ଜୀବନଶୈଳୀ

ବୀନା କାରଣ ରେ ଆସୁଅଛି ରାଗ ତାହେଲେ ଏହି ବାସ୍ତୁ କଥା ଜାଣି ରଖନ୍ତୁ

କେତେ ଥର ଏମିତି ହୁଏ ଆପଣ ବିନା କାରଣ ରେ ଘରେ ଝଗଡା କରନ୍ତି, ଏବଂ ଘରେ ଅଶାନ୍ତି ହୋଇଥାଏ ଆପଣଙ୍କ ମନ ସବୁ ବେଳେ ଚିଡ ଚିଡ ହୋଇଥାଏ ଓ ଆପଣ ଘର ଲୋକଙ୍କ ଉପରେ ବିନା କାରଣ ରେ ରାଗି ଥାନ୍ତି । ଯଦି ଆପଣଙ୍କ ରାଗ ଉପରେ ଆପଣଙ୍କ ନିୟନ୍ତ୍ରଣ ରହୁ ନାହିଁ, ତାହେଲେ ବାସ୍ତୁ ଶାସ୍ତ୍ର ଏହି ଉପାୟ କରନ୍ତୁ ଘରେ ଶାନ୍ତି ଏବଂ ସୁଖ ଆସିବ ଓ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରହିବ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଆପଣ ନିଜ ରାଗକୁ କମେଇବା କୁ ଚାହନ୍ତି ତାହେଲେ ନିଜ ଘରେ ନାଲି ରଙ୍ଗ ଜିନିଷ କମ ବ୍ୟବହାର କରନ୍ତୁ ଯେମିତି କି କବାଟ, ବେଡସିଟ ଓ ଫର୍ନୀଚର ନାଲି ରଙ୍ଗର ରଖନ୍ତୁ ନାହିଁ ।

ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ଘର ଅସନା ରହିବା ରାଗର ଏକ ମୁଖ୍ୟ କାରଣ ଅଟେ, ଯଦି ଆପଣ ନିଜ ଘରକୁ ସଫା ଓ ସଜାଇ ରଖିବେ ତାହେଲେ କିଛି ଦିନ ଭିତରେ ଆପଣ ଅନୁଭବ କରିପାରିବେ ଯେ ଆପଣଙ୍କ ରାଗ ନିୟନ୍ତ୍ରଣ ରେ ରହୁଛି ।

ଘର ପୂର୍ବ ଦିଗ ରେ ପ୍ରତ୍ୟକ ଦିନ ଦୀପ ଜାଳନ୍ତୁ, ଏବଂ ଏହି ଦିଗ ରେ ଅତ୍ୟଧିକ ଜିନିଷ ରଖନ୍ତୁ ନାହିଁ । ଏମିତି କଲେ ଆପଣଙ୍କ ରାଗ ନିୟନ୍ତ୍ରିତ ହେବ ଏବଂ ଘରେ ସୁଖ ସମୃଦ୍ଧି ଆସିବ ।

ଯଦି ଆପଣଙ୍କୁ ସକାଳ ସମୟ ରେ ଅଧିକ ରାଗ ହେଉଛି ତାହେଲେ ଆପଣ ନୀତି ଦିନ ସକାଳ କାମ ସାରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ, ଏହା କଲେ ଆପଣଙ୍କ ରାଗ ବି କମିବ ଏବଂ ସ୍ୱାସ୍ଥ୍ୟ ବି ଭଲ ରହିବ ।

ତେବେ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ରାଗ ଶାନ୍ତ ହେଉ ଓ ଘରେ ବାତାବରଣ ଠିକ ରହୁ ନିଶ୍ଚିତ ଏହି ସବୁ ଟିପ୍ସକୁ କାମରେ ଲଗାନ୍ତୁ ଦେଖିବେ କିଛି ଦିନ ଭିଆତରେ ଆପଣ ଫଳ ନିଶ୍ଚୟ ପାଇବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button