ବନ୍ଧୁଗଣ ଢଗଢମାଳି ତଥା ମଜାଳିଆ କଥା, ଢଗ ଆଦି ସବୁ କିଏ ବା ପଢିବାକୁ ପସନ୍ଦ କରେ ନାହିଁ । କାରଣ ସେଥିରୁ ସବୁ ମଜା ମଜାରେ ଆମେ ଅନେକ କିଛି ଶିଖିବାକୁ ମଧ୍ୟ ପାଇଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଠାରେ ସେହିଭଳି କିଛି ଢଗଢମାଳି କହିବାକୁ ଯାଉଛୁ । ଯାହାର ପ୍ରଶ୍ନ ପଢି ଆପଣ ପ୍ରଥମେ ଅବାକ ହୋଇପଡିବେ ଏବଂ ପରେ ତାହାର ଉତ୍ତର ପଢି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । ତେବେ ଆଉ ବିଳମ୍ବ ନକରି ଆସନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା । ୧ – ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ? recommended by Brainberries Life After Divorce: Sophie Grégoire’s New Chapter Learn more ଉତ୍ତର:- ମୈଥିଲି ଶରଣ ଗୁପ୍ତା । ୨:- କେଉଁ ଜୀବର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ? recommended by Herbeauty सोनाक्षी और रीना रॉय का चेहरा इतना मिलता-जुलता क्यों हैं? और जानें ଉତ୍ତର:- ଅସରପା । ୩:- ଜଣେ ବ୍ୟକ୍ତି 30 ଦିନ ନଶୋଇ କେମିତି ବଞ୍ଚିପାରିବ ? ଉତ୍ତର:- ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ । ୪:- କେଉଁ ଭିଟାମିନ ଆମ ଶରୀରରେ ହେଉଥିବା କ୍ଷତ ବା ଖଣ୍ଡିଆକୁ ଭରିବାରେ ସାହାଯ୍ୟ କରିଥାଏ ? ଉତ୍ତର:- ଭିଟାମିନ କେ । ୫:- କେଉଁ ଜୀବକୁ ଭୋକ ଲାଗିଲେ ସେ ନିଜ ଶରୀରକୁ ଖାଇ ଦେଇଥାଏ ? ଉତ୍ତର:- ମୂଷା । ୬:- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ । ତାହା କ’ଣ ? ଉତ୍ତର:- ନଡ଼ିଆ । ୭:- ସେ କିଏ ଯିଏ ଆମର କାନ ଧରି ନାକ ଉପରେ ବସିପଡେ ? ଉତ୍ତର:- ଚଷମା । ୮:- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ ? ଉତ୍ତର:- ସାଉଦି ଆରବ । ୯:- ଇଂଲଣ୍ଡରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ? ଉତ୍ତର:- ଜୁନ ୮ । ୧୦:- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତୋଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ? ଉତ୍ତର:- ୯ଟି । ୧୧:- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ? ଉତ୍ତର:- ବୃହସ୍ପତି । ୧୨:- କଅଁଳିଆ ସେ ଛୋଟ ପିଲା, ଗୁମ୍ଫା ଭିତରେ ଗଲା ଝପଟି, ରାକ୍ଷସ ସେଠି ଥିଲେ ବତିଶ, ପିଲାଟି ସେଠି ହେଲା ପେଷି, ରକ୍ତ ବୋହିଲା ଧାର ଧାର, କହିବ ତାର ନାଁ ଟି କଣ ? ଉତ୍ତର:- ପାନ । ୧୩:- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କ’ଣ ? ଉତ୍ତର:- ୟୁରାନିୟମ । ୧୪:- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ? ଉତ୍ତର:- ୟୁରାନିୟମ । ୧୫:- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ? ଉତ୍ତର:- ଅରୁଣାଚଳ ପ୍ରଦେଶ। ୧୬;- ତାହା କ’ଣ ଯାହା ଝିଅମାନେ ବର୍ଷକୁ ଥରେ କିଣନ୍ତି ? ଉତ୍ତର;- ରାକ୍ଷୀ । ବନ୍ଧୁଗଣ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

