ରାତିରେ ଶୋଇବା ସମୟରେ ଭୁଲରେ ବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି 6 ଟି ଜିନିଷ ହୋଇପାରେ ଶୀଘ୍ର ମୃତ୍ୟୁ…

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ର ପ୍ରମୁଖ ଗୁରୁତ୍ଵ ରହିଛି । ଆମ ଚର୍ତୁପାର୍ଶ୍ଵ ଥିବା ବାସ୍ତୁ ଭଲ ଓ ମନ୍ଦ ପ୍ରଭାବକୁ ନିଦ୍ଧାରଣ କରିଥାନ୍ତି । ଆଧୁନିକ ଯୁଗର ଲୋକମାନେ ଏହାକୁ ବିଶ୍ଵାସ କରନ୍ତି ନାହିଁ । ମାତ୍ର ଆମ ଆଖପାଖରେ ଯଦି ବାସ୍ତୁ ଠିକ ଥାଏ ତେବେ ଘରେ ସୁଖ ଶାନ୍ତି ବଜାୟ ହୋଇ ରହିଥାଏ । ଘରେ ବସ୍ତୁ ଠିକ ସ୍ଥାନରେ ଥାଏ ତେବେ ଖରାପ ପ୍ରଭାବ ଘର ଭିତରକୁ ସହଜରେ ପ୍ରବେଶ କରିପାରନ୍ତି ନାହିଁ ।
ଆପଣ ଦେଖିଥିବେ ଘରେ ଯେଉଁ ଜିନିଷ ଯେଉଁଠି ରହିବା କଥା ତାହା ଯଦି ଭୁଲ ସ୍ଥାନରେ ରଖାଯାଏ । ତେବେ ତାହାର କୁ ପ୍ରଭାବ ଘର ଉପରେ ନିଶ୍ଚୟ ପଡିଥାଏ । ଆଜି ଆମେ ଆପଣମାନଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇଲା ବେଳେ ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ଛଅ ଟି ଜିନିଷ । ସେହି ସବୁ ଜିନିଷ କଣ ହୋଇଥାଏ ତାହା ଆମେ ଆଜି ଜାଣିବା ।
ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ଆମ ଦ୍ଵାରା ଏମିତି କିଛି ଭୁଲ ହୋଇଥାଏ ଯାହା ଦ୍ଵାରା ଆମ ଜୀବନ ରେ ବିପଦ ଆସିଥାଏ । ମଣିଷକୁ ଶଉଥିବା ଥିବା ସମୟରେ ଏହି ଜିନିଷ କୁ ପାଖର୍ରେ ରଖିବା ଅନୁଚିତ୍ ଅଟେ । କାରଣ ଏଥିରୁ ବାହାରୁଥିବା ନାକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ କୁପ୍ରଭାବ ପକେଇଥାଏ । ମଣିଷ କୁ ଶୋଇବା ବେଳେ ପାଦକୁ ଉତ୍ତର ପୂର୍ବ ଓ ମୁଣ୍ଡ କୁ ଦକ୍ଷିଣ ଦିଗରେ ରଖିବା ଉଚିତ୍ ।
ବିପରୀତ ଦିଗରେ ରଖିବା ଭୁଲ ନାକାରାତ୍ମ ଊର୍ଜା ଆମ ମଧ୍ୟ କୁ ପଶିଥାଏ । ଶୋଇବା ସମୟ ରେ ମୁଣ୍ଡ ପାଖରେ ପାଣି ରଖିବା ଭୁଲ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ତର ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ଶୋଇବା ବେଳେ ଖଟ ତଳେ ଜୋତା ଚପଲ ରଖିବା ଦ୍ଵାରା ଆମେ ନାକାରାତ୍ମକ ଶକ୍ତି ଆମନ୍ତ୍ରଣ କରିଥାଉ ।
ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ ହୋଇଥାଏ । ଆଶା କରେ ଆପଣ ଏହି ସବୁ ବିଷୟକୁ ମାନିବେ ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଲେ । ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ ।