ବିଚାର

20 ଦିନର ଶିଶୁକୁ ନଦୀରେ ବୁଡିବାରୁ ବଞ୍ଚାଇବାକୁ ଆସିଲେ ଇଚ୍ଛାଧାରୀ ନାଗୁଣୀ… ଆଉ ତା ପରେ ଯାହା ହେଲା ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ! ଦେଖନ୍ତୁ Video

କହିବାକୁ ଗଲେ ଥରେ ଗୋଟିଏ ୨୦ ଦିନର ଶିଶୁ ନଦୀରେ ବୁଡି ଯାଉଥିଲା । ସେହି ସମୟରେ ଏକ ଇଚ୍ଛାଧାରୀ ନାଗୁଣୀ ଆସି ସେହି ଶିଶୁର ଜୀବନ ବଞ୍ଚାଇଲା । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । କିନ୍ତୁ ଏହା ପଛରେ ଅସଲ କାହାଣୀ କଣ ଚାଳନ୍ତୁ ଜାଣିବା । ଉତ୍ତରାଖଣ୍ଡର ଧନୁର ଗାଁର ଜ୍ୟୋତି ନାମକ ଜଣେ ମହିଳା ନିଜ ପରିବାର ସହ ରହୁଥିଲା । ବିବାହର କିଛି ଦିନ ପରେ ହିଁ ଜ୍ୟୋତି ଗର୍ଭବତ୍ତୀ ହୋଇଗଲେ । ୯ ମାସ ପରେ ଜ୍ୟୋତି ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ।

କିନ୍ତୁ ଜ୍ୟୋତିର ଶାଶୁ ଶଶୁର ଏଥିପାଇଁ ଖୁସି ନ ଥିଲେ କାରଣ ସେ ପୁତ୍ର ଆଶା କରୁଥିଲେ । ଏକ ଷଡଯନ୍ତ୍ର କରିଲେ କି ଯେତେବେଳେ ଘରେ ସମସ୍ତେ ଶୋଇ ପଡିବେ ତେବେ ସେ ଏହି ଶିଶୁ କନ୍ୟାକୁ ଜୀବନରୁ ମାରିଦେବେ । କିନ୍ତୁ ଏହି ସବୁ କଥା ଜ୍ୟୋତି ଶୁଣି ଦେଲେ ଓ ସେ ଚକିତ ହୋଇଗଲା । ସେ ଯାଇ ନିଜ ସାମ୍ୟଙ୍କୁ ଏହି ସବୁ କଥା କହିଲା । ଦୁଇ ଜଣ ଚିନ୍ତା କରିଲେ କି ସେମାନେ ଏହି ଶିଶୁ କନ୍ୟାକୁ ମା ଦୂର୍ଗାଙ୍କୁ ଦେଇ ଦେବେ ।

ଦୁଇ ଜଣକ ସକାଳୁ ଉଠି ଗଙ୍ଗା ନଦୀ କୁଳକୁ ନେଇ ଗୋଟିଏ ବଡ ପାତ୍ରରେ ରଖି ମହାଦେବଙ୍କୁ ସ୍ମରଣ କରି ଗଙ୍ଗାରେ ପ୍ରବାହିତ କରିଦେଲେ । ନଦୀରେ ପାଣିର ପ୍ରବାହ ଅଧିକ ଥିବାରୁ ନଦୀର ପାଣି ସେହି ପାତ୍ର ଭିତରକୁ ଆସୁଥିଲା । କିନ୍ତୁ ସେହି ସମୟରେ ସେହି ନଦୀ ମଧ୍ୟରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଆସି ସେହି ଶିଶୁ ଥିବା ପାତ୍ରକୁ ସୁରକ୍ଷିତ କରିଲା ଓ ସେହି ପାତ୍ରକୁ ନେଇ ଇଚ୍ଛାଧାରୀ ନାଗୁଣୀ ଉତ୍ତରାଖଣ୍ଡର ଅନ୍ୟ ଏକ ଗାଁ ଶ୍ୟାମପୁର ଯାଇ ପହଞ୍ଚିଲା ।