ବନ୍ଧୁଗଣ ଶରୀରକୁ ଅନ୍ୟ ସବୁ ପୋଷକ ତତ୍ଵର ଆବଶ୍ୟକତା ଭଳି କ୍ୟାଲସିୟମର ମଧ୍ୟ ଆବଶ୍ୟକତା ଶରୀରକୁ ରହିଥାଏ । କ୍ୟାଲସିୟମ ଶରୀରର ହାଡକୁ ମଜବୁତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ସାହାଜ୍ଯ କରିଥାଏ । ହେଲେ ଯଦି କୌଣସି କାରଣରୁ ଶରୀରରେ କ୍ୟାଲସିୟମହୀନତା ଅର୍ଥାତ କ୍ୟାଲସିୟମର ଅଭାବ ଦେଖାଯାଇଥାଏ । ତେବେ ଶରୀରରେ କ’ଣ କ’ଣ ସବୁ ଲକ୍ଷଣ ଦେଖାଯାଇଥାଏ ? ଏହାଛଡା କେଉଁ କେଉଁ ସବୁ କାରଣରୁ ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ ଆସନ୍ତୁ ଏହି ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ।
୧- କ୍ୟାଲସିୟମ ଅଭାବରୁ ଶରୀରର ହାଡ ସମୟ ପୂର୍ବରୁ ଭାଙ୍ଗିଯାଏ ବା ଦୁର୍ବଳ ହୋଇଯାଏ । ଏହା ଛଡା ଯଦି ବ୍ୟକ୍ତିର ଶରୀରରେ କ୍ୟାଲସିୟମ କମି ଅଧିକ ରହିଥାଏ ତେବେ ଇମ୍ୟୁନିଟି ପାୱାର କମ ହୋଇଯାଏ । ଯାହା ଦ୍ଵାରା ଅନେକ ରୋଗ ଦେଖାଯାଏ । ଯଦି ଆମ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ । ତେବେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ଏହାସହ ରକ୍ତର ସଂଚାଳନରେ ବାଧା ଦେଖାଦିଏ । ରକ୍ତ ସଂଚାଳନ ଠିକ ଭାବେ ନ ହେଲେ ହୃଦୟ ଜନିତ ରୋଗ ହେବାର ଆଶଙ୍କା ରହିଥାଏ ।
୨- କ୍ୟାଲସିୟମ କମି ହେବାର କାରଣ ଗୁଡିକ ହେଉଛି । ଯଥା;- ଯଦି ଆପଣ ନିଜ ଖାଦ୍ୟରେ କ୍ୟାଲସିୟମଯୁକ୍ତ ଖାଦ୍ୟର ଠିକ ଭାବେ ସେବନ କରିବେ ନାହିଁ । ଏହା ସହ ଯଦି ଶରୀରରେ ଭିଟାମିନ-ଡି ର କମି ଦେଖାଯାଏ ତେବେ କ୍ୟାଲସିୟମ ଅଭାବ ହୋଇଥାଏ । ଯଦି ଦୈନିକ ଚାହା ବା କଫିର ସେବନ ଏବଂ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ କ୍ୟାଲସିୟମର ଅଭାବ ଶରୀରରେ ଦେଖାଯାଇଥାଏ ।
୩- କ୍ୟାଲସିୟମ କମି ହେଲେ ଲକ୍ଷଣ କ’ଣ କ’ଣ ସବୁ ରହିଥାଏ ? ଯେପରି କ୍ୟାଲସିୟମ ଅଭାବରେ ଶରୀରରେ ଅଳସୁଆପଣ ଲାଗିକି ରହିବା ସହ ହାଡ ଦୁର୍ବଳ ହୋଇଯାଏ । ଶରୀରରେ ଏନର୍ଜି ନ ଆସିବା ଓ କାମରେ ମନ ନ ଲାଗିବା ଅନ୍ୟ ଏକ ଲକ୍ଷଣ ହୋଇଥାଏ । ଏହା ଛଡା ଚେହେରାରେ ଇନଫେକସେନ ହେବା ବା ନଖ ଭାଙ୍ଗିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ । ଏହା ଛଡା ଦାନ୍ତ ଜନିତ ଅନେକ ସମସ୍ୟା ଦେଖାଯାଏ । ଏହା ଛଡା କେଶ ମଧ୍ୟ ଝଡିଥାଏ ।
୪- କ୍ୟାଲସିୟମର ଅଭାବକୁ କେମିତି ପୂରଣ କରିବେ ଜାଣନ୍ତୁ । କ୍ୟାଲସିୟମ କମି ଦୂର କରିବା ପାଇଁ ଅଦା ପାଣିର ସେବନ କରନ୍ତୁ । ଏହା ଛଡା ଦୈନିକ ରାଶି, ବାଦାମ ସହ କ୍ଷୀର ସେବନ କରିପାରିବେ । ଏହା ଛଡା କିଛି ଦିନ ପର୍ଯ୍ୟନ୍ତ ପାଣିରେ ଗୋଟେ ଚାମଚ ଜୀରା ପକାଇ ସେବନ କରିପାରିବେ । ଏହାଛଡା ଭିଟାମିନ-ଡି ଯୁକ୍ତ ଖାଦ୍ଯ ଯେମିତି କ୍ଷୀର, ପନିର, ମାଛ, ଅଣ୍ଡା, ଗହମ, ବାଜରା, ମୁଗ, ରାଜମା, ସୋୟାବିନ ଖାଇବା ଉଚିତ । ଏହା ଛଡା ସବୁଜ ପନିପରିବା ଯେମିତିକି ଗାଜର, ପାଳଙ୍ଗ ଶାଗ, ବିଟ, ବିଲାତି, କୋବି, କାକୁଡି ଇତ୍ୟାଦି । ଫଳ ମଧ୍ୟରେ ଅମୃତଭଣ୍ଡା, କମଳା, ଲିଚି, ସପୁରି ଇତ୍ୟାଦି । ଏହି ସବୁ ଖାଦ୍ଯର ସେବନ କରିବା ଦ୍ଵାରା କ୍ୟାଲସିୟମ କମି ଦୂର ହୋଇଥାଏ ।
ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