ଦେଶ ବିଦେଶ

ଏହି ପ୍ରସିଦ୍ଧ ଅଭିନେତ୍ରୀ କରିଥିଲେ ନିଜ ଭାଇ ସହ ବିବାହ, ୧୭ ବର୍ଷ ପରେ ହେଉଛନ୍ତି ଅଲଗା

ଯଦି ଆମେ ଟିଭି ଜଗତ କଥା କହିବୁ ତେବେ ଏହା ଫିଲ୍ମ ଜଗତ ଠାରୁ କମ ନୁହଁ, ଆପଣ ଏହା ଦେଖିବାକୁ ପାଇବେ ଯେ ଏବେ ଛୋଟ ପର୍ଦା କଳାକାର ମଧ୍ୟ ବଡ କଳାକାର ମାନଙ୍କ ଭଳି ରହୁଛନ୍ତି । ଟିଭି ଇଣ୍ଡଷ୍ଟ୍ରି କେତେକ ଯୋଡି ପାଇଁ ଗତବର୍ଷ ବହୁତ କଷ୍ଟକର ରହିଛି । ଗତ ବର୍ଷ ବହୁତ ଗୁଡେ ହଟ ଯୋଡ଼ିଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଛି, ଏହି ଯୋଡ଼ିଙ୍କ ଅଲଗା ହବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ପୂର୍ଣ୍ଣ  ଥିଲା ।

ଆଜି ଆମେ ଆପଣଙ୍କୁ ଛୋଟ ପର୍ଦା ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆମେ ଯେଉଁ କଳାକାର ବିଷୟରେ କହିବାକୁ ଯାଉଛୁ ତାଙ୍କ ନା କିରଣ କାରମାକର ଓ ରୀଙ୍କୁ ଅଟେ, ସେ ଦୁହେଁ ଖୁବ ଶୀଘ୍ର ଛାଡପତ୍ର ନବାର ଅଛନ୍ତି, ୨୦୦୧ ରେ ଏହି କଳାକାର ବିବାହ କରିଥିଲେ ଓ ୧୬-୧୭ ବର୍ଷ ପରେ ସେ ଅଲଗା ହବା ପାଇଁ ଚାହୁଁଛନ୍ତି । ଖବର ଅନୁଯାଇ ବର୍ଷ ହେଲା ଏହି ଯୋଡି ଅଲଗା ରହୁଛନ୍ତି ଓ ତାଙ୍କ ମଧ୍ୟରେ ବହୁତ କଥା ପାଇଁ ଭୁଲ ବୁଝା ମଣା ଚାଲିଛି । ବହୁତ କଲା ପରେ ମଧ୍ୟ ତାଙ୍କ ମଧ୍ୟରେ ସବୁକିଛି ଭଲ ହଉ ନାହିଁ, ଦୁହିଁଙ୍କ ମାନିବା ଏହା ଯେ ଝଗଡା କରିବାରୁ ଭଲ ଦୁହେଁ ଅଲଗା ହୋଇ ଯିବୁ ।

ରୀଙ୍କୁ ଓ କିରଣ ଗୋଟେ ବର୍ଷରୁ ଅଲଗା ରହୁଛନ୍ତି ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି, କିନ୍ତୁ ତାଙ୍କ ସମ୍ପର୍କ ରେ ଆସିବା ଅସୁବିଧା ଏବେ ମଧ୍ୟ ସଋ ନାହିଁ । ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ୨୦୦୧ରେ ରୀଙ୍କୁ ଓ କିରଣ ଟିଭି ଶୋ ‘କହାନି ଘର ଘର କି’ରେ ଏକା ସହ କାମ କରିଥିଲେ । ଦୁହେଁ ଏହି ଶୋ ରେ ଏକା ସହ କାମ କରିଥିଲେ ଓ ଦୁହେଁ ଭାଇ ଭଉଣୀ ଅଭିନୟ କରିଥିଲେ ।

ଏହି ଶୋ ଦ୍ଵାରା ଦୁହେଁ ସାଙ୍ଗ ହେଲେ ଓ ଦୁହେଁ ଦୁହିଙ୍କୁ ପସନ୍ଦ କରିବା ଆରମ୍ଭ କଲେ, ସିରିୟଲ ସେଟରେ ଦୁହିଙ୍କୁ ପ୍ରେମ ହେଲା ଓ ଏହା ପରେ ଦୁହେଁ ବିବାହ କଲେ । ଦୁହେଁ ନିଜ କାମ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି ତାଙ୍କ ଅଭିନୟ ଲୋକଙ୍କୁ ବହୁତ ଭଲ ଲାଗି ଥାଏ, ଗତ ବର୍ଷ ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ଥିଲା ଯାହା ପରେ ଯୋଡି ଭାଙ୍ଗିବାର ଖବର ମିଳିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button