ଧର୍ମ

ଭଗବାନ ଶ୍ରୀ କୃଷ୍ଣ କଣ ପାଇଁ ଅଭିମନ୍ୟୁକୁ ବଞ୍ଚାଇଲେ ନାହିଁ ? ଏହା ପଛରେ ଅଛି ଏହି ବଡ କାରଣ

ପୃଥିବୀରେ ଯେବେ ବି ଅଧର୍ମ ବଢିବାକୁ ଲାଗୁଥିଲା ଭଗବାନ ଶ୍ରୀ କୃଷ୍ଣ ଧରାରେ ଜନ୍ମ ନେଇ ଅଧର୍ମ ବିନାଶ କରୁଥିଲେ ଓ ତାଙ୍କ ସାହାଜ୍ଯ ପାଇଁ ଅନ୍ୟ ଦେବତା ମାନେ ନିଜ ଅଂସ ବା ନିଜ ପୁତ୍ର ମାନଙ୍କୁ ପୃଥିବୀରେ ପଠାଉଥିଲେ । ରାମ ଅବତାରରେ ଭଗବାନ ରାମଙ୍କୁ ସାହାଜ୍ଯ କରିବା ପାଇଁ ସବୁ ଦେବୀ ଦେବତା ନିଜ ପୁତ୍ର ମାନଙ୍କୁ ବାନର ଏବଂ ଋଛ ଅବତାରରେ ପୃଥିବୀରେ ଜନ୍ମ ହୋଇଥିଲେ ଓ ରାବଣକୁ ମାରିବାରେ ସାହାଜ୍ଯ କରିଥିଲେ ଏହା ଛଡା ମହାଭାରତରେ ମଧ୍ୟ ଏହି କଥା କୁହା ଯାଇଥିଲା ତେବେ ପ୍ରାୟତଃ ସବୁ ଦେବୀ ଦେବତା ମାନି ଯାଇଥିଲେ କିନ୍ତୁ ଚନ୍ଦ୍ର ଦେବ ମାନିଲେ ନାହିଁ ।

Image Courtesy: Google

ଯାହା ପରେ ସବୁ ଦେବତା ତାଙ୍କୁ ଧର୍ମ କାର୍ଯ୍ୟ ରେ ବିଘନ ହବ ବୋଲି କହି ତାଙ୍କ ପୁତ୍ରକୁ ମଧ୍ୟ ଜନ୍ମ ନବା ପାଇଁ କହିଥିଲେ କ୍ଯାହ ପରେ ଚନ୍ଦ୍ର ଦେବ ନିଜ ପୁତ୍ର ବର୍ଚଶ୍ଵକୁ ପୃଥିବୀରେ ଛାଡି ପାଇଁ ନାରାଜ ଥିଲେ ।ତେବେ ନିଜ କର୍ତବ୍ୟ ଏବଂ ଦାଇତ୍ଵ ନିର୍ବାହନ ପାଇଁ ଚନ୍ଦ୍ର ଦେବ ରାଜି ହୋଇଯାଇଥିଲେ କିନ୍ତୁ ସେ ବ୍ରମ୍ହାଙ୍କ ଆଗରେ ନିଜ ପୁତ୍ରକୁ ପୃଥିବୀରେ ଜନ୍ମ ହବା ପାଇଁ କିଛି ସର୍ତ ରଖିଥିଲେ । ତେବେ ଚନ୍ଦ୍ରମାନଙ୍କ ପ୍ରଥମ ସର୍ତ ଥିଲା ତାଙ୍କ ପୁଅ ପୃଥିବୀ ଲୋକରେ ଅଧିକ ଦିନ ବାସ କରିବ ନାହିଁ, ଦିତୀୟ ସର୍ତ ସେ ଅର୍ଜୁନ ପୁତ୍ର ହୋଇ ଜନ୍ମ ନବ ଯିଏ ଅଭିମନ୍ୟୁ ଥିଲେ ।

Image Courtesy: Google

ଏହା ପରେ କହିଲେ ଅଭିମନ୍ୟୁ ବହୁତ ଦିନ ବଞ୍ଚିବ ନାହିଁ କିନ୍ତୁ ମହାଭାରତ ଯୁଧରେ ସେ ବିନା କାହା ସାହାଜ୍ଯରେ ନିଜ ପରାକ୍ରମ ଦେଖେଇବ ଯାହା ଦ୍ଵାରା ଲୋକ ତାକୁ ଜନ୍ମ ଜନ୍ମ ଧରି ମନେ ରଖିବେ । ଏହା ପରେ ଅନ୍ତିମ ସର୍ତ ଏହା ଥିଲା ଯେ ଅଭିମନ୍ୟୁ ସନ୍ତାନ ପାଣ୍ଡବ ରାଜ୍ୟ ସାମରାଜ୍ୟ ଉତରାଧିକାରୀ ହବ । ତେବେ ଯୁଧିଷ୍ଠିର ସବୁଠାରୁ ବଡ ଭାଇ ଥିଲେ ଓ ତାଙ୍କ ପୁଅକୁ ରାଜା ହବାର ଥିଲା କିନ୍ତୁ ଚନ୍ଦ୍ର ଦେବଙ୍କ ସର୍ତ ମାନି ଅର୍ଜୁନ ପୁଅ ଅଭିମନ୍ୟୁ ପୁଅକୁ ରାଜ ଗଦି ଦିଆ ଯାଇଥିଲା ।

Image Courtesy: Google

ଆପଣ ମାନେ ମଧ୍ୟ ମହାଭାରତ କଥା ଜାଣିଛନ୍ତି ଓ ମହାଭାରତରେ ଅଭିମନ୍ୟୁ କେବଳ କିଛି ଦିନ ପାଇଁ ଆସିଥିଲେ କିନ୍ତୁ ସେ ସବୁଠାରୁ ଛୋଟ ଯୋଦ୍ଧା ଥିଲେ ଯିଏ ନିଜ ପରାକ୍ରମ ଦ୍ଵାରା ବହୁତ ଲୋକଙ୍କୁ ଲଜିତ କରିଥିଲେ । ତେବେ ଏହି କାରଣ ପାଇଁ ଅଭିମନ୍ୟୁ ସାହାଜ୍ଯ କରିବା ପାଇଁ ଅର୍ଜୁନ ଓ ଶ୍ରୀ କୃଷ୍ଣ ଆସିନଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button