ଦେଶ ବିଦେଶ

ଘର ଭିତରେ ଡ୍ରାଇଭର ସହ ସେ-କ୍ସ ବେଳେ ସ୍ବାମୀ ଦେଖି ଜୀବନ ରୁ ଶେଷ କରିଦେଲା..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ଵାମୀ ସହ ହନିମୁନ କରିବାକୁ ଯାଇଥିଲା ସ୍ତ୍ରୀ। ହେଲେ ସେଠାରେ ଡ୍ରାଇଭର କୁ ପ୍ରେମକରି ବସିଥିଲା ନୂଆ ନୂଆ ବାହା ହୋଇଥିବା ବେଳେ ହନିମୁନ ପାଇଁ ମଧ୍ୟ ସେ ବାହାରକୁ ଯାଇଥିଲେ। ସ୍ୱାମୀ ଥାଉ ଥାଉ ଶେଷରେ ସ୍ତ୍ରୀ କାର ଡ଼୍ରାଇଭର କୁ ପ୍ରେମ କରି ବସିଥିଲା। ସ୍ୱାମୀକୁ ଛାଡ଼ି ସ୍ତ୍ରୀ ଶେଷରେ ଡ୍ରାଇଭର ସହ ହିଁ ଶାରୀରିକ ସମ୍ପର୍କ ରଖୁଥିଲା। ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
Jj
ଏହି ସ୍ତ୍ରୀ ଟିର ନାମ ହେଉଛି ହିନା। ଆଉ ତାର ବୟସ ମଧ୍ୟ ମାତ୍ର ୧୯ ବର୍ଷ। ମାତ୍ର ୧୯ ବର୍ଷ ବୟସରେ ହିଁ ହିନା ଜଣେ ପ୍ରତୀକ ନାମକ ଯୁବକକୁ ବିବାହ କରିଥିଲେ। ସ୍ୱାମୀ ପ୍ରତୀକ ର ବୟସ ମାତ୍ର ୨୨ ବର୍ଷ ହୋଇଥିଲା।
ହିନା ଓ ପ୍ରତୀକ ଖୁବ କମ ବୟସରୁ ହିଁ ବିବାହ କରି ନେଇଥିଲେ। ଯେତେବେଳେ ତାଙ୍କର ବାହାଘର ସରିଥିଲା ସେତେବେଳେ ବାହାଘର ପରେ ହିନା ଓ ପ୍ରତୀକ ହନିମୁନ କରିବା ପାଇଁ ଯୋଜନା ମଧ୍ୟ କରୁଥିଲେ।ଏହାପରେ ସ୍ଵାମୀ ସ୍ତ୍ରୀ ଏକ କାର ଡ଼୍ରାଇଭର କୁ ନେଇ ତାରି କାର ରେ ହିଁ ବୁଲିବାକୁ ଯାଇଥିଲେ। ଏହାପରେ ହିନା କିନ୍ତୁ ସେହି କାର ଡ୍ରାଇଭର କୁ ହିଁ ପ୍ରେମ କରି ବସିଥିଲା। ଏହି ଡ୍ରାଇଭର ଜଣକ ନାମ ଥିଲା ଆୟାନ୍ସ।
Kk
ଏହାରି ମଧ୍ୟରେ ଧୀରେ ଧୀରେ ସେହି କାର ଡ୍ରାଇଭର ମଧ୍ୟ ହିନା କୁ ପ୍ରେମ କରିବା ଆରମ୍ଭ କରି ଦେଇଥିଲା। ଦୁହିଁଙ୍କ ଭଲ ପାଇବା ଏତେ ବଢ଼ିଗଲା ଯେ ଦୁହେଁ ମଧ୍ୟ ଏକାଠି ମିଶିବାକୁ ଲାଗିଥିଲେ। ପରେ ତାଙ୍କର ହନିମୁନ ସରିଥିଲା ଆଉ ଘରକୁ ଫେରିଥିଲେ।
ଯେତେବେଳେ ସ୍ଵାମୀ ପ୍ରତୀକ କାମରେ ବାହାରକୁ ଚାଲିଯାଏ ସେତେବେଳେ ହିନା ସେହି କାର ଡ୍ରାଇଭର ଘରକୁ ଚାଲି ଯାଉଥିଲା। ହେଲେ ସ୍ଵାମୀ ସବୁ ଜାଣି ଯାଇଥିଲା। ଏହାପରେ ସେ ଡ୍ରାଇଭର ଘରକୁ ଯାଇ ଦୁହିଁକୁ ଏକାଠି ଦେଖି ଦେଇଥିଲା।
ସେଠାରେ ହିଁ ଦୁହିଁକୁ ହ-ତ୍ୟା କରି ବାହାରେ ଫୋପାଡି ଦେଇଥିଲା। ଏହାପରେ ସେ ଫେରାର ହୋଇ ଯାଇଥିଲା। ଏବଂ କର୍ଣ୍ଣାଟକ ପୋଲିସ ମଧ୍ୟ ପ୍ରତୀକ କୁ ଗିରଫ କରିବା ସହ ସବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button