ଜୀବନଶୈଳୀ

୯ଟି ଗଣ୍ଠି ପକେଇ ପିନ୍ଧି ନିଅନ୍ତୁ କଳା ସୂତା,ଦୂର ହେବ ସବୁ ସମସ୍ୟା,ଯାହାକୁ ଚାହିଁବେ ଯାହା ଚାହିଁବେ ତୁରନ୍ତ ଆପଣଙ୍କର ହେବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୯ ଟି ଗଣ୍ଠି ପକେଇ ପିନ୍ଧି ନିଅନ୍ତୁ କଳା ସୂତା ଦୂର ହେବ ସବୁ ସମସ୍ୟା। ଯାହାକୁ ଚାହିଁବେ ଯାହା ଚାହିଁବେ ତୁରନ୍ତ ଆପଣଙ୍କର ହେବ।

ଯେବେ ଜୀବନରେ ଚାକିରୀ ବିଜନେସ ଚାଲେ ନାହିଁ ଭଲପାଇବା ମିଳେନାହିଁ କି ପଇସା ବି ମିଳେନାହିଁ କି ଘରବି ନଥାଏ। ତ ଛୋଟ ପ୍ରୟୋଗ ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ବାହାର କରିବ। ଆଜି ଆମେ କଳା ସୂତା ବିଷୟରେ କଥା ହେବା। କାରଣ କଳା ସୂତା ନକରାତ୍ମକ ଉର୍ଜାକୁ ଟାଣି ନିଏ ଏମିତି କଳା ସୂତାର ଛୋଟ ପ୍ରୟୋଗ ଭାଗ୍ୟକୁ ବି ପରିବର୍ତ୍ତନ କରିପାରେ। କଳା ସୂତା ହାତରେ ଗୋଡ଼ରେ ବାନ୍ଧିବାର ପ୍ରଥା ବହୁତ ପୁରୁଣା କାଳରୁ ହେଇଆସୁଛି। ବହୁତ ଲୋକ କଳା ସୂତା ହାତରେ ବାନ୍ଧନ୍ତି ଗୋଡ଼ରେ ବାନ୍ଧନ୍ତି କିଏ ଗଳାରେ ବାନ୍ଧେ ଏମିତି ଅନେକ ଲୋକ ଆଙ୍ଗୁଠିରେ ବି ବାନ୍ଧିଥାନ୍ତି। ତେବେ ଏହାକୁ କଣ ବାନ୍ଧିଯାଏ ଆସନ୍ତୁ ଜାଣିବା। କଳା ସୂତାରେ ୯ ଟି ଗଣ୍ଠି ପକେଇ ବାନ୍ଧିବା ଦ୍ୱାରା ଆମେ ବହୁତ କିଛି ଜିନିଷ କଣ୍ଟ୍ରୋଲ କରିପାରିଥାଉ। କେମିତି ଆସନ୍ତୁ ଜାଣିବା।

ବାସ୍ତବରେ ଯେଉଁ କଳା ସୂତା ଏହା ଏକ ଏମିତି ରଙ୍ଗ ଯାହା ନକରାତ୍ମକ ଉର୍ଜାକୁ ନଷ୍ଟ କରିଦେଇଥାଏ। ବୈଜ୍ଞାନିକ କାରଣବି ଏହା ଅଟେ କି ଆମ ଶରୀର ୫ ତତ୍ୱରେ ବଣିଛି ଏବଂ ଏହି ୫ ତତ୍ତ୍ୱ ହେଉଛି ପୃଥିବୀ ବାୟୁ ଅଗ୍ନି ଜଳ ଏବଂ ଆକାଶ। ଏଥିରୁ ମିଳୁଥିବା ଉର୍ଜା ଆମ ଶରୀରର ସଞ୍ଚାଳନ କରିଥାଏ ଏବଂ ଏହି ଉର୍ଜାରୁ ଆମେ ସବୁ ସୁବିଧାକୁ ପ୍ରାପ୍ତ କରିଥାଉ। ଯେବେ କୌଣସି ମନୁଷ୍ୟର ଖରାପ ନଜର ଆମକୁ ଲାଗିଯାଏ ସେତେବେଳେ ଏହି ୫ ତତ୍ତ୍ୱରୁ ମିଳୁଥିବା ଯେଉଁ ସକରାତ୍ମକ ଉର୍ଜା ତାହା ଆମ ପାଖରେ ପହଁଚି ନଥାଏ। ଏଥିପାଇଁ କଳା ସୂତା ବନ୍ଧା ଯାଇଥାଏ

ଯେମିତିକି ଆପଣଙ୍କ ପାଦରେ ବାରମ୍ବାର ଆଘାତ ଲାଗୁଛି କି ଆପଣଙ୍କର ବାରମ୍ବାର ଆକ୍ସିଡେଣ୍ଟ ହେଉଛି ତେବେ କଳା ସୂତା ପାଦର ଆଙ୍ଗୁଠିରେ ପିନ୍ଧିବା ଉଚିତ। ଏହା ଦ୍ବାରା ଅଣ୍ଟା ପେନ ଜଏଣ୍ଟ ପେନ ସମସ୍ୟା ବି ଦୂର ହୋଇଥାଏ।

