ଧର୍ମ

ଯେତେବେଳେ ସ୍ଵୟଂ ଶେଷ ନାଗ ଲୋକଙ୍କୁ ଦେଲେ ଦର୍ଶନ, ତାପରେ ସେଠି ଯାହା ହେଲା…

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁ ଗ୍ରନ୍ଥରେ ନାଗକୁ ପୂଜା କରାଯାଏ ଓ ବହୁତସାରା ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, ପୂର୍ବ କାଳରେ ନାଗ ଓ ମନୁଷ୍ୟ ଏକତ୍ର ହୋଇ ରହୁଥିଲେ । ନାଗ ମାନଙ୍କ ଆକାର ବିଶାଳକାୟ ଥିଲା କିନ୍ତୁ ସମୟର ପରିବର୍ତ୍ତନ ପରେ ଏମାନଙ୍କ ଆକାର ଛୋଟ ହୋଇଗଲା । କିଛି କ୍ଷେତ୍ରରେ କିଛିଲୋକେ ଦାବି କରିଛନ୍ତି କି, ସେମାନେ ବିଶାଳକାୟ ସାପକୁ ନିଜ ଆଖିରେ ଦେଖିଛନ୍ତି ।

ଏହି ନାଗ ଆକାରରେ ବୋହୁତ ବଡ଼ ଥିଲେ ଆଉ ଏମାନଙ୍କର ପାଞ୍ଚଟି ଫଣା ମଧ୍ୟ ଥିଲା । ଆଜିବି କେତେକ ସ୍ଥାନରେ ଏମିତି ଘଟଣା ଘଟିଛି ଯେଉଁଥିରେ ଲୋକମାନେ ନିଜ ଆଖିରେ ପାଞ୍ଚଟି ଫଣା ଥିବା ସାପଙ୍କୁ ଦେଖିଛନ୍ତି । ଏହା ମାନା ଯାଏ କି ଆଜିବି କୌଣସି ଗୁପ୍ତ ଜାଗାରେ ଏହି ନାଗଙ୍କୁ ଦେଖି ହେବ କେତେଥର ଏହି ନାଗ ଅଚାନକ ପ୍ରକଟ ହୋଇଯାଆନ୍ତି ଆଉ ଅଚାନକ ଗାୟବ ହୋଇ ଯାଆନ୍ତି । ଆଜି ଆସନ୍ତୁ ଏହିପରି କିଛି ଘଟଣା ବିଷୟରେ ଜାଣିବା ଯେଉଁଠାରେ ସ୍ଵୟଂ ଶେଷନାଗ ଦର୍ଶକ ଦେଇଛନ୍ତି । ଏହି ଘଟଣାଟି ଆଜିଠାରୁ ୧୦ ବର୍ଷ ପୁରୁଣା ଅଟେ ଯେବେ ଗୋରେ ଗାଁରେ ରହୁଥିବା ସୀତାବାଇଙ୍କୁ ସାକ୍ଷାତ ଶେଷନାଗ ଦର୍ଶନ ଦେଇଥିଲେ ।

ତେବେ ସୀତାବାଇର ଭଗଵାନଙ୍କ ଉପରେ ବୋହୁତ ବିଶ୍ୱାସ ଅଟେ ସେ ତାଙ୍କ ଜୀବନକାଳ ଭିତରେ ଶିବ ଭଗଵାନଙ୍କୁ ବୋହୁତ ଭକ୍ତିରେ ପୂଜା କରୁଥିଲେ ବୃଦ୍ଧ ହେବା ପରେ ମଧ୍ୟ ସେ ଭଗଵାନ ଶିବଙ୍କର ପୂଜା କରିବା ଛାଡି ନଥିଲେ ପ୍ରତିଦିନ ସେ ଶିବ ମନ୍ଦିରକୁ ଯାଇଥାନ୍ତି ଆଉ ଭଗବାନଙ୍କ ପୂଜା କରିଥାନ୍ତି । ସବୁ ଗାଁ ଲୋକଙ୍କୁ ସୀତାବାଇଙ୍କର ଭଗଵାନଙ୍କ ପ୍ରତି ଥିବା ଆସ୍ଥା ବିଷୟରେ ଜଣାଥିଲା ଯିଏ ବି ବେମାର ପଡନ୍ତି ସେ ସୀତାବାଇଙ୍କ ପାଖକୁ ଆସନ୍ତି ଆଉ ସୀତାବାଇ ଯେତେବେଳେ ତାଙ୍କର ନଜର ଉତାରନ୍ତି ତେବେ ସେହି ବ୍ୟକ୍ତିର ବେମାର ଠିକ୍ ହୋଇଯାଇଥାଏ । ସୀତାବାଇଙ୍କୁ ଏହି ଅଲୌକିକ ଶକ୍ତି କେଉଁଠୁ ମିଳିଥିଲା ତାହା କେହିବି ଜାଣନ୍ତି ନାହିଁ ।

