ବନ୍ଧୁଗଣ ଆପଣଙ୍କ ଆଗରେ ରହିଛି 4ଟି ସିଂହର ଚିତ୍ର । ଆପଣ ଏହି ନମ୍ବର କୁ ଧ୍ୟାନରେ ଦେଖନ୍ତୁ । ଆପଣଙ୍କୁ ଏହି 4ଟି ନମ୍ବର ମଧ୍ୟରୁ ଯେଉଁ ଗୋଟେ ଅଧିକ ଆକର୍ଷିତ କରୁଛି ତାହାକୁ ଚୁଜ କରନ୍ତୁ । ଆମେ ଆପଣଙ୍କୁ କହିବୁ କେଉଁ ଖୁସି ଖବର ମିଳିବାକୁ ଯାଉଛି । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଏହା ଆପଣଙ୍କ ସହ କନେକ୍ଟ ହେବ ସେମିତି କିଛି ମାନେ ନାହି । ଆପଣଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଆସିବ, କେଉଁ ସୌଭାଗ୍ୟ ଆସୁଛି ତାହା ଜାଣିବାକୁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।1- ପ୍ରଥମ ନମ୍ବର : ଆପଣ ପ୍ରଥମ ନମ୍ବର ବାଛିଥିଲେ ଆପଣଙ୍କ ପାଇଁ ବ୍ରମ୍ହାଙ୍କ ର କାର୍ଡ ରହିଛି । ଆପଣ ଜୀବନରେ କର୍ମ ଅନୁଯାୟୀ ଫଳ ପାଇବେ । ଆପଣ ନିଜ ଭାଗ୍ଯର ନିର୍ମାତା ଅଟନ୍ତି । ଆପଣଙ୍କ ଭାଗ୍ୟରେ ସବୁ କିଛି ମିଳିବାକୁ ଯାଉଛି । Alpha Pain Relief Oil पुराने से पुराने दर्द को कम करे तस्वीर पर क्लिक कीजिये और जानें ଆପଣ ଯେଉଁ କାମ କରିବେ ସେଥିରେ ସଫଳ ହେବେ । ବହୁତ ଜଲ୍ଦି ଆପଣଙ୍କୁ ସେହି ସଫଳତା ମିଳିବାକୁ ଯାଉଛି । ଆପଣ ଯେତେ ପରିଶ୍ରମ କରିଛନ୍ତି ତାହାର ପରିଣାମ ନିଶ୍ଚୟ ପାଇବେ । ଆପଣଙ୍କୁ ସେହି ଅବସର ମିଳିବ ଯାହା ଆପଣଙ୍କ ଜୀବନରେ ବହୁତ ବଡ ଲାଭ ଆଣି ଦେବ । 2- ଦ୍ଵିତୀୟ ନମ୍ବର : ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଥିଲେ ଆପଣଙ୍କ ପାଇଁ ହନୁମାନ ଜି ଙ୍କ କାର୍ଡ ରହିଛି । ଆଗାମୀ ସମୟରେ ଆପଣଙ୍କୁ ଏକ ଶକ୍ତି ଅନୁଭବ ହେବ । ଆପଣ କହିବେ ମୁଁ ଏଟା କରିଦେବୀ ସେଟା କରିଦେବୀ ଯାହା ଆଗରୁ ହେଉନ ଥିଲା । ଆଳସ୍ୟ ତ୍ୟାଗ କରି କାମରେ ଧ୍ୟାନ ଦେବେ । ଆପଣ ଲୋକଙ୍କ ସହ କମ୍ପେୟାର କରିବେ ନାହି । ଆପଣ ଲୋକଙ୍କର ଭଲ ଚିନ୍ତା କରିବେ । ଆପଣ ଭକ୍ତି ଆଡକୁ ଅଗ୍ରସର ହେବେ । ପୂଜା ପାଠରେ ମନ ଲଗାଇବେ । ଆପଣଙ୍କୁ ଆଗାମୀ ସମୟରେ ସଫଳତା ମିଳିବାକୁ ଯାଉଛି । Alpha Pain Relief Oil भयंकर कमर दर्द से मिलेगी राहत, वो भी सिर्फ 7 दिनों में | आजमाएं और जानें 3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୟନ କରିଥିଲେ ଆପଣଙ୍କ ପାଇଁ ଯେଉଁ କାର୍ଡ ଅଛି ତାହା ଆଗାମୀ ସମୟରେ ବହୁତ କିଛି ନେଇକି ଆସୁଛି । ଏବେ ଯାଏଁ ଆପଣ ଜୀବନରେ ଯାହା ଶିଖିଛନ୍ତି ସେଥିରୁ ଶିକ୍ଷା ନେଇ ଜୀବନରେ ଆଗକୁ ବଢିଲେ ବେହତର ହେବ । ଆପଣ ଏହା ଫଲୋ କରିଲେ ବହୁତ ଭଲ ଭବିଷ୍ୟତ ରହିଛି । ଆଗାମୀ ସମୟରେ ଆପଣ ନିଜକୁ ପଜେଟିଭ ଅନୁଭବ କରିବେ । 4- ଚତୁର୍ଥ ନମ୍ବର : ଆପଣ ଚତୁର୍ଥ ନମ୍ବର ଚୁଜ କରିଥିଲେ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଛି । ପ୍ରେମ ଆସୁଛି ଆପଣଙ୍କ ଜୀବନରେ । ଆପଣ ନିଜକୁ ରିଲାକ୍ସ ଅନୁଭବ କରିବେ । ଆପଣଙ୍କ ଯାହା ବି ସମ୍ପର୍କ ଥିଲା ସେଥିରେ ସୁଧାର ଆସିବ । ଆପଣଙ୍କ ଲଭ ଲାଇଫ ପାଇଁ ଆଗାମୀ ସମୟ ଭଲ ଅଛି । ଆପଣ ଜରୁରୀ କାମ ନିଜେ କରିବେ । ନିଶ୍ଚୟ ଆପଣ ସଫଳତା ପାଇବେ ।

ବନ୍ଧୁଗଣ ଆଜିର ସମୟରେ ଏୟାର କ୍ଵାଲିଟିର ଅବସ୍ଥା ପ୍ରାୟତଃ ସମସ୍ତେ ଜାଣିଛନ୍ତି । କେବେଳ ମେଟ୍ରୋ ସିଟି ନୁହେଁ ବରଂ ଛୋଟ ବଡ ସହର ଓ ଗାଁରେ ଏୟାର କ୍ଵାଲିଟି ବହୁତ ଖରାପ ହୋଇ ଗଲାଣି । ଏହି କାରଣରୁ ଭାରତରେ ଅନେକ ଲୋକଙ୍କୁ ବ୍ରିଥିଙ୍ଗ ସମସ୍ଯା ଓ ଅନେକ ପ୍ରକାରର ଫୁସଫୁସ ଜନିତ ସମସ୍ଯା ଦେଖା ଯାଉଛି ।
ଆଜି ଆମେ ଆପଣଙ୍କୁ କହିବୁ ଏକ ନ୍ୟାଚୁରାଲ, ହର୍ବାଲ ଟି ବା ଚାହା ବିଷୟରେ ଯାହା ଆପଣଙ୍କ ଘରେ ମିଳୁଥିବା ସାମଗ୍ରୀ ସାହଯ୍ୟରେ ଆପଣ ବନାଇ ପାରିବେ । ଏହି ଟି ଆପଣଙ୍କ ଫୁସଫୁସକୁ ସଫା ରଖିବା ସହ କାପାସିଟି ବଢାଇବ, ଜମା ହୋଇଥିବା କଫ ଆଦି କୁ କ୍ଲିୟର କରିବ । ଏହି ରେମେଡି ତିଆରି କରିବା ଆବଶ୍ୟକ ଅଦା, ଲେମ୍ବୁ, ଯଷ୍ଟି ମଧୁ, ବଡ ଗୁଜୁରାତି ବା ଅଳେଇଚ ଓ ମହୁ ।
