ଶିକ୍ଷା

General Knowledge Q&A; କେଉଁ ଫଳ ଭିତରେ ବିଷ ଥାଏ?

ବନ୍ଧୁଗଣ ନମସ୍କାର, ତେବେ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଜ୍ଞାନ ର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ଜ୍ଞାନ ବିନା ମନୁଷ୍ୟ ତୁଚ୍ଛ ସାବ୍ୟସ୍ତ ହୋଇଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନୋତ୍ତର ସମ୍ବନ୍ଧରେ। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଏହାର ଉତ୍ତର ସମ୍ବନ୍ଧରେ।

୧. ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ କମ ବର୍ଷା ହୁଏ?
ଉତ୍ତର- ରାଜସ୍ଥାନ।

୨. ଭାରତର ଜାତୀୟ କ୍ରୀଡା ଦିବସ କେବେ ପାଳନ କରାଯାଏ?
ଉତ୍ତର- ଅଗଷ୍ଟ ୨୯ ତାରିଖରେ।

୩. କେଉଁ ଦେଶରେ ହଳଦିଆ ନଦୀ ପ୍ରବାହିତ ହୋଇଥାଏ?
ଉତ୍ତର- ଚୀନ।

୪. ବିଶ୍ଵ ର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥ ର ନାମ କଣ?
ଉତ୍ତର- ୟୁରାନିୟମ।

୫. କେଉଁ ଫଳ ଭିତରେ ବିଷ ମିଳିଥାଏ?
ଉତ୍ତର- ସେଓ।

୬. ଭାରତର କେଉଁ ରାଜ୍ୟ ରେ ହୀରା ଖଣି ଅଛି?
ଉତ୍ତର- ମଧ୍ୟପ୍ରଦେଶ।

୭. ଭାରତର କେଉଁ ରାଜ୍ୟ ରେ ସର୍ବାଧିକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି?
ଉତ୍ତର- କେରଳ।

୮. କେଉଁ ଦେଶ ପ୍ରଥମେ ଲାଇଟ ବଲ୍ବ ଉଦ୍ଭାବନ କରିଥିଲା?
ଉତ୍ତର- ଆମେରିକା।

୯. କାହାକୁ କଙ୍ଗାରୁ ଦେଶ କୁହାଯାଏ?
ଉତ୍ତର- ଅଷ୍ଟ୍ରେଲିଆ।

୧୦. ଆନ୍ଧ୍ରପ୍ରଦେଶ ରାଜ୍ୟ ର ରାଜଧାନୀ ର ନାମ କଣ?
ଉତ୍ତର- ଅମରାବତୀ।

୧୧. ଭାରତ ରେ ନିର୍ମିତ ପ୍ରଥମ କମ୍ପୁଟର ର ନାମ କଣ?
ଉତ୍ତର- ସିଦ୍ଧାର୍ଥ।

୧୨. ହାତୀ ମହୋତ୍ସବ କେଉଁ ସହର ରେ ପାଳନ ହୁଏ?
ଉତ୍ତର- ଜୟପୁର।

୧୩. ଭାରତର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ର ନାମ କଣ?
ଉତ୍ତର- କିଶାନ କନ୍ୟା।

୧୪. ସବୁଠାରୁ ପବିତ୍ର ନଦୀ କାହାକୁ କୁହାଯାଏ?
ଉତ୍ତର- ଗଙ୍ଗା ନଦୀ।

୧୫. ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ?
ଉତ୍ତର- ରାଜା ଯଯାତି କେଶରୀ।

Related Articles

Leave a Reply

Your email address will not be published. Required fields are marked *

Back to top button