ତେବେ ସୀତାବାଇ କୁହନ୍ତି ଦିନେ ତାଙ୍କ ସହ ବୋହୁତ ବଡ଼ ଚମତ୍କାର ଘଟିଲା ସୀତାବାଇ ନିଜ କ୍ଷେତରେ କାମ କରୁଥିଲେ ସେହି ସମୟରେ ସେ ଆକାଶରେ ଥିବା ବଦଳରେ ଅଜବ ହଲଚଲ ହୋଇଥିବା ଦେଖିଲେ ବାଦଲ ବୋହୁତ ଜଲ୍ଦୀ ନିଜର ଆକାର ବଦଳାଉଥିଲେ । କିଛି ସମୟ ଆକାଶକୁ ଦେଖିବା ପରେ ତାଙ୍କୁ ବଦଳରେ ଏକ ବିଶାଳ ସାପର ଆକୃତି ଦେଖାଗଲା ଏହାକୁ ଦେଇ ସୀତାବାଇ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ହାତ ଯୋଡ଼ି ନମସ୍କାର କଲେ ।

ସେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହି ଦୃଷ୍ଟ ଦେଖାଇଲେ କିନ୍ତୁ ଏହି ସମୟରେ ହିଁ ବାଦଲ ନିଜର ରୂପ ବଦଳାଇ ଦେଲା ଆଉ ସେହି ନାଗ ଦେବତାଙ୍କ ଆକୃତି ଗାୟବ ହୋଇଗଲା । ସମସ୍ତଙ୍କୁ ଲାଗିଲା କି ସୀତାବାଇ ଏବେ ବୁଢ଼ୀ ହୋଇଗଲେ ସେଥିପାଇଁ ସେ ଏମିତି କହୁଛନ୍ତି କିନ୍ତୁ ସୀତାବାଇ ଜାଣିଥିଲେ କି ଏହା କୌଣସି ଭ୍ରମ ନଥିଲା ।

ସୀତାବାଇ ଯେତେବେଳେ ନିଜ ଘରକୁ ଗଲେ ରାତିରେ ମଧ୍ୟ ତାଙ୍କ ସହ ସେହିପରି କିଛି ଅଜବ ଘଟଣା ଘଟିଲା ତାଙ୍କ ସ୍ବପ୍ନରେ ତାଙ୍କୁ ନାଗ ଦେବତାଙ୍କ ଦର୍ଶନ ହେଲା ପାଞ୍ଚଟି ଫଣା ଥିବା ନାଗ ଦେବତା ସକାଳେ ମନ୍ଦିରକୁ କ୍ଷୀର ନେଇ ଆସିବାକୁ କହିଲେ ଏହାପରେ ତାଙ୍କ ନିଦ ଭାଙ୍ଗିଗଲା ଆଉ ସେ ରାତିସାରା ବସି ସେହି ସ୍ବପ୍ନ ବିଷୟରେ ଭାବିଲେ । ସକାଳ ହେବା ମାତ୍ରା ସୀତାବାଇ କ୍ଷୀର ନେଇ ଶିବ ମନ୍ଦିରକୁ ଗଲେ ମନ୍ଦିରକୁ ଯିବା ପରେ ସୀତାବାଇ ଦେଖିଲେ କି ଶିବଲିଙ୍ଗ ଉପରେ ଏକ ପାଞ୍ଚଫଣା ଥିବା ନାଗ ବସିଛି ଯିଏ ତାଙ୍କର ଅପେକ୍ଷା କରିଥିଲା ।

ସୀତାବାଇ ନାଗ ଦେବତାଙ୍କୁ ପ୍ରଣାମ କଲେ ଆଉ କ୍ଷୀର ଅର୍ପଣ କଲେ ନାଗ ଦେବତା ସେହି କ୍ଷୀର ସ୍ଵୀକାର କଲେ ଆଉ ସୀତାବାଇଙ୍କୁ ଆଶ୍ରୀବାଦ ଦେଇ କହିଲେ ଶିବ ଭଗଵାନ ତମର ପୂଜାରେ ପ୍ରସନ୍ନ ଅଛନ୍ତି ଆଉ ମୃତୁପରେ ତୁମକୁ କୈଳାଶରେ ସ୍ଥାନ ମିଳିବ । ଏହାର କିଛି ବର୍ଷ ପରେ ଯେତେବେଳେ ସୀତାବାଇଙ୍କ ମୃତ୍ୟୁ ହେଲା ତେବେ ସମସ୍ତେ ଏକ ଅଲଗା ପ୍ରକାର ଚମତ୍କାର ଦେଖିଲେ ସୀତାବାଇଙ୍କ ଅନ୍ତିମ ସଂସ୍କାର ସମୟରେ ସେହି ସ୍ଥାନକୁ ଅନେକ ସାପ ଆସିଲେ ଏହି ଚମତ୍କାର ଦେଖି ପରିବାରର ସମସ୍ତ ଲୋକେ ନିଃଶ୍ୱାସ କଲେ କି ତାଙ୍କ ଜେଜେମା ସତ କହୁଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button