ବନ୍ଧୁଗଣ ଏହି ଦୁନିଆର ସବୁ ଲୋକ ବିବାହ ପରେ ପରେ ବାପା ଓ ମାଆ ହେବାର ଖୁସିକୁ ଅନୁଭବ କରିବାକୁ ଚାହାନ୍ତି । ବାପା ମା’ ହେବା ପରେ ତାଙ୍କ ଜୀବନ ସାର୍ଥକ ହେଲା ଭଳି ଲାଗିଥାଏ । ହେଲେ ବନ୍ଧୁଗଣ କିଛି ଲୋକଙ୍କ ଭାଗ୍ୟରେ ବାପା ମା’ ହେବାର ସୁଖ ରହିନଥାଏ, ଯାହାଫଳରେ ସେମାନଙ୍କୁ ସମାଜର କେତେକ ଅପମାନ ଓ କଥାକୁ ସହ୍ୟ କରିବାକୁ ପଡିଥାଏ । ଏହି ଲୋକମାନେ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ପ୍ରେଗ୍ନେନ୍ସି ପ୍ରୋବ୍ଲେମକୁ ନେଇ କେତେକ କାରଣ ଓ ତାହାର ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ବାପା ବା ମା’ ହେବାର ସୁଖ ପାଇପାରିବେ । କିଛି ଦମ୍ପତ୍ତି ଯେଉଁମାନେ କେବଳ ମାସକୁ ଦୁଇ ରୁ ୩ ଥର ପ୍ରେଗନେନ୍ସି ପାଇଁ ଚେଷ୍ଟା କରିଥାନ୍ତି । ଯଦି କୌଣସି ମହିଳାର ବୟସ ୩୦ ବର୍ଷରୁ କମ ଅଛି, ତା ହେଲେ ସେହି ମହିଳା ନିଜ ସ୍ଵାମୀ ସହ ସପ୍ତାହକୁ ୩ ଥର ନିଶ୍ଚୟ ପ୍ରେଗ୍ନେନ୍ସି ହେବା ପାଇଁ ଚେଷ୍ଟା କରିବା ଉଚିତ । ତାପରେ ଯଦି ଆପଣ ପ୍ରେଗନେଣ୍ଟ ହୋଇପାରୁନାହାନ୍ତି, ତା ହେଲେ ଆପଣଙ୍କୁ ଡାକ୍ତରର ପରାମର୍ଶ ନେବା ନିଶ୍ଚୟ ଆବଶ୍ୟକ । recommended by Brainberries Life After Divorce: Sophie Grégoire’s New Chapter Learn more ବନ୍ଧୁଗଣ ଏମିତି କିଛି ଦମ୍ପତ୍ତି ଅଛନ୍ତି ଯେଉଁମାନେ ଚାକିରି ପାଇଁ ପରସ୍ପର ଠାରୁ ଅଲଗା ରହୁଛନ୍ତି । ଯାହାଫଳରେ ସେମାନଙ୍କର ପିଲାପିଲି ହେବାରେ ଅସୁବିଧା ରହୁଛି । ତେବେ ଗର୍ଭବତୀ ହେବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ଓ ଏକ ନିର୍ଦ୍ଧିଷ୍ଟ ମାନସିକ ଚିନ୍ତା ରହିବା ନିହାତି ଆବଶ୍ୟକ । କାରଣ ଯଦି ଦମ୍ପତ୍ତି ଅଲଗା ଅଲଗା ରହିବେ । ତା ହେଲେ ସେମାନେ ବହୁତ କମ ସମୟ ପରସ୍ପରକୁ ଦେବେ ଓ ଏହି କାରଣ ପାଇଁ ସେମାନେ ବାପା ମା ହେବାର ସୁଖ ପାଇପାରିବେ ନାହିଁ । recommended by Herbeauty सोनाक्षी सिन्हा और रीना रॉय से जुड़ी ये बात आपको हैरान कर सकती है और जानें ଏହା ବ୍ଯତୀତ କେତେକ ପୁରୁଷ ଏପରି ଅଛନ୍ତି ଯେଉଁମାନେ ଅଧିକାଂଶ ଧୂମ୍ରପାନ ଓ ମଦ୍ୟପାନ ଆଦି ନିଶା ସେବନ କରିଥାନ୍ତି । ଏହା ମଧ୍ୟ ଏକ ମୁଖ୍ୟ କାରଣ ହୋଇଥାଏ ପିଲାପିଲି ନହେବାର । ତେଣୁ ଏଥିପାଇଁ ଆପଣ ନିଶ୍ଚୟ ଡାକ୍ତର ପାଖକୁ ଯାନ୍ତୁ ଓ ନିଜର ଚିକିତ୍ସା କରାନ୍ତୁ । କେତେକ ମହିଳା ମାନଙ୍କର PCOD ଭଳି ସମସ୍ଯା ରହିଥାଏ । ଯାହାଫଳରେ ସେମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ମହିଳା ମାନେ ନିଜର ଏହି ସମସ୍ଯାର ଚିକିତ୍ସା କରିବା ନିହାତି ଆବଶ୍ୟକ । ଏହା ବ୍ଯତୀତ ଯଦି ଆପଣଙ୍କର ଥାଇରଡ, ଶ୍ଵାସ, ରକ୍ତଚାପ ଓ ଡାଇବେଟିସ ଆଦି ସମସ୍ଯା ଥିବ । ତାହେଲେ ହୁଏତ ଗର୍ଭ ଧାରଣ କରିବା ପାଇଁ ଅସୁବିଧା ହୋଇପାରେ । ତେଣୁ ପ୍ରେଗ୍ନେନ୍ସି ପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ପ୍ରଥମେ ନିଜର ଏହି ସମସ୍ତ ସମସ୍ଯାକୁ ଦୂର କରିବା ସହ ସପ୍ତାହକୁ ଦୁଇ ରୁ ତିନି ଥର ଦମ୍ପତ୍ତି ମିଶି ପ୍ରେଗନେନ୍ସି ପାଇଁ ଚେଷ୍ଟା କରନ୍ତୁ, ଦେଖିବେ ଆପଣ ନିଶ୍ଚୟ ବାପା ମା ହେବାର ସୁଖ ପାଇବେ । ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ଷ୍ଟ୍ରେଚମାର୍କ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟ୍ରେଚମାର୍କ ଏକ ଏଭଳି ସମସ୍ୟା ଯାହା ପୁରୁଷ ନାରୀ ଉଭୟଙ୍କୁ ହୋଇପାରେ । ବିଶେଷ କରି ଏହି ସମସ୍ୟା ପିଲା ମାନଙ୍କର ବଢିବା ବୟସରେ ଦେଖା ଦେଇଥାଏ ଓ ଦ୍ଵିତୀୟରେ ହେଉଛି ଗର୍ଭବତୀ ମହିଳାଙ୍କର ଠାରେ ଏହି ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଲୋକମାନେ ନିଜର ଷ୍ଟ୍ରେଚମାର୍କକୁ ଦୂର କରିବା ପାଇଁ ବଜାରରୁ ମିଳୁଥିବା ଅନେକ ପ୍ରକାରର ମେଡ଼ିସିନ କିଣି ଖାଇ ଥାନ୍ତି ।
ଏହା ସହିତ ଅନେକ ଲୋକ କେତେକ ଘରୋଇ ଉପଚାର ମଧ୍ୟ କରିଥାନ୍ତି ହେଲେ ସେମାନଙ୍କ ଷ୍ଟ୍ରେଚମାର୍କ ସହଜରେ ଯାଇ ନଥାଏ । ତେବେ ଯଦି ଆପଣ ମାନେ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଷ୍ଟ୍ରେଚମାର୍କ କେମିତି ଦୂର କରିହେବ ତାହା ବିଷୟରେ କହିବାକୁ ଯାଉଛୁ ।
ତାହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଷ୍ଟ୍ରେଚମାର୍କ ଦୂର କରିବାର ଉପାୟ ବିଷୟରେ । ଯେତେବେଳେ ପିଲା ମାନଙ୍କର ବୟସ ବଢେ ସେତେବେଳେ ସେମାନଙ୍କ ହାଇଟ ବଢିଥାଏ ବା ଫିଜିକାଲ ଗ୍ରୋଥ ହୋଇଥାଏ ସେତେବେଳେ ଶରୀରର ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ ।
ଠିକ ସେହି ଭଳି ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସେତେବେଳେ ତାର ପେଟ ଧୀରେ ଧୀରେ ଫୁଲିବାରେ ଲାଗିଥାଏ ଯାହାଫଳରେ ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ । ଏହି କ୍ଷେତ୍ରରେ ଲୋକ ମାନଙ୍କ ଦେହରେ ନାଲି ନାଲି ଦାଗ ପଡିଯାଇଥାଏ । ବହୁତ ସମୟରେ ଏହି ଦାଗ ଗୁଡିକ ଆପେ ଆପେ ମିଶି ଯାଇଥାଏ କିନ୍ତୁ ବିଶେଷ କରି ବେଳେବେଳେ ଗର୍ଭବତୀ ମହିଳା ମାନଙ୍କର ଦାଗ ସହଜରେ ଯାଇ ନଥାଏ ।
ଗର୍ଭବତୀ ମହିଳା ମାନଙ୍କର ସେହି ନାଲି ଦାଗ ଗୁଡିକ ବହୁତ ବର୍ଷ ପରେ ଧଳା ଦାଗ ହୋଇ ରହିଯାଇଥାଏ । ଏହି ଦାଗକୁ ଦୂର କରିବା ପାଇଁ ମାର୍କେଟରେ ଅନେକ କ୍ରିମ ଅଛି ହେଲେ ଏହି ସବୁ କ୍ରିମରେ ଖାସ ଲାଭ ମିଳେ ନାହିଁ । ଯଦିଓ ଆପଣ କୌଣସି କ୍ରିମ କିଣିକି ଷ୍ଟ୍ରେଚମାର୍କରେ ଲଗାଇବାକୁ ଚାହୁଁଛନ୍ତି । ତେବେ ଆପଣ ଡାକ୍ତରଙ୍କର ପରାମର୍ଶ କରିକି ଲଗାଇପାରିବେ ।
ଏହି ସମସ୍ୟାର ପ୍ରଥମ ଚିକିତ୍ସା ହେଉଛି ମାଇକ୍ରୋ ନିଡଲିଙ୍ଗ ଓ ଦ୍ଵିତୀୟ ଚିକିତ୍ସାଟି ହେଉଛି ଏମଏନଆରଏଫ । ଏହି ଦୁଇଟି ଚିକିତ୍ସା ଆଜିକାଲି ଅନେକ କ୍ଲିନିକରେ କରାଯାଉଛି । ଆପଣ ମାନେ ଚାହିଁଲେ ଡାକ୍ତରଙ୍କ ପରାମର୍ଶରେ ଏହି ଚିକିତ୍ସା କରି ନିଜ ଶରୀରରେ ଥିବା ଷ୍ଟ୍ରେଚମାର୍କକୁ ଅତି ସହଜରେ ଦୂର କରିପାରିବେ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।