ଜ୍ଵାଇଁ ପାଇଁ ଯମପୁର ଶ୍ଵଶୁର ଘର, ଏହି ସମନ୍ୟା କାରଣ ପାଇଁ ଶଶୁର ଶ୍ଵଶୁର ଘର ଲୋକେ ମାରିଲା ଜ୍ଵାଇଁକୁ… କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ଜ୍ଵାଇଁ ଯାଇଥିଲା ଶ୍ଵଶୁର ଘର । ଭାବିଥିଲା ଜ୍ଵାଇଁ ଚର୍ଚ୍ଚା ପାଇବ କେତେ କଣ ଖାଇବ । ହେଲେ ସବୁ କିଛି ଓଲଟ ପାଲଟ ହୋଇଗଲା । କାରଣ ଶ୍ଵଶୁର ଘର ଲୋକେ ଜ୍ଵାଇଁଙ୍କୁ ପି-ଟି ପି-ଟି ମା-ରି-ଦେ-ଲେ । ଏମିତି ସ-ଙ୍ଗି-ନ ଓ ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଛି ବଲାଙ୍ଗୀର ଖପରାଖୋଲା ଚାପିରିପାଲି ଗାଁ ରୁ । ଜ୍ଵାଇଁଙ୍କୁ ହ-ତ୍ୟା କରିଲେ ଶ୍ଵଶୁର ଘର ଲୋକେ । ଖାଲି ହ-ତ୍ୟା କରିଲେ ତାହା ନୁହେଁ ବରଂ ମୃ-ତ ଦେହକୁ ଏମିତି ଅଖା ବସ୍ତାରେ ପୁରାଇ ରଖିଲେ । ଭାବିଲେ କେହି କିଛି ଜଣାଇପାରିବେ ନାହି କିନ୍ତୁ ସବୁ ଖେଳକୁ ଭଣ୍ଡୁର କରି ଦେଲା ପୋଲିସ । ହ-ତ୍ୟା କଥା ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ । ପୋଲିସ ପହଞ୍ଚି ଯେଉଁ ଅଖାରେ ମୃ-ତ ଦେ-ହ ରହିଥିଲା ତାକୁ ଜବତ ମଧ୍ୟ କରିଲା ।
ତେବେ ଶ୍ଵଶୁର ଘର ଲୋକେ ହ-ତ୍ୟା ଘଟଣାକୁ ଲୁଚାଇବାକୁ କରିଥିଲେ ମାଷ୍ଟର ପ୍ଳାନ । ବଲାଙ୍ଗୀର ଜିଲ୍ଲା ଖପରାଖୋଲା ଥାନା ଚାପିଋପାଲି ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଡି ରେ ଅଖା ଆଉ ଭିତରେ ମଣିଷ ଶ-ବ ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ହଁ ଦର୍ଶକ ବନ୍ଧୁ ଅଖା ଭିତରେ ଅଛି ମଣିଷର ଶ-ବ । ଶ୍ଵାଭାବିକ ମୃ-ତ୍ୟୁ ନୁହେଁ ବରଂ ହୋଇଛି ହ-ତ୍ୟା । ମୃ-ତ-କ ଙ୍କ ନାଁ ହେଉଛି ରୁଦ୍ର ମେହେର ।
ତାଙ୍କ ଘର ବରଗଡ ଜିଲ୍ଲା ପଦ୍ମପୁର ଥାନା ଗଡଭାଡିପଡା ଗାଁ ରେ । ଶ୍ଵଶୁର ଘରକୁ ଆସିଥିଲେ ରୁଦ୍ର । କାରଣ ସ୍ତ୍ରୀ ସରୋଜିନୀ ଥିଲେ ଶ୍ଵଶୁରର ଘରେ । ଗତ 6 ମାସ ତଳେ ପୁଅ ଜନ୍ମ ବି ହୋଇଥିଲା । ଆଗରୁ 7 ବର୍ଷର ଝିଅ ବି ଥିଲା । ହେଲେ ଶ୍ଵଶୁର ଘରେ ସ୍ତ୍ରୀ ଥିବାରୁ ତାଙ୍କୁ ନେବାକୁ ଆସିଥିଲେ ରୁଦ୍ର । ଶ୍ଵଶୁର ଘରେ ମାସେ ରହିବା ପରେ ମ-ଦ ପିଇ ପାଟି କରୁଥିଲେ ରୁଦ୍ର ।
ଅନେକ ସମୟରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଜୋରସୋର ରେ ଝଗଡା ହୁଏ । କିନ୍ତୁ ଏହି ଝଗଡାକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ପୁରା ମାଷ୍ଟର ପ୍ଳାନ କରିଥିଲେ ଶ୍ଵଶୁର ଘର ଲୋକ । ହ-ତ୍ୟା ପରେ ଶ-ବ କୁ ଅଖା ଭିତରେ ଭର୍ତ୍ତି କରିଥିଲେ । ଆଉ ବାହାରେ ପିନ୍ଧି ଦେବକାଉ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ସନ୍ଦେହ କରି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଲେ । କାରଣ ଅଖା ଭିତରେ ଶ-ବ ଥିଲା ।
ଟଣାକୁ ନେଇ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଆଉ ସେପଟେ ସ୍ତ୍ରୀ କହିଛନ୍ତି ସେ ସବୁବେଳେ ପାଟିତୁଣ୍ଡ କରୁଥିବାରୁ ଗାଁ ଲୋକେ ପି-ଟି ପି-ଟି ହ-ତ୍ୟା କରିଛନ୍ତି । କିନ୍ତୁ ରୁଦ୍ରଙ୍କ ଭାଇ କହିଛନ୍ତି ଭାଇଙ୍କୁ ହ-ତ୍ୟା କରା ଯାଇଛି । ହ-ତ୍ୟା ଘଟଣାରେ ସ୍ତ୍ରୀ, ଶ୍ଵଶୁର, ଶାଶୁ, ଶଳା କୁ ଥାନାରେ ଅଟକ ରଖିକି ତଦନ୍ତ କରୁଛି ପୋଲିସ । ହ-ତ୍ୟାରେ ବ୍ଯବହୃତ କାଠ ଫାଳିଆକୁ ଜବତ କରିଛି ପୋଲିସ । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।