ଏହି 5ଟି ସାମଗ୍ରୀ ଦ୍ଵାରା ଆପଣ ଏହି ରେମେଡି ବନାଇବେ । ଏଥିରେ ବ୍ୟବହୃତତ ହେଉଥିବା ଅଦା ଆମ କଫ କୁ ଦୂର କରିବାରେ କାମ କରିଥାଏ ଏବଂ ନିଶ୍ଵାସ ନେବାରେ ସାହାଜ୍ଯ କରିଥାଏ । ଯଷ୍ଟି ମଧୁରେ ଆଣ୍ଟି ଭାଇରାଲ ଓ ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ । ଆମ ଫୁସ୍ଫୁସରେ ଜମା ଥିବା କଫକୁ ପତଳା କରି କାଢିବାରେ ସାହାଜ୍ୟ କରେ ।
ଏହା ଏୟାର ୱୀଥ କୁ ରିଲାକ୍ସ କରେ ଯାହା ଦ୍ଵାରା ଆସ୍ଥମା ଭଳି ସମସ୍ଯା ଦୂର ହୋଇଥାଏ । ଲେମ୍ବୁରେ ଭିଟାମିନ-ସି ମିଳିଥାଏ ଯାହା ଇମ୍ୟୁନିଟି କୁ ବୁଷ୍ଟ କରିଥାଏ । ବଡ ଅଳେଇଚ ଗଳାର ସଂକ୍ରମଣ କମ କରିବା ସହ କାସ, କଫ ଦୂର କରିଥାଏ । ମହୁ ଜମିଥିବା କଫ କୁ ପତଳା କରି କାଢିବାରେ ସାହାଜ୍ଯ କରିଥାଏ । ମହୁ ରେ ଆଣ୍ଟି ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ ଯାହା ଫୁସଫୁସ କୁ ସୁସ୍ଥ ରଖିଥାଏ ।
ଏହି ରେମେଡି ତିଆରି କରିବା ପାଇଁ ଦେଢ କପ ପାଣି ନିଅନ୍ତୁ । ପାଣି ଫୁଟିବା ପରେ ଏଥିରେ ଏକ ଚାମଚ କଟା ଅଦା ପକାନ୍ତୁ । ଏହା ପରେ ଏକ ଇଞ୍ଚ ଲମ୍ବର ଗୋଟିଏ ଯଷ୍ଟି ମଧୁ ପକାନ୍ତୁ । ତା ପରେ ବଡ ଅଳେଇଚ ପକାନ୍ତୁ । ଏହାକୁ 5 ରୁ 7 ମିନିଟ ଯାଏଁ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଛାଣି ଦିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ଆଡ କରନ୍ତୁ । ଏହା ପରେ ଏକ ଚାମଚ ମହୁ ଆଡ କରନ୍ତୁ ।
ଏହି ଚାହା କୁ ଆପଣ ଉଷୁମ ଉଷୁମ ସେବନ କରି ପାରିବେ । ଦିନକୁ 2 ଥର ଏହାର ସେବନ କରନ୍ତୁ । ସକାଳେ ବା ସନ୍ଧ୍ୟା ରେ କିମ୍ବା ଆପଣଙ୍କୁ ଯେବେ ବି ସମୟ ମିଳିବ ଆପଣ ଏହି ଚାହା କୁ ବନାଇ ସେବନ କରି ପାରିବେ । ଏଥିରୁ ଆପଣଙ୍କର ଫୁସଫୁସ ସୁସ୍ଥ ରହିବା ସହ ଜମା ଥିବା କଫ ଦୂର ହେବ