ମନୋରଞ୍ଜନ

ଅଭିନେତ୍ରୀ ରିନା ରୟ ସହ କଣ ପାଇଁ ମିସିଥାଏ ସୋନାକ୍ଷୀ ସିହ୍ନାଙ୍କ ଚେହେରା

ଶତ୍ରୁଘନ ସିହ୍ନାଙ୍କୁ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ ସେ ବଲୀଉଡ ବହୁତ ବଡ ଏବଂ ସଫଳ ଅଭିନେତା ମାନଙ୍କ ମଧ୍ୟରୁ ଗୋଟେ ଅଟନ୍ତି, ସେ ନିଜ ସମୟରେ ବହୁତ ଭଲ ଏବଂ ହିଟ ଫିଲ୍ମ ଚଳଚିତ୍ର ଦୁନିଆକ୍କୁ ଦେଇଥିଲେ ଏହା ଛଡା ସେ ନିଜ ସମୟରେ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ, ତେବେ ଶତ୍ରୁଘନ ସିହ୍ନା ପୁନମ ସିହ୍ନାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୩ଟି ଛୁଆ ଅଟନ୍ତି ଦୁଇଟି ପୁଅ ଓ ଗୋଟେ ଝିଅ ।

Image Courtesy: Google

ତେବେ ଗତ କିଛି ବର୍ଷ ତଳେ ଏହି କଥା ବାହାରିଥିଲା ଯେ ସୋନାକଛି ସିହ୍ନା ରିନା ରୟଙ୍କ ଭଳି ଦେଖା ଯାନ୍ତି, ଏହା ପରେ ଏହି କଥା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଶତ୍ରୁଘନ ସିହ୍ନା ନିଜ ସମୟରେ ଋନାଙ୍କ ସହ ବହୁତ ପାଖ ଥିଲେ ଓ ଦୁହେଁ ଦୁହିଙ୍କୁ ବହୁତ ପସନ୍ଦ କରୁଥିଲେ ବୋଲି ପୁରା ମୁମ୍ବାଇ ଜାଣିଥିଲା କିନ୍ତୁ କିଛି ସମସ୍ଯା ବା ନିଜ ନିଜ ଭିତରେ କୌଣସି କଥା ପାଇଁ ଶତ୍ରୁଘନ ପୁନମକୁ ବିବାହ କଲେ ଓ ରିନା ଅନ୍ୟ କାହାକୁ ବିବାହ କରିଥିଲେ ।

Image Courtesy: Google

କିନ୍ତୁ ଯେତେବେଳେ ସୋନାକଛିଙ୍କ ଚେହେରା ରିନା ରୟ ସହ ମିଶୁଚି ବୋଲି କୁହା ଗଲା ସେତେବେଳେ ପୁନମ ବହୁତ ରାଗି ଯାଇଥିଲେ ଓ ମିଡିଆକୁ ବହୁତ ଭଲ ମନ୍ଦ ମଧ୍ୟ କହିଥିଲେ ଏହା ପରେ ରିନା ରୟ ଗୋଟେ ପ୍ରେସ କଂଫରେନ୍ସ ଡାକି ଏହି କଥା ର ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ସୋନାକଛିଙ୍କ ଚେହେରା ତାଙ୍କ ସହ ମିଶିବା କେବେଳ ଗୋଟେ ଇତିଫାକ ଅଟେ ଏହାର କିଛି କାରଣ ନାହିଁ ଏବଂ ସୋନାକଛିଙ୍କ ପାରିବାରିକ ଚେହେରା ତାଙ୍କ ମା ପୁନମ ସହ ମିଶୁଅଛି ।

Image Courtesy: Google

ଏହି ଭଳି କଥା କହି ରିନା ରୟ ନିଜ ପକ୍ଷ ରଖିଥିଲେ ଯାହା ପରେ ଏହି କଥା ଗୁଡିକ ବନ୍ଦ ହୋଇଥିଲା କିନ୍ତୁ ସମସ୍ତେ ଏହି କଥାକୁ ହଜମ କରି ପାରିନଥିଲେ । ବର୍ତମାନରେ ସୋନାକଛି ସିହ୍ନା ବହୁତ ପ୍ରସିଦ୍ଧ ଅଛନ୍ତି ଏବଂ ବହୁତ ହିଟ ଫିଲ୍ମ ଗୁଡିକ ମଧ୍ୟ କରିଛନ୍ତି, ସେ ବଡ ବଡ ଅଭିନେତା ଯେମିତିକି ଅକ୍ଷୟ, ସଲମାନ, ଓ ଅନ୍ୟ ବହୁତ ଲୋକଙ୍କ ସହ ଚଳଚିତ୍ର କରିଛନ୍ତି ଯାହା ବହୁତ ପ୍ରସିଦ୍ଧ ହୋଇଛି ଓ ଲୋକଙ୍କୁ ମଧ୍ୟ ପସନ୍ଦ ଆସିଛି, ସୋନାକଛି ଆଗରୁ ବହୁତ ମୋଟା ଥିଲେ କିନ୍ତୁ ଦିନକୁ ଦିନ ତାଙ୍କ ଓଜନ କମିବାକୁ ଲାଗିଲା ଓ ବର୍ତମାନ ତାଙ୍କ ଓଜନ ସଠିକ ହୋଇଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button