ବିଚାର

କିଛି ଜିନିଷ ଅନ୍ୟକୁ ଦାନ ଦେବା ଉଚିତ ନୁହେଁ, ନଚେତ ହୋଇଯିବେ ଦରିଦ୍ର

ଜୀବନରେ ଦାନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ , ଗରିବ ଙ୍କୁ ଡ୍ରେସ ଦାନ , ଭୋକିଲା କୁ ଖାଦ୍ୟ , ଦେବାଦ୍ଵାରା ଆମର ପୁଣ୍ୟ ହେଇଥାଏ । କୁହାଯାଏ ଦାନ ଦେବାକୁ ଯାଇ ମହାରାଜା ବଳି ନିଜର ଜୀବନ ବି ଦେଇଦେଇଥିଲେ । ଦାନବୀର କର୍ଣ୍ଣ ତ ନିଜର କିରୀଟ ଏବଂ କୁଣ୍ଡଳ ଦାନ ଦେଇ ନିଜର ପରାଜୟ କୁ ନିଜେ ହିଁ ସ୍ୱୀକାର କରିଥିଲେ । ତେବେ ଶାସ୍ତ୍ର ଅନୁଯାଇ ଏମିତି କିଛି ଜିନିଷ ଅଛି ଯାହାକୁ ଅନ୍ୟକୁ ଦାନ ଦେବା ଉଚିତ ନୁହେଁ । ଏସବୁ ଦାନ ଦେବା ଦ୍ୱାରା ଆପଣଙ୍କ ଘରକୁ ଦରିଦ୍ରତା ଏବଂ ନକାରାତ୍ମକ ଶକ୍ତି ର ପ୍ରବେଶ ହେଇଥାଏ । କିଛି ଜିନିଷ ଏମିତି ଅଛି ଯାହା ଦାନ କରିବା ଉଚିତ ନୁହ, ତେବେ ବଞ୍ଚି ରହିବା ଉଚିତ ।

Image Courtesy: Google

1) ଧାର ଥିବା ବସ୍ତୁ ଯେପରିକି , ବ୍ଲେଡ , ଛୁରୀ , ପନିକି ଏବଂ ମୁନିଆ ବସ୍ତୁ ଯଥା ଛୁଞ୍ଚି , ଶାବଳ , କଇଁଚି ଏସବୁ ଜିନିଷ ଭୁଲ୍ ରେ ବି କାହାକୁ ଦିଅନ୍ତୁ ନାହିଁ । ନଚେତ ଘରକୁ ଦରିଦ୍ରତା ସହିତ କଳହ ଲାଗିରହିବ ।

2) ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ ର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ଅଶୁଭ ହେଇଥାଏ ଏବଂ ଧନହାନୀ ହେଇଥାଏ ।

Image Courtesy: Google

3) ଘରେ ବ୍ୟବହୃତ ଝାଡୁ କୁ ଅନ୍ୟକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂ ଘରୁ ଲକ୍ଷ୍ମୀ ଛାଡିଯାନ୍ତି ବୋଲି ମନାଯାଏ । ଯାହାଫଳରେ ଆପଣ ଦରିଦ୍ର ହେଇଯାନ୍ତି ।

4) ଶାସ୍ତ୍ର ଅନୁଯାଇ ଯଦି ଆମର ଶନିଦଶା ପଡିଥାଏ ତେବେ ତେଲ ଦାନ ଦ୍ୱାରା ଶନି ଙ୍କ କୋପରୁ ରକ୍ଷା ମିଳିଥାଏ ।

Image Courtesy: Google

ଖରାପ ତେଲ

5) କିନ୍ତୁ କାହାକୁ ଖରାପ ତେଲ ଦିଅନ୍ତୁ ନାହିଁ ଏହା ଦ୍ୱାରା ବିପତ୍ତି ଦୂରେଇବା ବଦଳରେ ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରହିଥାଏ ।

6) ସାଧାରଣତ ଘରେ ରାତିରୁ ବଳିଥିବା ବାସି ଖାଦ୍ୟକୁ ଆମେ ଭିକାରି କିମ୍ବା ଚାକରାଣୀ କୁ ଦେଇଥାଉ ।

ତେବେ ଆପଣ ମଧ୍ୟ ଜାଣି ପାରନ୍ତି ଯେ କେଉଁ ଜିନିଷ ଦାନ କରିବା ଉଚିତ ଏବଂ କେଉଁ ଜିନିଷ ଦାନ କରିବା ଉଚିତ ନୁହେଁ, ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button