ଜୀବନଶୈଳୀ

ପୁରୁଷ ମାନେ ରାତିରେ ଶୋଇବା ପୂର୍ବରୁ ଏହି ୨ଟି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ ? ତ ପରେ ଦେଖିବେ ଚମତ୍କାର

ଆମ ଭାରତ ଲୋକ ଆୟୁର୍ବେଦରେ ଅଧିକ ଭରସା କରନ୍ତି, ପୂର୍ବ ସମୟରୁ ଆୟୁର୍ବେଦ ଶାରୀରିକ ଦୁଃଖ କଷ୍ଟ ଦୂର କରିବାରେ ସାହାଜ୍ଯ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ଘରେ ଆପଣଙ୍କୁ ସହଜରେ ପ୍ରାପ୍ତ ହୋଇଥାଏ କିନ୍ତୁ ଏହାର ଲାଭକାରୀ ଗୁଣ ଏବଂ ଲାଭକାରୀ ଉପାୟ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ପୁରୁଷ ମାନଙ୍କୁ ସୋରିଷ ତେଲ ବ୍ୟବହାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ତାଙ୍କ ଜୀବନରେ ବହୁତ ଲାଭ ପ୍ରାପ୍ତ ହବ ।

Image Courtesy: Google

୧. ଯେଉଁ ଲୋକଙ୍କ କାନ ଦରଜ ବା ଅନ୍ୟ ଅସୁବିଧା ହୋଇଥାଏ ତାଙ୍କୁ ସୋରିଷ ତେଲ ଗରମ କରି ଦୁଇରୁ ତିନି ବୁନ୍ଦା କାନରେ ପକାଇଲେ ଆପଣଙ୍କ କାନ ଦରଜ କମିଥାଏ ଓ ଆପଣଙ୍କୁ ଆରାମ ମିଳିଥାଏ ।

୨. ଗୋଟେ ବୟସ ଆସିଲା ପରେ ସମସ୍ତଙ୍କୁ ଆଁଠୁ ଗଣ୍ଠି ବିନ୍ଧା ବିନ୍ଧି ହୋଇଥାଏ, ତେବେ ଏହି କଥା ବହୁତ କମ ଲୋକ ଜାଣିଛନ୍ତି ଯେ ସୋରିଷ ତେଲ ଆଁଠୁ ଗଣ୍ଠି ବିନ୍ଧାରେ ବହୁତ ଭଲ କାମ କରିଥାଏ ସୋରିଷ ତେଲ ରେ ରସୁଣ ପକାଇ ଗରମ କରି ଦରଜ ହୋଇଥିବା ଜାଗାରେ ଲଗାଇଲେ ଆପଣଙ୍କୁ ଆରାମ ମିଳିଥାଏ ।

Image Courtesy: Google

୩. ନାଭି ଆମ ଶରୀର କେନ୍ଦ୍ର ହୋଇଥାଏ ତେବେ ନାଭି ଦ୍ଵାରା ପୁରା ଶରୀରରେ ସଂଚାର ହୋଇଥାଏ ସେଥିପାଇଁ ଶୋଇବା ଆଗରୁ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ପକାଇଲେ ଏହା ଦ୍ଵାରା ବହୁତ ପ୍ରକାର ରୋଗ ଦୂର ହୋଇଥାଏ ଓ ଓଠ ମଧ୍ୟ କୋମଳ ହୋଇଥାଏ ।

୪. ପାଦ ତଳେ ସୋରିଷ ତେଲ ଲଗାଇ ସୋଇଲେ ଏହାର ବହୁତ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ ତେବେ ପାଦ ତଳେ ଥିବା ବଟନକୁ ଆକୁ ପ୍ରେସର କୁହାଯାଏ ରାତିରେ ଶୋଇବା ଆଗରୁ ପାଦରେ ତେଲ ଲଗାଇଲା ବେଳେ ଏହାକୁ ଦବେଇବା ଦରକାର ହୋଇଥାଏ । ଏହାକୁ ଦବେଇଲେ ମଣିଷ ଆଖି ଶକ୍ତି ଭଲ ହୋଇଥାଏ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଓ ବହୁତ ଭଲ ଅନୁଭ ହୋଇଥାଏ ।

Image Courtesy: Google

୫. ଗୋଟେ ରିସର୍ଚ ଅନୁଯାଇ ଖାଇବା ଜିନିଷରେ ସୋରିଷ ତେଲ ଉପଯୋଗ କଲେ ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ । ସୋରିଷ ତେଲରେ ଏୟୁଏଫଏ ଥାଏ ଯାହା ବ୍ଲଡ ରେ ଫ୍ୟାଟ ଲେବଲ ସଠିକ କରିଥାଏ ଓ ବ୍ଲଡ ସରକୁଲେସନ ଭଲ କରିଥାଏ ଯାହା ଦ୍ଵାରା ହୃଦୟ ସ୍ଵସ୍ଥ ରୁହେ । ସୋରିଷ ତେଲରେ ଅଲ୍ଫା ଲିନୋଲେନିକ ଏସିଡ ଥାଏ, ଯାହା ହୃଦୟର ଛୋଟ ଛୋଟ ରୋଗରୁ ବଞ୍ଚାଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button