ଏହି କାମ କଲେ ଦୁଷ୍ଟ ପିଲାବି ଭଲ ପାଠ ପଢିବେ, ଦେଖନ୍ତୁ କଣ କହୁଛନ୍ତି ବାବାଜୀ Amrutananda

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଦୁଷ୍ଟ ପିଲା କିପରି ପାଠ ପଢିପାରିବ । ଯାହାକୁ ଆମେ ଏକ କାହାଣୀ ଜରିଆରେ କହିବାକୁ ଯାଉଛୁ । ଆଜିର ସମୟରେ ମା ମାନେ ଛୋଟ ପିଲାଙ୍କୁ ମୋବାଇଲ ଦେଖାଇ ଖାଇବାକୁ ଦେଉଛନ୍ତି । ଏହି ଅଭ୍ଯାସ 2ରୁ 5 ବର୍ଷ ପିଲାଙ୍କ ଠାରେ ରହୁଛି । କିନ୍ତୁ ଯେବେ ପିଲାଙ୍କର ପଥ ପଢିବାର ସମୟ ହୋଇଯାଉଛି ସେତେବେଳେ ପିଲାଟି ମୋବାଇଲ ଛାଡିବାକୁ ରାଜି ହେଉ ନାହାନ୍ତି ।
ଅନ୍ୟ ପଟେ ପିଲା ମାନେ ବହୁତ ଦୁତ ହୋଇଥାନ୍ତି ଯାହା ପାଇଁ ପାଠ ପଦ୍ଧରେ ମନ ଲାଗେ ନାହି । ଯେଉଁ ମାନେ ସ୍ଵାତିକ ଆହାର ଖାଇଥାନ୍ତି ସେମାନଙ୍କର ମନ ସ୍ଥିର ହୋଇଥାଏ । କିନ୍ତୁ ଯେଉଁ ମାନେ ଫାଷ୍ଟ ଫୁଡ ଭଳି ଖାଦ୍ୟ ଖାଇଥାନ୍ତି ସେମାନଙ୍କର ମନ ବଇରୀମୁଖ୍ୟ, ଚଞ୍ଚଳ ଓ ତୀବ୍ର ହେବ । ସେଥିପ୍ରତି ବାପା-ମା ଧ୍ୟାନା ଦେବା ଉଚିତ । ଦୁଷ୍ଟ ପିଲାଙ୍କ ଠାରୁ ମୋବାଇଲ ଦୂରେଇ ରଖିବା ଉଚିତ ।
ଯଦି ଅଧିକ ଆବଶ୍ୟକ ଆସି ତେବେ ମୋବାଇଲ ଦିଅନ୍ତୁ କିନ୍ତୁ ନ ହେଲେ ଦାନ୍ତୁ ନାହି । ପିଲା ଜିଦି କରିଲେ ବି ତାକୁ ମୋବାଇଲ ଦେବା ଅନୁଚିତ । ଏହା ସହ ପିଲାକୁ ସାତ୍ଵିକ ଭୋଜନ ଯେମିତି ଶାଗ, ମୁଗ, ପାରିବା ଖାଇବାକୁ ଦିଅନ୍ତୁ । ଯଥା ସମ୍ଭବ ଫାଷ୍ଟ ଫୁଡ ଠାରୁ ଦୂରେଇ ରଖିବା ଉଚିତ । ନ ହେଲେ ପିଲାଟି ମାନସିକ ବିକୃତ ହୋଇଯିବ । ପିଲାର ଜିଦି କୁ ଭାଙ୍ଗିବାକୁ ସବୁବେଳେ ଚେଷ୍ଟା କରିବା ଉଚିତ ।
ପିଲାଙ୍କୁ ଯେବେ ପାଠ ପଢାଇବା ତାହାକୁ ଗପ ଆକାରରେ ପଢାଇବା ଉଚିତ । ଯେମିତି ପିଲା ଟି ପାଠକୁ ସହଜରେ ମନେ ରଖିପାରିବ । ଆଜିକାଲି ସମାଜରେ ଦେଖିବାକୁ ମିଳେ କି ବାପା-ମା ଙ୍କର ଗୋଟିଏ ପିଲା ଅଛି । ପିଲା ଜିଦି ଯାହା କରୁଛି ତାହା ବାପା ମା ପୂରଣ କରୁଛନ୍ତି ଏହା ଭାବି କି ପିଲା କଣ କରି ଦେବ କି ? କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଛୋଟ ପିଲାଟି ବାପା-ମାଙ୍କୁ ମାପି ଦେଉଛି ।
ତେଣୁ ପିଲାଙ୍କୁ ସ୍ନେହ, ଆଦର କରନ୍ତୁ, ଭଲ ପାଇବା ଦିଅନ୍ତୁ । କିନ୍ତୁ ତାର ଜିଦି ପୂରଣ କରନ୍ତୁ ନାହି । ନହେଲେ ତାର ଦୁଷ୍ଟାମି ଧୀରେ ଧୀରେ ବଢିବ ଆଉ ପାଠ ପଢିବ ନାହି । ଦୁଷ୍ଟ ପିଲାକୁ ଭଲ କରିବାକୁ ହେଲେ ସକାଳୁ ଉଠିବା ପରେ ବାପା-ମା ଙ୍କୁ ପ୍ରଣାମ କରିବା ଶିଖାନ୍ତୁ । ଏମିତି ପିଲା ସରଳ, ଭାଦ୍ର ହେବ । ଯେଉଁ ପିଲାର ମୁଣ୍ଡ ସବୁବେଳେ ବାପା-ମା ଙ୍କ ଠାରେ ନଇଁଲା ସେ ଦୁଷ୍ଟ ଥିଲେ ବି ଶାନ୍ତ ହୋଇଯିବ ।
ତେଣୁ ପିଲାଙ୍କୁ ଶିଖାଇବା ଉଚିତ ସମ୍ମାନ ଦେବା ଉଚିତ । ଦୁଷ୍ଟ ପିଲାଙ୍କୁ ଭଲ କରିବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରାଇବା ଉଚିତ । ଏହା ଦ୍ଵାରା ଧୀ-ଶକ୍ତି ବୃଦ୍ଧି ପାଇବ । ମହା ମୃତ୍ୟୁଞ୍ଜୟ ମନ୍ତ୍ର ପିଲାଙ୍କୁ ଉଚ୍ଚାରଣ କରାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।