ଦେଶ ବିଦେଶ

ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଭୁବନେଶ୍ୱର,୨୯ା୮ ଭୁବନେଶ୍ୱର ଅଟୋ ମହାସଂଘ, ବସ୍ ମାଲିକ ସଂଘ ଓ ଅଲ ଓଡ଼ିଶା ସଡ଼କ ପରିବହନ ସଂଘର ମିଳିତ ସହଯୋଗରେ ଦୁଇଟି ପର୍ଯ୍ୟାୟରେ ରିଲିଫ ବନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏକ ୩୩ ଜଣିଆ ଟିମ୍ ପୁରୀ ଜିଲ୍ଲା ଗ୍ରସ୍ଥ କରି କଣାସ ବ୍ଳକ ଅନ୍ତର୍ଗତ ବଡ଼ଶ ପାୟତର ଚାରୋଟି ଗ୍ରାମରେ ପ୍ରୟ ୫୦୦ ଲୋକଙ୍କୁ ରିଲିଫ ବନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ୨୦ ଜଣିଆ ଟିମ୍ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବ୍ରଜ ମୋହନ ପୁର ଗ୍ରାମପୟତର ଶରଧାପୁର ଗ୍ରାମରେ ରିଲିଫ ବନ କରିଥିଲେ ।

ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ଟିମ୍ ଶୁଖିଲା ଖାଦ୍ୟ ଚୂଡ଼ା, ମୁଢ଼ି, ଗୁଡ଼, ଛତୁଆ, ବିସ୍କୁଟ ଆଦି ସାମଗ୍ରୀ ନେଇ ବନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଟୋ ସଂଘର ବରିଷ୍ଠ ସଦସ୍ୟ, ଅତିଶ କୁମାର ମାର୍ଥା, ପ୍ରଶାନ୍ତ ରାଉତ, ଦେବରାଜ ପରିଡ଼ା, ମିହିର ରାଉତ,ଧୀରେନ ସ୍ୱାଇଁ, ଅମୀତ, ବିମଳ, ରମେଶ, ଅର୍ଶୀବାଦ ନାୟକ, ସଡ଼କ ପରିବହନ ସଂଘର କାର୍ଯ୍ୟର୍କା ଚନ୍ଦନ ଦାସ, ସନ୍ତୋଷ ସାହୁ, ପ୍ରକାଶ ଚନ୍ଦ୍ର ମହାରଣା, ଦୁର୍ଗା ଚରଣ ସାହୁ, ସରୋଜ ଦାସ, ରବିନ୍ଦ୍ର କୁମାର ମନ୍ତ୍ରୀ, ଲକ୍ଷ୍ମୀଧର ବେହେରା, ଅଜିତ୍ ମେହେର, ଅତୁଲ ମହାନ୍ତି, ରାଜେଶ ରଥ, ବସ ମାଲିକ ସଂଘ କାର୍ଯ୍ୟର୍କା ଦୟାନିଧି ସ୍ୱାଇଁ, ନିରଞ୍ଜନ ପଟ୍ଟନାୟକ, ବିଶ୍ୱନାଥ ମହାନ୍ତି, ଦିଲ୍ଲୀପ କୁମାର ମିତ୍ର, କାଳନ୍ଦି ମାନସିଂ, ନୃସିଂହ ସାହୁ ସହିତ ଶରଧାପୁର ଗ୍ରାମର ୱର୍ଡ଼ ସଭ୍ୟ ପ୍ରବୀର ଭୁଜବଳ, ଘଶ୍ୱେର ବରାଳ, ସ୍ୱେଚ୍ଛାସେବୀ ସଞ୍ଜୟ ଜେନା, ଗଦାଧର ଚମ୍ପତି,ରଶ୍ମିରଞ୍ଜନ ବଳିୟାର ସିଂ, ସୁଶାନ୍ତ ପରିଡ଼ା, ଉଗ୍ରେସେନ ମାର୍ଥା ଓ ଗଣେଶ୍ୱର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button