ମନୋରଞ୍ଜନ

କାହାର ନାମ ଭାବି ବାଛନ୍ତୁ ଯେ କୌଣସି 1 ପତ୍ର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ଆଜିର ଏହି ପୋଷ୍ଟ ଟିର ସହାୟତା ରେ ଆପଣ ଏକ ବ୍ୟକ୍ତି ଙ୍କର ନାମ ଚିନ୍ତା କରି  ଜାଣି ପାରିବେ କି ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ସବୁ ବିଚାର ରହିଅଛି । ଏହା ଏକ ପ୍ରକାର ଜେନେରାଲ ରିଡିଂ ଅଟେ । ଯଦି ଆପଣ ଙ୍କର ଏନର୍ଜି ଏହା ସହ କନେକ୍ଟ ନ ହୁଏ ତେବେ ଆପଣ କିଛି ନା କିଛି ତଳେ ନିଶ୍ଚୟ କମେଣ୍ଟ କରନ୍ତୁ । ଯାହା ଦ୍ଵାରା ଧୀରେ ଧୀରେ ଆପଣ ଙ୍କର ଏନର୍ଜି ମଧ୍ୟ ଆମ ସହ କନେକ୍ଟ ହେବାକୁ ଲାଗିବ ।

ତେବେ ଯେଉଁ ମାନେ ମଧ୍ୟ ଏଠାରେ ଥିବା ନମ୍ବର ମାନଙ୍କ ମଧ୍ୟ ରୁ ନମ୍ବର 1 କୁ କାହାକୁ ଚିନ୍ତା କରି ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ସେ ବ୍ୟକ୍ତି ଆପଣଙ୍କୁ ପସନ୍ଦ କରିଥାନ୍ତି । ହେଲେ ସେ ଆପଣ ଙ୍କର ବ୍ୟକ୍ତିତ୍ବ କୁ ବୁଝି ପରି ନଥାନ୍ତି । କାରଣ ବେଳେବେଳେ ତାଙ୍କୁ ଏହି ପରି ଲାଗିଥାଏ କି ଆପଣ ତାଙ୍କୁ ବହୁତ କିଛି ଲୁଚାଇ ଥାନ୍ତି ।

ପୁଣି ବେଳେବେଳେ ଲାଗେ କି ନା ଆପଣଙ୍କୁ ତାଙ୍କୁ କିଛି ମଧ୍ୟ ଲୁଚାଇ ନଥାନ୍ତି । ଏହି କାରଣ ରୁ ସେ ଆପଣ ଙ୍କ ଉପରେ ବିଶ୍ଵାସ କରି ପରି ନ ଥାଆନ୍ତି । କିନ୍ତୁ ସେ ଆପଣ ଙ୍କୁ ପସନ୍ଦ ମଧ୍ୟ ଖୁବ ଅଧିକ କରିଥାନ୍ତି । ତେବେ ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଯାହା ପାଇଁ ଏହି ନମ୍ବର ଟିକୁ ଚୟନ କରିଛନ୍ତି,

ସେ ବ୍ୟକ୍ତି ଆପଣ ଙ୍କୁ ନେଇ ଖୁବ ଭଲ ବିଚାର ରଖିଥାନ୍ତି । ସେ ଆପଣ ଙ୍କର ଚିନ୍ତା ମଧ୍ୟ କରିଥାନ୍ତି । ଆପଣ ଙ୍କର ସବୁ ପରିସ୍ଥିତି କୁ ସେ ଖୁବ ଭଲ ଭାବରେ ବୁଝିଥାନ୍ତି । ଆପଣଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି । ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ନମ୍ବର 3 କୁ ଚୟନ କରିଛନ୍ତି,

ସେ ବ୍ୟକ୍ତି ଙ୍କ ମନରେ ବର୍ତ୍ତମାନ ର ସମୟ ରେ ଆପଣ ଙ୍କୁ ନେଇ କିଛି ଏପରି ଚାବି ପ୍ରସ୍ତୁତ ହୋଇ ଯାଇଛି ଯାହା କାରଣ ରୁ ସେ ବ୍ୟକ୍ତି ଆପଣ ଙ୍କୁ ଏକ ଜିଦଖୋର ପ୍ରକୃତିର ବ୍ୟକ୍ତି ରୂପରେ ଦେଖିଥାନ୍ତି । ତାହାଛଡା ତାଙ୍କୁ ଏପରି ଲାଗିଥାଏ କି ଆପଣ ଙ୍କର ମୁଡ ବାରମ୍ବାର ସମୟ ର ସହ ବଦଳି ଯାଇଥାଏ ।

ତେଣୁ କିଛି ଏହିଭଳି ଚିନ୍ତା ଧାରା ରହିଛି । ଯଦି ଏହା ସତ ହୋଇଥାଏ, ତେବେ ଆପଣ ମାନଙ୍କୁ ନିଜର ଭବିଷ୍ୟତ ଗଢିବା ପାଇଁ ନିଜର କର୍ମ ରେ ସୁଧାର ଆଣିବାକୁ ହେବ । ନମ୍ବର 4 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି,

ସେ ବ୍ୟକ୍ତି ଙ୍କୁ ଏପରି ଲାଗୁଛି କି ବୋଧ ହୁଏ, ଆପଣ ଖୁବ ଅଧିକ ଦୁଃଖିତ ଅଛନ୍ତି ଓ କିଛି ବୋଧ ହୁଏ ହୋଇଛି ଯାହା କାରଣ ରୁ ଆପଣ ତାଙ୍କ ସହ କଥା ହେଉ ନାହାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ କମେଣ୍ଟ କରି ଜଣାଇବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button