ଓଡିଶା

ଦେଖନ୍ତୁ Video: ମାହୋଲ ଫୁଲ ଜମେଇଦେଲେ Viral Boy Santanu & Comedy King Papu, ଗୀତ ସାଙ୍ଗକୁ ଜବରଦସ୍ତ କମେଡି ଶୁଣିଲେ ହସି ହସି ଗଡିବେ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।

କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି ।
ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି ।

ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସିଦ୍ଧାର୍ଥ ଟିଭି ରେ କୁନି ପିଲା ଙ୍କ ପାଇଁ ଗୀତ ଗାଇବାର ଏକ ସୋ ଚାଲିଛି ଯାହାର ନାମ ହେଉଛି,”ଓଡ଼ିଶାର ନୂଆ ସ୍ୱର ଜୁନିୟର” । ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକା ମାନଙ୍କୁ ନିଜ ସଂଗୀତ ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି । ତେବେ ଏହି ରିଆଲିଟି ମ୍ୟୁଜିକ ସୋ ରେ ଜଜ ଅଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା ।

ତେବେ ଏହି ସୋ ରେ ଶାନ୍ତନୁ କୁମାର ମହାନ୍ତି ନାମକ ଜଣେ ୭ ବର୍ଷ ର କୁନି ଗାୟକ ଜଣଙ୍କ ଏହି ତିନି ଜଜ ଙ୍କର ହୋସ ଉଡେଇ ଦେଇଛନ୍ତି । ସେ ତାଙ୍କର ସୁମଧୁର ସ୍ୱର ଦ୍ୱାରା ତିନି ଜଣ ଜଜ ଙ୍କ ସହ ସାରା ଓଡ଼ିଶା କୁ ଆକୃଷ୍ଟ କରିଛନ୍ତି । ତେବେ ସୁନ୍ଦର ଗୀତ ସହ ତାଙ୍କର ମଜା ମସ୍ତି ଜଜ ଅର୍ପିତା ଏବଂ ପ୍ରଜ୍ଞା ଙ୍କୁ ଷ୍ଟେଜ ଉପରକୁ ଆସିବାକୁ ବାଧ୍ୟ କରିଥିଲା ।

ତେବେ ସେ ବର୍ତ୍ତମାନ ଶୋ ଷ୍ଟୁଡ଼ିଓ ରାଉଣ୍ଡ ରେ ମୋବାଇଲ କି ମନ୍ତର କଲା ଗୀତ ଗାଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ତେବେ ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଥିଲା କି ତାହାକୁ ଶୁଣି ଜଜ ଙ୍କ ସହ ସାରା ଓଡ଼ିଶା ବାସୀ ଙ୍କୁ ପାଗଳ କରିଦେଇଛି । ତେବେ ତା ସହ ସେ ଷ୍ଟେଜ ରେ ବହୁତ ମଜା ମସ୍ତି ମଧ୍ୟ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି ।

ଏହା ସହ ସେଠାରେ ଉପସ୍ଥିତ ଥିବା କମେଡି କିଙ୍ଗ ପପୁ ପମପମ ମଧ୍ୟ ସାନ୍ତନୁ ଙ୍କ ସହିତ ମସ୍ତି କରିଥିଲେ ଏବଂ ତାଙ୍କ ସହ ଗୀତ ମଧ୍ୟ ଗାଇଥିଲେ ୱାଟିସ ଦିସ ଦିସ ଇଜ ମାୟା ରେ ବାୟା ଗୀତ ଗାଇଥିଲେ ଏବଂ ପପୁ ତାଙ୍କୁ ଅନେକ ମଜା ମଜା କଥା ମଧ୍ୟ କହିଥିଲେ । ତେବେ ଶାନ୍ତନୁ ଙ୍କୁ ବହୁତ ପ୍ରଶଂସା ସହ ବହୁତ ଭଲ ପାଇବା ମଧ୍ୟ ମିଳିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button