ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ଆପଣଙ୍କର Love Marraige ହେବ ନା Arrange Marraige ?

ନମସ୍କାର ବନ୍ଧୁଗଣ ତେବେ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡ଼ିଆ ବାହାଘର ମୂଖ୍ୟତଃ ଓଡ଼ିଆ ହିନ୍ଦୁମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି । ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତଏବଂ ଓଡ଼ିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏତେବେ ଆସନ୍ତୁ ଜାଣିନେବା କି ଏହି ଫଟୋ ରେ ଥୁବା ନମ୍ବର କିପରି ବିବାହ କରୁଛନ୍ତି ।
୧-ପ୍ରଥମରେ ଆପଣ ବହୁତ ଧାର୍ଯ୍ୟବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି ଯେଉଁ କ୍ଷେତ୍ରରେ ରହିଥାନ୍ତି ସବୁବେଳେ ଉଚ ସ୍ତିତି ରେ ରହିଥାନ୍ତି । ପବିତ୍ର ସ୍ଵଭାଵ ଶୀଳ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡିଚିଡା ସ୍ଵଭାଵ ମଧ୍ୟ ଅଧିକ ରହିଥାଏ ଟିକେ ଟିକେ କଥାରେ ରାଗିଯାଇ କିଛି ଗୁଣ ଆପଣଙ୍କ ମହଦ୍ଵାରେ ରହିଥାଏ ଏଥିପାଇଁ ଆପଣଙ୍କୁ ସବୁ ଭୁଲ ବୁଝିଥାନ୍ତି । କିନ୍ତୁ ଆପଣ ସବୁବେଳେ ସଫଳତା ହାସଲ କରିଥାନ୍ତି । ଆପଣ ଯେଉଁ ଜିନିଷ କୁ ବହୁତ ହୃଦୟରୁ ଚାହାନ୍ତି ତାହା ନିଶ୍ଚିତ ପୂର୍ଣ୍ଣ ହେବ ଏବଂ ଆପଣ ସଫଳତା ର ଖୁସି ଖବର ପାଇ ପାରିବେ । ତେବେ ଆପଣଙ୍କ ର ଆରେଞ୍ଜ ମ୍ୟାରେଜ ହେବ ।
୨- ଯଦି ଆପଣ ଦ୍ଵିତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ନିଜର ପରିଶ୍ରମ ଦ୍ୱାରା ସଫଳତା ହାସଲ କରିବାକୁ ଚାହିଁଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣଙ୍କ ବହୁତ ବିଶ୍ବାସୀ ବ୍ୟକ୍ତି ହୋଇଥାନ୍ତି । ଆପଣ ଅନ୍ୟର ଜୀବନରେ ଦଖଲ ଅନ୍ଦାଜ କରନ୍ତି ନାହିଁ ।
ତେବେ ଆପଣ ଙ୍କ ଜୀଵନ ରେ ଲାଗି ଥିବା ଉଲଝନ ରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀଵନ ରେ ବହୁତ ସମସ୍ୟା ଆସିବ କିନ୍ତୁ ଆପଣ ଏହାକୁ ଦୃଢତା ର ସହିତ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଚାହୁଁଥିବା ଖୁସି ଖବର ମଧ୍ୟ ପାଇବେ । ତେବେ ଆପଣ ନିଜ ବିବାହ ପାଇଁ ନିଜେ ପସନ୍ଦ କରିବେ ।
୩- ଯଦି ଆପଣ ତୃତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ବହୁତ ଶୀଘ୍ର ସମସ୍ତଙ୍କ ମନର କଥାକୁ ବୁଝିବା ସହିତ ଜାଣି ମଧ୍ୟ ପାରିଥାନ୍ତି । ଏହାହିଁ କାରଣ ଅଟେ ନିଜ ଘରେ କିଛି ଅସୁବିଧା ହେଲେ ମଧ୍ୟ ଆପଣ ବହୁତ ସହଜରେ ସମାଧାନ କରିଥାନ୍ତି । କେବେ ହେଲେ ବିପଦ ସମୟରେ ଆପଣ ଡରନ୍ତି ନାହିଁ । ଆପଣ ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ଲୋକେ ସେଥିରେ ଆପଣଙ୍କର କିଛି ସ୍ଵାର୍ଥ ଥିବାର ମଧ୍ୟ ଦେଖିଥାନ୍ତି । ଆପଣ କେବେ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ଅନ୍ୟର ସାହାଯ୍ୟ କରିଥାନ୍ତି । ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ବିବାହ ଘର ଲୋକ ଠିକ କରିବେ ।
୪- ଚତୁର୍ଥ କାର୍ଡ ବାଛିଛନ୍ତି ତେବେ ବାଛିଛନ୍ତି ତେବେ ଆସୁଥିବା ସମୟ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ ରହିବ । ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ୍ଣ ହେବ । ଏହି ବର୍ଷ ଏହି ବ୍ୟକ୍ତିଙ୍କ ଧନ ସମ୍ବନ୍ଧିତ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବ ଓ ଆପଣଙ୍କୁ ବହୁତ ଫାଇଦା ଦେବ । ତେବେ ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରୁଛନ୍ତି ଏହି ବର୍ଷ ସେମାନଙ୍କର ପରିଶ୍ରମର ସୁଫଳ ମିଳିବ ।
କ୍ୟାରିୟରରେ ନୂଆ ସୁଯୋଗ ଆସିବ ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ । ବିଜିନେସରେ ସଫଳତା ମିଳିବ । ଏହିବର୍ଷ ବିଜନେସ କରୁଥିବା ବ୍ୟକ୍ତିଙ୍କର ଆୟ ବଢିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିପାରେ ଚିନ୍ତା କମ ହେବ । ଯଦି ଆପଣଙ୍କ ପରିବାରରେ ଟେନ୍ସନ ଲାଗିରହିଛି ତେବେ ତାହା କମ ହେବାର ଅଛି । ତେବେ ଆପଣଙ୍କ ପ୍ରେମ ବିବାହ ହେବ ।