ମନୋରଞ୍ଜନ

କଣପାଇଁ ୨୦୦୪ ମସିହାରେ ଅଲଗା ହୋଇଥିଲେ ସିଦ୍ଧାନ୍ତ ଓ ରଚନା

ଓଡିଆ ଚଳଚିତ୍ର ଜଗତରେ ବହୁତ ସମ୍ପର୍କ ହେଲା ଓ ଖରାପ ହେଲା କିନ୍ତୁ କିଛି ଏମିତି ଯୋଡି ଅଛି ଯାହାକୁ ଲୋକ କେବେ ଭୁଲି ପାରି ନାହାନ୍ତି ଏହି ଭଳି ଯୋଡି ବହୁତ କମ ଅଟେ କିନ୍ତୁ ଆମେ ଆଜି ଆପାନଙ୍କୁ ଯେଉଁ ଯୋଡି ବିଷୟରେ କହୁଅଛୁ ତାହା ସିଦ୍ଧାନ୍ତ ଏବଂ ରଚନାଙ୍କ ଯୋଡି ଅଟେ । ଏହି ଯୋଡି ନିଜ ସମୟରେ ପୁରା ଓଡିଆ ଚଳଚିତ୍ର ଉପରେ ବହୁତ ପ୍ରସିଦ୍ଧ ହୋଇଥିଲା ସେହି ସମୟ ଦୁହିଙ୍କ ସବୁ ଚଳଚିତ୍ର ବହୁତ ସୁପର ଡୁପର ହିଟ ହାଉଥିଲା ।

ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ ୨୦୦୪ରେ ରଚନା ଓଡିଆ ଚଳଚିତ୍ର ଜଗତ ଛାଡି ନିଜ ଘରେ ପଳାଇଥିଲେ । ତେବେ ଏହା ଆପଣ ମାନେ ସମସ୍ତେ ଜାଣିଥିବେ ଯେ ରଚନା ଗୋଟେ ବେଙ୍ଗୋଲି ଝିଅ ଥିଲେ ଯିଏ ଓଡିଆ ଏବଂ ବେଙ୍ଗୋଲି ଦୁଇ ଫିଲ୍ମ କରିଛନ୍ତି ଏହା ଛଡା ସେ ସୂର୍ୟବଂଶମ ହିନ୍ଦୀ ଚଳଚିତ୍ରରେ ଅମିତାବ ବଚନ ସହ ମଧ୍ୟ କାମ କରିଥିଲେ ।

ବର୍ତମାନ ରଚନା ବେଙ୍ଗାଲରେ ଅଛନ୍ତି ଓ ସେ ମଧ୍ୟ ଅନ୍ୟ କାହାକୁ ବିବାହ କରି ଖୁସି ରେ ଅଛନ୍ତି । ତେବେ ପ୍ରଥମେ ଯେତେବେଳେ ସେ ସିଦ୍ଧାନ୍ତଙ୍କ ସହ କାମ କରୁଥିଲେ ସେହି ସମୟରେ ଦୁହିଙ୍କୁ ଭଲ ପାଇବା ହେଲା ଓ ସମୟ ତାଙ୍କ ପାଇଁ ବହୁତ ଭଲ ଥିଲା କିନ୍ତୁ ଏହା ଅଧିକ ଦିନ ଚଳିଲା ନାହିଁ, କିଛି ଦିନ ପରେ ଦୁହେଁ ବିବାହ କରିବା ପାଇଁ ଚାହୁଁଥିଲେ କିନ୍ତୁ ହଟାତ ତାଙ୍କ ଜୀବନରେ ଅସୁବିଧା ଆରମ୍ଭ ହେଲା ଓ

କାହିଁକିନା ସିଦ୍ଧାନ୍ତ ବ୍ରାମ୍ହଣ ଅଟନ୍ତି ଓ ରଚନା ବେଙ୍ଗୋଲି ଏହି କଥାକୁ ନେଇ ଦୁହିଙ୍କ ପରିବାରରେ ବହୁତ ସମସ୍ଯା ହେଲା ଓ ଦୁହିଙ୍କୁ ପାରିବାରିକ ସମସ୍ଯା ହେଲା । ଏହା ପରେ କିଛି ମାସ ପରେ ସିଧାନ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଯାହା ପରେ ରଚନ କାହାକୁ କିଛି ନକହି ଓଡିଆ ଚଳଚିତ୍ର ଛାଡି ବେଙ୍ଗାଲ ପଳାଇଲେ ଓ ସେଠି ବହୁତ ଦିନ ପରେ ବେଙ୍ଗୋଲିକୁ ବିବାହ କଲେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button