ଓଡିଶା

ଦେଖରେ ଗୋପାଳ ମା-ରି-ଦେଲା, ମାରିବା ବେଳେ ଜଳୁଛି Gopalର ଆଖି, ବେକର ଶିରା ପ୍ରଶିରା ବାହାରି ପଡିଛି… ଦେଖନ୍ତୁ Video

ନମସ୍କାର ଦର୍ଶକ ବନ୍ଧୁ ,ନବ ଦାସଙ୍କ କେସ ରେ ଆପଣମାନଙ୍କ ଆଗକୁ ଆସିଛି ଏଭଳି ଏକ ଦୃଶ୍ୟ ଯାହା କୁ ଦେଖିଲେ ଆପଣମାନେ ହେଇଯିବେ ଚର୍ମକୃତ । ନ ଦେଖିଥିବା ବ୍ୟକ୍ତି ଦେଖନ୍ତୁ ଏହି ହେଉଛି ଗୋପାଳ ଦାସ ନବଙ୍କ ଛାତିର bandhuk ଫୋଟ କହୁଛି ମୁଁ ଆଜି ମନ୍ତ୍ରୀକୁ ମା-ରିବି ହିଁ ମା-ରିବି । ଏହି ଫୋଟ କୁ ଭଲଭାବରେ ଦେଖନ୍ତୁ ଦୁଇ ହାତରେ ଜାବୁଡି ଧରିଛି bandhukକୁ ସିଧା ଛାତି ପାଖରେ ରଖି ଜୋର ସେ ମୁଠାଇ ଧରିଛି ଯାହା ଅବି ବାଇରାଲ୍ ହେଉଛି ସୋଶିଆଲ୍ ମିଡିଆରେ ।

ଦର୍ଶକ ବନ୍ଧୁ ଦେଖୁଥିବେ ଯେତେ ବେଳେ ବନ୍ଧୁ କର ଟ୍ରିଗର ଦବାଉଛି ତେବେ ହାତର ସିରା ଗୁଡିକ ବି ଟାଣି ହେଇଯାଉଛି । ଗୋପାଳ bandhukକୁ ଏ ଭଳି ଟାଣ କରି ଧରିଛି ଯେ ଶରୀର ଶିରା ପ୍ରଶିରା ମାଂସ ପେଶୀ ଟାଣି ହୋଇଯାଉଛି । ଆଖିରେ ଜଳୁଛି ଥର ଥର ନିଆ ଆଜି ସେ ଯେମିତି ହେଉ ନ ପଛେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ କୁ gullee କରି ମା-ରିବ ।

ଆପଣମାନେ ଦେଖିବାକୁ ପାଇବେ ଏହି ଦୃଶ୍ୟ ସେହି ଦିନର ଯେବେ ସମସ୍ତକ ସମୁଖରେ ସମସ୍ତ ଦେଶ ବାସୀଙ୍କ ଉପସ୍ଥିତିରେ ମ-ରିଥିଲା ନବ ଦାସଙ୍କୁ ଏବେ ଅଭିଯୁକ୍ତ ଚୌଦୁଆର ଜେଲ ରେ ଅଛି ଗୋପାଳ ସେଠାରେ ଗୋପାଳଙ୍କ ମାନସିକ ସମ୍ବନ୍ଧୀୟ ଚିକିସ୍ରା କରାଯାଉଅଛି । କିନ୍ତୁ ଏହି ଫଟୋ ଏକ ନିର୍ଦର୍ଶନ ଅଟେ ଯେ ଗୋପାଳ ହିଁ bandhuk ଚଳେଇଛି ନବ ଦାସଙ୍କ ଉପରେ ଏହି ଫୋଟ ରେ ସଫା ଭାବରେ ଦେଖିବାକୁ ପାଇବେ କି ଗୋପାଳ ହିଁ ଦୋଷୀ ଅଟେ ।

ଏହି ହେଉଛି ସେହି ଏସଆଇ ବହିଷ୍କୃତ ଅଭିଯୁକ୍ତ ଗୋପାଳ ଦାସ । ଏହି ଫଟୋ ମଧ୍ୟମରେ ଦେଖିବାକୁ ପାଇବେ ଯେ ଗୋପାଳ ନିଜ ମନରେ ଏଭଳି କିଛି ପ୍ରତିଜ୍ଞା ଦୃଢ ସଂକଳ୍ପ ନେଇକି ଯାଇଛି ଯେ ସେ ଆଜି ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଯେ କୋଣସି ପରିସ୍ଥିତିରେ ଛାଡିବ ନାହିଁ । ଏହି ଯୋଗୁ ସେ ତାଙ୍କ ବହୁତ ନିକଟରେ ଛିଡା ହୋଇଥିଲା । ସମସ୍ତେ ତାହାଙ୍କୁ ସମ୍ମାନିତ କରିଥିବା ସମୟରେ ନିଜର ପ୍ରତିଜ୍ଞାକୁ ସଫଳ କରିଥିଲା ।

ଏହାର ଏକ ସତ୍ୟ ଚିହ୍ନ ହେଛି ଏହି ଫଟୋ ଏଥିରେ ସ୍ପଷ୍ଟ ଭାବରେ ଦେଖିପାରୁଛୁ କି ଚୌଦୁଆର ଜେଲ ରେ ଥିବା ଅଭିଯୁକ୍ତ ମାନସିକ ଚିକିସ୍ରା କରାଯାଉଥିବା ଗୋପାଳ ଦାସ ହିଁ ଅଭିଯୁକ୍ତ ଅଟନ୍ତି । ବନ୍ଧୁଗଣ ଏହି ଘଟଣା ଉପରେ ଆପଣମାନଙ୍କ ମତ କ’ଣ ଆମମାନଙ୍କୁ କମେଣ୍ଟ ମାଧମରେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button