ମନୋରଞ୍ଜନ

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ କୌତୁହଳ ପ୍ରଶ୍ନ ନେଇ ଆସିଛୁ । ଯାହାର କି ଉତ୍ତର ଆପଣଙ୍କୁ ପ୍ରାୟତଃ ଜଣା ନ ଥିବ । ଏହି ପ୍ରଶ୍ନ ଶୁଣିବାକୁ ଅଳ୍ପ ଅଜବ ଲାଗିବ । କିନ୍ତୁ ଏହାର ଉତ୍ତର ଜାଣିବା ପରେ ଆପଣ ଆଶ୍ଚରୀ ହୋଇଯିବେ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଆଖପାଖରେ ଅଛି ଓ ଆପଣ ଜଣାଇଛନ୍ତି ତଥାପି ଆପଣ କହି ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା । ୧ – ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ? ଉତ୍ତର:- ମୈଥିଲି ଶରଣ ଗୁପ୍ତା recommended by Brainberries When Celebs Took Style Risks—and Nailed It Learn more ୨:- କେଉଁ ଜୀବନର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ? recommended by Brainberries Take A Look At Amanda Bynes’ Major Life Changes Over The Years Learn more ଉତ୍ତର:- ଅସରପା ୩:- ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚିପାରିବ ? ଉତ୍ତର:- ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ । ୪:- କେଉଁ ଭିଟାମିନ ଆମ ଶରୀରରେ ହେଉଥିବା କ୍ଷତ ବା ଖଣ୍ଡିଆକୁ ଭରିବାରେ ସାହାଯ୍ୟ କରିଥାଏ ? ଉତ୍ତର:- ଭିଟାମିନ କେ ୫:- କେଉଁ ଜୀବକୁ ଭୋକ ଲାଗିଲେ ସେ ନିଜ ଶରୀରକୁ ଖାଇ ଦେଇଥାଏ ? ଉତ୍ତର:- ମୂଷା ୬:- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ । ତାହା କଣ ? ଉତ୍ତର:- ନଡ଼ିଆ ୭:- ସେ କିଏ ଯିଏ ଆମର କଣ ଧରି ନାକ ଉପରେ ବସିପଡେ ? ଉତ୍ତର:- ଚଷମା ୮:- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ ? ଉତ୍ତର:- ସାଉଦି ଆରବ ୯:- ଇଂଲଣ୍ଡରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ? ଉତ୍ତର:- ଜୁନ ୮ ୧୦:- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତେତି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ? ଉତ୍ତର:- ୯ଟି ୧୧:- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ? ଉତ୍ତର:- ବୃହସ୍ପତି ୧୨:- କଅଁଳିଆ ସେ ଛୋଟ ପିଲା, ଗୁମ୍ଫା ଭିତରେ ଗଲା ଝପଟି, ରାକ୍ଷସ ସେଠି ଥିଲେ ବତିଶ, ପିଲାଟି ସେଠି ହେଲା ପେଷି, ରକ୍ତ ବୋହିଲା ଧାର ଧାର, କହିବ ତାର ନାଁ ଟି କଣ ? ଉତ୍ତର:- ପାନ ୧୩:- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କଣ ? ଉତ୍ତର:- ୟୁରାନିୟମ ୧୪:- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ? ଉତ୍ତର:- ୟୁରାନିୟମ ୧୫:- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ? ଉତ୍ତର:- ଅରୁଣାଚଳ ପ୍ରଦେଶ ୧୬;- ତାହା କଣ ଯାହା ଝିଅମାନେ ବର୍ଷକୁ ଥରେ କିଣନ୍ତି ? ଉତ୍ତର;- ରାକ୍ଷୀ

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ଜୀବନରେ କେତେବେଳେ ସୁଖ ଆସିଥାଏ ତ ପୁଣି କେତେବେଳେ ଦୁଖ ଆସିଥାଏ । ତେବେ ଆପଣ ଯଦି ଚିନ୍ତା ରେ ଅଛନ୍ତି କି କେବେ ଆପଣଙ୍କ ଇଛା ପୂରଣ ହେବ କେବେ ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇବେ । ବିଳମ୍ବ ହେବ ବା କେମିତି ପାଇପାରିବେ ଆପଣ ଙ୍କ ଲକ୍ଷ୍ୟ କୁ । ଆପଣ ପ୍ରଥମେ ଏହି 3 ଟି ସଂଖ୍ୟା ରୁ ଗୋଟିଏ ସଂଖ୍ୟା କୁ ବାଛନ୍ତୁ । 111 ,222, 333 । ଏହା ପରେ ଜାଣିବା କିଛି ସିକ୍ରେଟ ।

111 ସଂଖ୍ୟା;- ଯଦି ଆପଣ 111 ସଂଖ୍ୟା ବାଚିଛନ୍ତି ତେବେ ଆପଣ ବହୁତ ନରମ ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଭଗବାନ ଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି । ଆପଣ ନିଜର ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଆପଣ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ତାହାକୁ ସମ୍ପୂର୍ଣ କରିଥାନ୍ତି । ଆପଣଙ୍କ ସମସ୍ତ ଇଛା ବର୍ତମାନ ପୁରଣ ହେବ । ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି ।

222 ସଂଖ୍ୟା :- ଯଦି ଆପଣ 222 ସଂଖ୍ୟା କୁ ବାଛିଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଯେଉଁ କାରଣ ପାଇଁ ସେମାନେ ପ୍ରାୟତଃ ଲୋକଙ୍କର ମନ ମୋହିନେଇଥାନ୍ତି । ଏହିଲୋକମାନେ ଅଧିକ ଗପିବାକୁ ପସନ୍ଦ କରିଥାନ୍ତି । ଏହି ଲୋକମାନେ ବହୁତ ଲୋକଙ୍କ ସାଥିରେ ମିଳାମିଶା କରିବା କାରଣରୁ ସେମାନେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରନ୍ତି । ଏମାନେ ବହୁତ ନିରୀହ ସ୍ଵଭାବର ହୋଇଥାନ୍ତି । ଆପଣଙ୍କ ଉପରେ ଭଗବାନ ସବୁବେଳେ ଖୁସି ରହିଥାନ୍ତି ଏବଂ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ମଧ୍ୟ କରିଥାନ୍ତି।

333 ସଂଖ୍ୟା:- ଯଦି ଆପଣ 333 ସଂଖ୍ୟା ବାଛିଛନ୍ତି ତେବେ ଆପଣ ଏକ ଆତ୍ମ ନିର୍ଭରଶୀଳ ମଣିଷ ଅଟନ୍ତି । ଆପଣ ନିଜ ଜୀବନର ସମସ୍ତ ନିଷ୍ପତ୍ତି ନିଜେ ନେବା ପାଇଁ ଇଛା କରିଥାନ୍ତି । ଆପଣଙ୍କ ମନ ବହୁତ ସଫା ଅଟେ ଓ ଆପଣ କୌଣସି ଲୋକ ବିଷୟରେ ଖରାପ ଚିନ୍ତାଧାରା କରନ୍ତି ନାହିଁ । ଆପଣ ନିଜ ଜୀବନର ସମସ୍ତ କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି ଓ ନିଜ ଜୀବନରେ ସଫଳତା ମଧ୍ୟ ହାସିଲ କରିଥାନ୍ତି । ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button