ବିଚାର

Pintu ଥରେ ଆସି ଦେଖିଯାଅ, ଏଠି ବାର ଲୋକ ବାର କଥା କହୁଛନ୍ତି ମତେ… କିନ୍ତୁ ତମେ ମତେ କ୍ଷମା କରିଦିଅ

ଦିନ ପରେ ଦିନ ଗଡି ଯାଏ ହେଲେ ନିଜର ଲୋକ ଟିଏ ସବୁଦିନ ପାଇଁ ନିଜ ମନ ଭିତରେ ରହିଯାଏ । ବେଳେବେଳେ ନିଜ ଭୁଲ ପାଇଁ ଅନୁତାପ କରିବାକୁ ପଡିଥାଏ ତ କେତେବେଳେ ମନ କାହେ ସେହି ନିଜର ମଣିଷ ଟିଏ ପୁଣି ଥରେ ଫେରି ଆସନ୍ତାନି ମନ ଭାରି କାନ୍ଦି ଦିଅନ୍ତି କାନ ଧରି ଭୁଲ ମାଗି ଦିଅନ୍ତି । ହେଲେ ସମୟର ଶୁଅରେ ଦିନ ପରେ ଦିନ ଗଡି ଯାଏ ହେଲେ କେବେ ବି ସେହି ନିଜର ମଣିଷ ଟିଏ ଫେରି ଆସେ ନାହିଁ ।

ଆଉ ଏବେ ସେହି ଅନୁଭବ କରୁଛନ୍ତି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ । ଅନେକ ଲୋକ ଅନେକ କିଛି କହୁଛନ୍ତି । ସବୁ ସହି ଏବେ ଜୀବନରେ ଦୁଇ ଛକରେ ଛିଡା ହୋଇଛନ୍ତି । ପିଣ୍ଟୁଙ୍କ ମୃ-ତ୍ୟୁ ପରେ କିଏ ତାଙ୍କ ପରିବାରକୁ ଦାୟୀ କରୁଛି ତ ଆଉ କିଏ ନିଶା ଦ୍ରବ୍ୟକୁ କାରଣ ଦେଉଛି । କିଏ କହୁଛି ପରିବାର ଲୋକ ପାଖରେ ନ ଥିଲେ ଆଉ ଏହି କାରଣରୁ ଅଧିକ ଭାଙ୍ଗି ପଡି ଥିଲେ ପିଣ୍ଟୁ ।

ଯାହାକୁ ନେଇ ସିଧା ସଳଖ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କୁ ସିଧା ସଳଖ ଇଙ୍ଗିତ କରା ଯାଉଛି । ଆଉ ଦିନ ପରେ ଦିନ ଗଡି ଯାଇଛି । ଏହା ସହ ପିଣ୍ଟୁଙ୍କ ମୃ-ତ୍ୟୁକୁ ପୁରି ଯାଇଛି 12 ଦିନ । ସ୍ଵାମୀଙ୍କ ଫଟୋ ନିକଟରେ ଠିଆ ହୋଇ ଅନେକ କିଛି ମନ ଭିତରେ ବଖାଣି ଛନ୍ତି । ଅନେକ ସ୍ମୁତିକୁ ସାଉଁଣ୍ଟି ଛନ୍ତି ଏବଂ ନିଜର ଭୁଲ ପାଇଁ ତାଙ୍କ ଆଗରେ ଗୁହାରି ମଧ୍ୟ କରିଛନ୍ତି । ପାଖରେ ମଧ୍ୟ ଛିଡା ହୋଇଛନ୍ତି ସାନ ପୁଅ ଆଉ ବଡ ପୁଅ ।

ଯେଉଁ ପୁଅଙ୍କୁ ପିଣ୍ଟୁ କଥା ଦେଇଥିଲେ ମୁଁ ଭଲ ହୋଇ ନିଶ୍ଚୟ ଫେରିବି । ଆଉ ସବୁଦିନ ପାଇଁ ସେହି ଦୁଇ ପୁଅଙ୍କୁ ପିଣ୍ଟୁ ଠକି ଦେଇ ଚାଲି ଗଲେ । ଆଉ ଏବେ ଏକମାତ୍ର ସାହାରା ମାଆ । ମାଆଙ୍କ ପାଖରେ ଛିଡା ହୋଇ ଏବେ ବାପାଙ୍କ ପ୍ରତିଟି କଥାକୁ ମନେ ପକାଉ ଛନ୍ତି ଦୁଇ ପୁଅ । ତେବେ ଭୁବନେଶ୍ଵର ର ଏକ ମଣ୍ଡପରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଗତ କାଲି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦ୍ଵାଦଶାହ କାର୍ଯ୍ୟ ଶେଷ ହୋଇଛି ।

ସାଥି କଳାକାର ମାନେ ଉପସ୍ଥିତ ରହି ଶ୍ର-ଦ୍ଧା-ଞ୍ଜ-ଳି ଜଣାଇ ଛନ୍ତି । ଭଜନ ସମାରୋହ ସାଙ୍ଗକୁ ଶ୍ର-ଦ୍ଧା-ଞ୍ଜ-ଳି ସଭା ଆୟୋଜନ କରା ଯାଇଥିଲା ଏହି ମଣ୍ଡପ ରେ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଙ୍କ ସହ କଳାକାର ପରିବାରର ଅନେକ ସଦସ୍ୟ ସାମିଲ ହୋଇ ପିଣ୍ଟୁ ଙ୍କ ଆମର ଆ-ତ୍ମା-ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button