ସ୍ୱାସ୍ଥ୍ୟ

ଅପରାଜିତା ଫୁଲ ଯଦି ଆପପଣଙ୍କୁ ମିଳିଯାଏ ଆପଣଙ୍କ ଏହି ସବୁ ବଡ ବଡ ରୋଗ ଭଲ ହୋଇଯିବ

ଅପରାଜିତା ଫୁଲ ଆପଣ ମାନେ ଦେଖିଥିବେ ଏହା ବହୁତ ରଙ୍ଗ ର ମିଳିଥାଏ କିନ୍ତୁ ପ୍ରାୟତଃ ନୀଳ ଓ ଧଳା ଦେଖିବାକୁ ମିଳିଥାଏ । ଅପରାଜିତା ଫୁଲ ଏମିତି ଗୋଟେ ଫୁଲ ଯାହା ଖାଦ୍ୟରେ ରଙ୍ଗ ଦବା ପାଇଁ ମଧ୍ୟ ବ୍ୟବହାର କରା ଯାଏ ଏହି ଫୁଲ ଥାଇଲେଣ୍ଡ, ରସିଆ ଏବଂ ଅନ୍ୟ ଦେଶରେ ଚାଷ ମଧ୍ୟ କରା ଯାଏ, ତେବେ ଆଜି ଆମେ ଆପଣଙ୍କୁ ଅପରାଜିତା ଫୁଲ ବିଶେଷ କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବିବାକୁ ଲାଗିବେ ଯେ ଏହା ଆମେ କେମିତି ଜାଣିନଥିଲୁ ।

Image Courtesy: Google

ଆପରାଜିତା ଫୁଲ ଶନିଦେବଙ୍କୁ ବହୁତ ପସନ୍ଦ ଅଟେ, ଅପରାଜିତା ଫୁଲ ଶନିବାର ଦିନ ଶନିଦେବଙ୍କୁ ଅର୍ପଣ କଲେ ଆପଣଙ୍କ ବହୁତ ଶନି ଦଶା ଦୂର ହୋଇଥାଏ ଏବଂ ଆପଣଙ୍କୁ ସବୁ ପ୍ରକାର ସୁବିଧା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ଲାଭ ବିଷୟରେ ।

Image Courtesy: Google

୧. ପରିସ୍ରା ଇନଫେକସନ :

ଯେଉଁ ଲୋକଙ୍କ ପରିସ୍ରା ଇନଫେକସନ ହୋଇଥାଏ ସେହି ଭଳି ଲୋକଙ୍କ ପାଇଁ ଏହା ରାମବାଣ ଚିକିତ୍ସା ଅଟେ ଏହି ଭଳି ଲୋକଙ୍କୁ ଫୁଲ ସେବନ କରିବା ଉଚିତ ଏହି ଫୁଲ ସେବନ ଦ୍ଵାରା ପରିସ୍ରା ଜାଗା ଦରଜ, ପୋଡା ଜଳା ଏବଂ ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ।

୨. ପେଟ ଖରାପ :

ଯେଉଁ ଲୋକଙ୍କ ପାଚନ ପ୍ରକ୍ରିୟା ଖରାପ ଥାଏ ବା ଫୁଡ ପୋଇଜନ ହୋଇଥାଏ ଏହି ଭଳି ଲୋକଙ୍କୁ ଅପରାଜିତା ଫୁଲ ସେବନ କରିବା ବହୁତ ଆବଶ୍ୟକ ହୋଇଥାଏ କାହିଁକିନା ଏହା ଖାଦ୍ୟରେ ଥିବା ବିଷାକ୍ତ ତତ୍ଵକୁ ସଫା କରିଥାଏ ଏବଂ ଶରୀର ବାହାରକୁ ପଠାଇ ଥାଏ ।

Image Courtesy: Google

୩. ମୁଣ୍ଡ ବିନ୍ଧା :

ଅପରାଜିତା ଫୁଲ ମୁଣ୍ଡ ବିନ୍ଧାରେ ବହୁତ ଲାଭକାରୀ ହୋଇଥାଏ, ତେବେ କିଛି ଲୋକ କୌଣସି ଦରଜ ସହି ପାରନ୍ତି ନାହିଁ ବା ଆୟୁରବେଦ ଚିକିତ୍ସା କରନ୍ତି ନାହିଁ ସବୁବେଳେ ଏଲୋପେଥି ବଟିକା ଖାଇ ଥାନ୍ତି ସେଥିପାଇଁ ଏହା ଉପରେ ଧ୍ୟାନ ରଖିବା ଉଚିତ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।

୪. ଶ୍ଵାସ :

ଯେଉଁ ଲୋକ ଶ୍ଵାସ ରୋଗୀ ହୋଇଥାନ୍ତି ସେ ଅପରାଜିତା ସେବନ କରିବା ଉଚିତ କିନ୍ତୁ ଏହାର ସେବନ ଆଗରୁ ଡକ୍ଟର ଅନୁମତି ଅବଶ୍ୟ ନିଅନ୍ତୁ । ଏହା ବହୁତ ଆବଶ୍ୟକ ଅଟେ, ଆପଣଙ୍କୁ ଅପରାଜିତା ବହୁତ ସହଜରେ ଉପଲବ୍ଧ ହୋଇଥାଏ ଏହା ଓଡ଼ିଶା ବାତାବରଣରେ ବହୁତ ଫୁଟିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button