ଜୀବନଶୈଳୀ

କଳା ତୁଳସୀ ବ୍ୟବହାର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆମ ଦେଶରେ ଅନେକ ପ୍ରକାର ଗଛପତ୍ର ଦେଖିବାକୁ ମିଳେ । କିନ୍ତୁ ସେଥି ମଧ୍ୟରୁ କିଛି ଗଛ ବା ପତ୍ର ଆମର ପୂଜାରେ କାମରେ ଲାଗେ l ଏବଂ ସେହି ପତ୍ର ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ବଢି ପାରିବ ।  ହିନ୍ଦୁ ଧର୍ମରେ କିଛି ବିଶେଷ ପତ୍ରର ବଡ ମହତ୍ଵ ଅଛି । ଏହି ପତ୍ର ମାନଙ୍କୁ ଶୁଭ ଓ ପବିତ୍ର ମାନିକି ତାଙ୍କର ପୂଜାରେ ବ୍ୟବହାର କରାଯାଏ । ଏମିତି ହିଁ କିଛି ବିଶେଷ ପତ୍ରର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତୁଲସୀ ପତ୍ର ଭଗବାନ ବିଷ୍ଣୁ ପ୍ରିୟ । ଭଗବାନଙ୍କୁ ଯେବେ ଭୋଗ ଲଗାଉ କି ଜଳ ଅର୍ପିତ କରୁ ସେଥିରେ ଗୋଟେ ତୁଲସୀ ପତ୍ର ନିଶ୍ଚୟ ଦେଇଥାଉ । ତୁଲସୀ ପତ୍ର ଖାଇଲେ କୌଣସି ପ୍ରକାରର ରୋଗ ହୋଇନଥାଏ । ତୁଲସୀ ପତ୍ରକୁ ସନ୍ଧ୍ୟା ପରେ ଉପଡନ୍ତି ନାହିଁ ।

Image Courtesy: Google

କଳା ତୁଳସୀ ବହୁତ ଲାଭକାରୀ ହୋଇଥାଏ ପ୍ରାୟତଃ ସବୁ ହିନ୍ଦୁ ମାନଙ୍କ ଘରେ ତୁଲସୀ ଗଛ ହୋଇଥାଏ ତେବେ କୌଣସି ପ୍ରକାର ପେଟ ଅସୁବିଧା ଯେମିତିକି ପେଟ ଖରାପ ବା ପେଟ ବିନ୍ଧା ବା ଅନ୍ୟ କାରଣରେ ମଧ୍ୟ ତୁଳସୀ ପତ୍ର ବ୍ୟବହାର କରା ଯାଇଥାଏ । କଳା ତୁଳସୀ ଆପଣ କୌଣସି ପ୍ରକାର ପୋକ କାମୁଡା ବା ବିଛା କାମୁଡା ରେ ମଧ୍ୟ ବାଟି ଲଗାଇଲେ ଦରଜ କମି ଯାଇଥାଏ ଏବଂ ଆପଣଙ୍କୁ ଆରାମ ମିଳିଥାଏ ।

Image Courtesy: Google

ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ ମଧ୍ୟ ତୁଳସୀ ଗଛକୁ ସବୁ ସମସ୍ୟା ନିବାରଣ କରେ ବୋଲି ଲେଖା ହୋଇଛି ତେବେ କଳା ତୁଳସୀ ଅଧିକ ଭଲ କାମ କରିଥାଏ ଏବଂ ଲୋକଙ୍କୁ ଶୀଘ୍ର ଆରାମ ମଧ୍ୟ ମିଳିଥାଏ । ଆପଣ କଳା ତୁଳସୀ ରସ ବାହାର କରି ଏହି ରସରେ ମିଶିରି ମିଶେ ଖାନ୍ତୁ ଏହି ଉପାୟ ଆପଣଙ୍କ ପରିସ୍ରା ସବୁ ଅସୁବିଧା ସମସ୍ଯା ଦୂର କରିଥାଏ । ଶ୍ଵାସ ରୋଗୀ ମାନଙ୍କ ପାଇଁ ମଧ୍ୟ କଳା ତୁଲସୀ ଲାଭକାରୀ ହୋଇଥାଏ, ଶ୍ଵାସ ରୋଗୀଙ୍କୁ କଳା ତୁଳସୀ ମହୁ ସହ ମିଶାଇ ସେବନ କରିବା ଉଚିତ ଏହା ଦ୍ଵାରା ତାଙ୍କ ଶ୍ଵାସ ରୋଗ ଅଧିକ ବଢି ନଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ କଳା ତୁଳସୀ ଦ୍ଵାରା କେସ ଗହବା ଏବଂ ସୁନ୍ଦର କରିବା ଉପାୟ ବିଷୟରେ କହିବାକୁ ଯାଉଛୁ କଳା ତୁଳସୀ ବାଟି ନିଅନ୍ତୁ ଏହା ସହ ଅଁଳା ମଧ୍ୟ ବାଟି ନିଅନ୍ତୁ ଦୁହିଙ୍କୁ ମିଶେ ଚୁଟିରେ ଲଗାନ୍ତୁ ତେବେ ସୁଖୀ ଗଲା ପରେ ଏହାକୁ ଧୋଇ ନିଅନ୍ତୁ ଏହା ଛଡା ଚୁଟି ସମ୍ପୂର୍ଣ ଭାବରେ ସୁଖୀ ଗଲା ପରେ ଏଥିରେ ହାଲ୍କା ନଡିଆ ତେଲ ଲଗେଇ ଦିଅନ୍ତୁ ଏହି ଉପାୟ ସପ୍ତାହରେ ଦୁଇ ଥର କରନ୍ତୁ ଦେଖିବେ କିଛି ସପାତାହ ମଧ୍ୟରେ ଆପଣଙ୍କ ଚୁଟି ବହୁତ ଭଲ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button