ଛୋଟ ଛୁଆଙ୍କ ହାତରେ ଏବଂ ପାଦରେ ନିଶ୍ଚୟ ବାନ୍ଧନ୍ତୁ।

ଯଦି ଜୀବନରେ ଧନର ସମସ୍ୟା ଅଧିକ କଷ୍ଟ ଦେଉଛି ତେବେ ଲାଲ କିତାବ ଅନୁସାରେ ମଙ୍ଗଳବାର ଦିନ କଳା ବାନ୍ଧନ୍ତୁ। ଯଦି ପୁରୁଷ ଡାହାଣ ହାତରେ ବାନ୍ଧନ୍ତୁ ଯଦି ମହିଳା ବାମ ହାତ ବା ପାଦରେ ବାନ୍ଧନ୍ତୁ।

କେତେ ଥର ଏମିତି ହୁଏ ଆନ୍ତରିକ ଶକ୍ତି ଦୁର୍ବଳ ହେବା କାରଣରୁ ନଜର ଦୋଷ ଶୀଘ୍ର ଲାଗିଥାଏ ଏମତି ଲୋକଙ୍କୁ ବି ନିଜ ଶରୀରରେ କଳା ସୂତା ନିଶ୍ଚୟ ବାନ୍ଧିବା ଉଚିତ।

ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ଘରର ମୁଖ୍ୟ ଦ୍ୱାରରେ ହନୁମାନଙ୍କ ସିନ୍ଦୁର କଳା ସୂତାରେ ଲଗାଇ ୯ ଟି ଗଣ୍ଠି ପକେଇ ବାନ୍ଧି ପାରିବେ। ଯେତେବେଳେ ବାନ୍ଧିବେ ହନୁମାନ ଚାଳିସା ପଢି ବାନ୍ଧିବେ। ଯାହା ଦ୍ୱାରା ଏହାର ଶକ୍ତି ବଢିଯିବ।

ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ କଳା ସୂତା ନେଇକି ଯାଆନ୍ତୁ ଏବଂ ଏହି ଜାଗାରେ ୯ ଟି ଗଣ୍ଠି ପକାନ୍ତୁ। ହନୁମାନ ଚାଳିସା ପାଠ କରି ଗଣ୍ଠି ପକାନ୍ତୁ। ଏହା ପରେ ହନୁମାନଙ୍କ ପାଦର ସିନ୍ଦୁର ଏହି ଗଣ୍ଠିରେ ଲଗାନ୍ତୁ ଏବେ ଏହି ସୂତାକୁ ନିଜ ହାତରେ ଧାରଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଶତ୍ରୁ ବି ଆପଣଙ୍କ ବସରେ ଆସିଯିବେ। ଜିଏବି ଆପଣଙ୍କ ସାମ୍ନାରେ ରହିବେ ସିଏ ଆପଣଙ୍କ କଥା ମାନିବେ। ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ। ଏହିପରି ସୂତାକୁ ଯଦି ଆପଣ ଧନ ରଖୁଥିବା ସ୍ଥାନରେ ରଖନ୍ତି ଧନର ବୃଦ୍ଧି ହୋଇଥାଏ। ଏହି ଉପାୟ ଶନିବାର ଦିନ କରନ୍ତୁ।

ଯଦି ଆପଣ କରଜ ସମସ୍ୟାରେ ଚିନ୍ତିତ ତେବେ ଏକ ଛୋଟ ପ୍ରୟୋଗ କରନ୍ତୁ। କୌଣସି ବି ମଙ୍ଗଳବାର ଦିନ ଗୋଟେ ପାଣି ଥିବା ନଡିଆ ନିଅନ୍ତୁ। ଯଦି ନଡ଼ିଆ ନମିଳେ ତାହେଲେ ଗୋଟେ କଏନ ନେଇଯିବେ। ଗୋଟେ କଳା ସୂତା ନିଜ ହାଇଟ ଅନୁସାରେ ନେବେ। ଏହା ପରେ ଏହି କଳା ସୂତା ଏବଂ କଏନକୁ ତକିଆ ତଳେ ରଖି ଶୋଇ ପଡିବେ। ଏବଂ ତା ପର ଦିନ ଏହି କଳା ସୂତାକୁ ଶିବ ଲିଙ୍ଗରେ ଅର୍ପଣ କରିଦେବେ। ଏବଂ ତାଙ୍କୁ ପ୍ରାର୍ଥନା କରିବେ କି କରଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ। ଆପଣ ଦେଖିବେ ବହୁତ ଶୀଘ୍ର ଆପଣ ଏହି କରଜରୁ ମୁକ୍ତି ପାଇବେ

ଶନିବାର ଦିନ ଅସ୍ତ ଗଛ ମୂଳରେ ଏହି କଳା ସୂତା ନେଇକି ଯାଆନ୍ତୁ ଏବଂ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ରକୁ ଜପ କରି ଅସ୍ତ ଗଛ ଡାଳରେ ଏହି କଳା ସୂତାକୁ ବାନ୍ଧନ୍ତୁ ଏବଂ ୭ ଟି ଗଣ୍ଠି ପକାନ୍ତୁ ଏବଂ ନିଜ ମନର ଇଛା ଯାହାବି ପୂରଣ ହେବା ପାଇଁ କୁହନ୍ତୁ ଏବଂ ପ୍ରଣାମ କରି ପଛକୁ ନବୁଲି ନିଜ ଘରକୁ ଏକ ମୁହାଁ ହୋଇ ଆସନ୍ତୁ। ଆପଣ ଦେଖିବେ ଆପଣଙ୍କର ମନସ୍କାମନା ଖୁବଶୀଘ୍ର ପୂରଣ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button