image Courtesy: Google

୫. ପ୍ରକୃତି ମିଶ୍ରଙ୍କ ମା :

ତେବେ ଆପଣ ମାନେ ପ୍ରକୃତି ମିଶ୍ରଙ୍କୁ ଭଲ ଭାବରେ ଜାଣିଥିବେ ପ୍ରକୃତି ଚାଇଲ୍ଡକଳାକାର ଥିଲେ ଓ ଛୋଟ ବେଳୁ ଚଳଚିତ୍ର ଦୁନିଆରେ କାମ କରି ଆସିଛନ୍ତି ଓ ଏବେ ବଡ ହୋଇ ମଧ୍ୟ ଅଭିନୟ କରିବାରେ ଲାଗିଛନ୍ତି, ତାଙ୍କ ମା ତାଙ୍କୁ ଅଭିନୟ ପାଇଁ ବହୁତ ପ୍ରେରିତ କରିଛନ୍ତି ଏବଂ ପ୍ରକୃତି ଆଜି ଯାହା ଅଛନ୍ତି ତାହା ନିଜ ମା ପରିଶ୍ରମ ପାଇଁ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button