ମନୋରଞ୍ଜନ

ଆତ୍ମହତ୍ୟା ର ୫ ଦିନ ପରେ ଖୋଲିଲା ଅସଲି ରହସ୍ୟ

ସୁଶାନ୍ତ ସିଂହ ରାଜପୂତଙ୍କ ଆତମହତ୍ୟା ବିଷୟରେ ଆପଣମାନେ ବେସ ଭଲ ଭାବରେ ଜାଣିଥିବେ । ତେବେ ଏହା ଆତ୍ମହତ୍ୟା ବା ମର୍ଡର ତାହା ସମସ୍ତଙ୍କ ପାଇଁ ଗୋଟେ ବଡ ପ୍ରଶ୍ନ ଅଟେ, ସୁଶାନ୍ତ ସିଂହ ବହୁତ ଭଲ ଏବଂ ନମ୍ର ସ୍ଵଭାବ ଅଭିନେତା ଥିଲେ । ବର୍ତମାନ ମଧ୍ୟ ବହୁତ ଫ୍ୟାନ୍ସ ଏହା ମାନିବା ପାଇଁ ନାରାଜ ଅଛନ୍ତି ଯେ ସୁଶାନ୍ତ ସିଂହ ଏହି ଦୁନିଆରେ ନାହାନ୍ତି ଏହା ସହ ଲୋକଙ୍କ ମନରେ ତାଙ୍କ ଆତ୍ମହତ୍ୟା କାରଣ ସନ୍ତୁଷ୍ଟ କରି ପାରି ନାହିଁ, ସୁଶାନ୍ତଙ୍କ ଆତ୍ମହାୟା ଲୋକଙ୍କ ଗଳାରେ କଣ୍ଟା ଭଳି ଲାଗିଛି ।

Image Courtesy: Google

ତେବେ ବଲୀଉଡ ଜଗତ ନୂଆ ଖବର ସାମ୍ନାକୁ ଆସିଛି ତେବେ ଆପଣ ମାନେ ଶେଫ ଅଲି ଖାନକୁ ଜାଣିଛନ୍ତି ଗତ ସମୟରେ ଶେଫ ନିଜ ସୋଶିଅଲ ମିଡିଆରେ ଏହା ଷ୍ଟେଟମେଣ୍ଟ ଦେଇଥିଲେ ଯେ ବଲୀଉଡ ଜଗତ ସେଲିବ୍ରେଟି ମାନଙ୍କୁ ଲଜ୍ୟା ଲାଗିବା କଥା ଯେ ବଞ୍ଚିଥିଲା ବେଳେ ଯାହାକୁ ସେ ବ୍ଲାକ ଆଉଟ କରିଥିଲେ ଏବଂ କଥା ହବା ଦୂରର କଥା ହେଣ୍ଡସେକ ମଧ୍ୟ କରୁ ନଥିଲେ ସେ ଆଜି ସେହି ଲୋକ ମୃତ୍ୟୁ ଉପରେ ଶୋକ ବଚନ କହୁଛନ୍ତି ।

Image Courtesy: Google

ତେବେ ଶେଫ ଅଲି ଖାନଙ୍କ କହିବା ଅନୁଯାଇ ଏହା ଜଣା ପଡିଛି ଯେ ବହୁତ ଗୁଡେ ଅଭିନେତା ଏବଂ ଅଭିନେତ୍ରୀ ସୁଶାନ୍ତ ସିଂହଙ୍କ ସହ କିଛି ଭଲ ବ୍ୟବହାର କରୁ ନଥିଲେ ଏହା ଛଡା ବହୁତ ପରିଶ୍ରମ କଲା ପରେ ମଧ୍ୟ ତାଙ୍କୁ ସାଇଡ କରା ଯାଉଥିଲା ଯାହା ତାଙ୍କ ପାଇଁ ବହୁତ ଦୁଃଖର ବିଷୟ ଥିଲା ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ସୁଶାନ୍ତ ସିଂହ ବହୁତ ଭଲ ବିଦ୍ୟାର୍ଥୀ ଥିଲେ ସେ ଇଞ୍ଜିନ୍ୟାରିଙ୍ଗ ପରୀକ୍ଷାରେ ଅଲ ଇଣ୍ଡିଆରେ ୭ ନଂରେ ଥିଲେ ଏତେ ବଡ ଟ୍ୟାଲେନଟେଡ ଲୋକ ବଲୀଉଡ ଜଗତରେ କେବଳ ନିଜ ସପନ ସତ କରିବା ପାଇଁ ଆସିଥିଲେ ସେ ସବୁବେଳେ ପରିଶ୍ରମ କରି ଆଗକୁ ବଢିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବହୁତ ଲୋକ ତଳୁ ତାଙ୍କ ଗୋଡ ଟାଣିବାକୁ ଲାଗିଥିଲେ ଯାହା ଫଳରେ ସେ ପଡିଥିଲେ ।

Image Courtesy: Google

ଏହା ଛଡା ସୁଶାନ୍ତସିଂହଙ୍କର ବର୍ତମାନ ଗର୍ଲଫ୍ରେଣ୍ଡ ଋଆ ଚକ୍ରବର୍ତିକୁ ମଧ୍ୟ ଟ୍ରୋଲ କରା ଯାଉଛି କାହିଁକିନା ଯେଉଁ ସକାଳେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ ସେହି ରାତି ୧ରେ ସେ ରିଆଙ୍କୁ ଫୋନ କରିଥିଲେ ତେବେ ସେହି ସମୟରେ ଋଆ ତାଙ୍କ ଫୋନ ରିସିବ କରି ନଥିଲେ ଏହା ଛଡା ତାଙ୍କ ଆତ୍ମହତ୍ୟା ପରେ ମଧ୍ୟ କଲ ବ୍ୟାକ କରିନଥିଲେ ତେବେ ତାଙ୍କ ମଝିରେ ମଧ୍ୟ କିଛି ଚାଲି ଥିଲା ବୋଲି ସନ୍ଦେହ କରା ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button