ରାଜନୀତି

ସାମ୍ନାକୁ ଆସିଲେ Naba Dasଙ୍କ ବୋହୂ, ଟିକେଟ ପାଇଁ ଭାଇ ଭଉଣୀ କଳିରେ ବୋହୁ ମାରିନେବେ କି ବାଜି!

ବନ୍ଧୁଗଣ ବିଧାନସଭା ଉଠୁଛି ପଡୁଛି ନବ ଦାସଙ୍କ ମୃ-ତ୍ୟୁକୁ ନେଇ । ଆଉ ସେପଟେ ଝାରସୁଗୁଡା ରାଜନୀତି ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଲାଣି । କାରଣ ଝାରସୁଗୁଡାରେ ଦୀପାଳି ଆରମ୍ଭ କରିଲେଣି ଅଘୋଷିତ ଇଲକେସନ କ୍ୟାମ୍ପେନ । ହଁ ଦର୍ଶକ ବନ୍ଧୁ ଅବସର ଥିଲା ମହିଳା ଦିବସ ପାଳନ । ନାଇକଡା ମିନି ଷ୍ଟାଡିୟମରେ ବିରାଟ ସମାବେଶର ଆୟୋଜନ ହୋଇଥିଲା ।

ହଜାର ହଜାର ମହିଳା ହୋଇଥିଲେ ଉପସ୍ଥିତ ଏହି ସମାବେଶରେ । ଆଉ ଠିକ ଏତିକି ବେଳେ ଏକ ରୋଚକ ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଦାସ ପରିବାର ବୋହୂଙ୍କୁ ଦେଖିଥିଲା ସାରା ଓଡିଶା । ନବ ଦାସଙ୍କ ବୋହୂ ଆଉ ବିଶାଳ ଦାସଙ୍କ ସ୍ତ୍ରୀ । ଏହା ପୂର୍ବରୁ ଗଣାମଧ୍ୟମ ଆସାମନାକୁ କେବେ ଆସି ନ ଥିବା ନବ ଦାସଙ୍କ ବୋହୂ ଆସିଥିଲେ ସାମ୍ନାକୁ । ଆଉ ଏହା ସହ ସାମନାକୁ ଆସିଥିଲେ ଦୀପାଳି ।

ମଞ୍ଚ ଉପରେ ଥିଲେ ନବ ଦାସଙ୍କ ଝିଅ ଓ ବୋହୂ । ଭଲ କରି ଦେଖି ନିଅନ୍ତୁ ଏ ହେଉଛନ୍ତି ନବ ଦାସଙ୍କ ବୋହୂ । ଏବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବା ପାଇଁ ବାପା ସବୁବେଳେ ଦୀପାଳିଙ୍କୁ ଝାରସୁଗୁଡା ମଙ୍ଗ ଧରିବେ ବୋଲି ସ୍ଵପ୍ନ ଦେଖୁଥିଲେ । ସେଥିପାଇଁ ବାପାଙ୍କ ଇଛା ପୂରଣ ହେଉ ଏମିତି କିଛି କଥା କହିଥିଲେ ନବ ଦାସଙ୍କ ବୋହୂ ଅବା ବିଶାଳ ଦାସଙ୍କ ଶ୍ରୀ ।

ଏବେ ଝାରସୁଗୁଡାରେ ଚର୍ଚ୍ଚା ହେଉଛି ଅଗାରୁ କେବେ ସାମ୍ନାକୁ ନ ଆସିଥିବା ନବ ଦାସଙ୍କ ବୋହୂ ଏବେ କାହିଁକି ଆସିଲେ ? କଥା ହେଉଛି ଏବେ କୁଆଡେ ଟିକେଟକୁ ନେଇ ଦାସ ପରିବାର ଭିତରେ ଝଡ ଉଠୁଛି । କିଏ ପାଇବା ଟିକେଟ ପୁଅ ବିଶାଳ ନା ଝିଅ ଦୀପାଳି । କାହା ଉପରେ ଭରସା କରିବ ବିଜୁ ଜନତା ଦଳ ? କାହାକୁ ମିଳିବ ବିଜୁ ଜନତା ଦଳର ଟିକେଟ । କିଏ ଲଢିବ ଝାରସୁଗୁଡା ବାସୀଙ୍କ ପାଇଁ ?

କିଏ ବାପାଙ୍କ ସ୍ଵପ୍ନ ପୂରଣ କରିବ ? ହଠାତ ବିଶାଳଙ୍କ ସ୍ତ୍ରୀ କ୍ୟାମେରା ଆଗକୁ ଆସି ପ୍ରତିକ୍ରିୟା ଦେବା ଆଉ ତା ପରେ ଦୀପାଳିଙ୍କୁ ବାପା ଚାହୁଁଥିଲେ ନେତୃତ୍ଵ ନେବା ପାଇଁ କହିବା ଯାହାକୁ ନେଇ ଏବେ ଚର୍ଚା ହେଉଛି । ଏହା ଏଥିପାଇଁ ଚର୍ଚ୍ଚା ହେଉକି କି ନବ ଦାସଙ୍କ ବୋହୂ ବାହାର ରାଜ୍ୟର ଜଣେ ପ୍ରତିସ୍ଥିତି ବ୍ୟବସାୟୀଙ୍କ ଝିଅ ।

ତେବେ ଏବେ ଚର୍ଚ୍ଚା ଦାଣ୍ଡରେ ପଡି ହାତରେ ଗଡିଲାଣି କି ଭାଇ ଭଉଣୀ କଳିରେ ବାଜି ମା-ରି ନେଇଯିବେନି ତ ଭାଉଜ ? ଆଉ ଏପଟେ ଦୀପାଳିଙ୍କ ଭାଉଜ କ୍ୟାମେରା ଆଗକୁ ଆସି ମଞ୍ଚ ଉପରେ ବସିଲେଣି ଆଉ ଭାଷଣ ଦେଇ କହୁଛନ୍ତି ବାପା ସ୍ଵପ୍ନ ଦେଖିଥିଲେ ଦୀପାଳି ଝାରସୁଗୁଡାର ମଙ୍ଗ ଧରୁ । ଏମିତି କିଛି କହିବା ପରେ ଲୋକେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି । ଦେଖିବାକୁ ବାକି ରହିଲା ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ଦୀପାଳି ଆରମ୍ଭ କରିଥିବା ଇଲେକ୍ସନ କ୍ୟାମ୍ପନର କଣ ପଡୁଛି ଫାଇଦା, କିଏ ଧରିବ ବାଜି ?

Related Articles

Leave a Reply

Your email address will not be published. Required fields are marked *

Back to top button