ଯେଉଁଠି ଗଙ୍ଗା ଘାଟରେ ବିମଲ ଓ ଶୀତଳ ନାମକ ଜଣେ ଦମ୍ପତ୍ତି ମା ଗଙ୍ଗାଙ୍କୁ ପ୍ରାର୍ଥନା କରୁଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିଲା । ତାଙ୍କର ନଜର ଏହି ଶିଶୁ କନ୍ୟା ଉପରେ ପଡିଲା । ଯାହା ସହିତ ଗୋଟିଏ ନାଗୁଣୀ ବି ଥିଲା । ସେମାନେ ଏହାକୁ ଦେଖି ଭୟଭୀତ ହୋଇଗଲେ । ଯେମିତି ହିଁ ଶିଶୁ କନ୍ୟା କୁଳରେ ଆସି ଲାଗିଲା ତେବେ ସେମାନେ ସଙ୍ଗେ ସଙ୍ଗେ ସେହି କନ୍ୟାକୁ ଉଠାଇ ନେଲେ ।

ସେହି ଇଚ୍ଛାଧାରୀ ନାଗୁଣୀ କାହାକୁ କ୍ଷତି ନ କରି ସେହି ସ୍ଥାନରୁ ଗାୟବ ହୋଇଗଲା । ଦୁଇ ଜଣ ଏହାକୁ ଭଗବାନଙ୍କ ବରଦାନ ବୋଲି ଚିନ୍ତା କରି ସେହି ଶିଶୁ କନ୍ୟାର ପାଳନ ପୋଷଣ କରିବାକୁ ଲାଗିଲେ । ସମୟ ସହିତ ସେହି ଶିଶୁ କନ୍ୟା ବଡ ହେବା ପରେ ମାତ୍ର ୨୧ ବର୍ଷ ବୟସରେ UPSCର ପରୀକ୍ଷା ପାସ କରି IAS ଅଫିସର ହୋଇଗଲା ।

ସେ ନିଜ କ୍ଷେତ୍ରରେ ଭଲ କାମ କରିବା କାରଣରୁ ସମସ୍ତେ ତାଙ୍କୁ ସମ୍ମାନ ଦେଉ ଥିଲେ । ଜ୍ୟୋତି ଦିନେ ସେହି ଝିଅକୁ ଟିଭିରେ ଦେଖିଲେ ଓ ସେହି ଝିଅର ଗାଲରେ ଥିବା କଳାଜାଇକୁ ଦେଖି ଜାଣି ପାରିଲେ କି ସେ ଆଉ କାହାର ଝିଅ ନୁହନ୍ତି ଅଥବା ତାଙ୍କର ଝିଅ ଅଟେ । ସେ ସେହି ଶ୍ୟାମପୁର ଗାଁକୁ ଯାଇ ସେହି ଝିଅ ଓ ତାହାର ମାତା ପିତା ସହ ଦେଖା କରି ସବୁ କାଥା କହିଲେ ।

ଜ୍ୟୋତି ଓ ତାର ସ୍ଵାମୀ ଚାହୁଁ ଥିଲେ କି ସେହି ଝିଅ ତାଙ୍କ ସହିତ ଚାଲି ଆସୁ । କିନ୍ତୁ ସେହି ଝିଅ ଏଥିପାଇଁ ରାଜି ହେଲା ନାହିଁ । ଜ୍ୟୋତି ଓ ତାହାର ସ୍ଵାମୀ ନିରାଶ ହୋଇ ଘରକୁ ଫେରି ଆସି ନିଜର ଶାଶୁ ଓ ଶଶୁରକୁ ସବୁ କଥା କହିଲେ ।

ଶେଷରେ ସମସ୍ତେ ବହୁତ ଦୁଃଖିତ ହେଲେ । କହିଦେଉଛୁ କି ସେହି ଝିଅକୁ ଗଙ୍ଗା ନଦୀରେ ପ୍ରବାହ କରିବା ପରେ ଜ୍ୟୋତିକୁ ଆଉ ସନ୍ତାନ ହୋଇ ନାହିଁ । ଏହିଭଳି ଭାବରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଗୋଟିଏ ଝିଅର ଜୀବନ ବଞ୍ଚାଇଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button